Sat. Oct 17th, 2026

Category: Trending

ଆସିବ ଡିଜିଟାଲ ମୁଦ୍ରା, ପେମେଣ୍ଟ ଆପର ହେବ କଣ?

ମାତ୍ର କିଛି ସମୟର ଅପେକ୍ଷା ଭାରତରେ ଆସିବ ଡିଜିଟାଲ ଟଙ୍କା । ଡିଜିଟାଲ ମୁଦ୍ରାର ପ୍ରଥମ ଟଙ୍କା ବଜାରକୁ ଆସିବ। ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି ଭାବେ ଜଣାଯିବ। ଏହା ରିଜର୍ଭ ବ୍ୟାଙ୍କର ଋଣ ଦେବା ଏବଂ…

କୁଆଡେ ଗଲା ଶ୍ରଦ୍ଧାଙ୍କ କଟା ମୁଣ୍ଡ?

ଦିଲ୍ଲୀ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜୁଛି ପୋଲିସ । ବୟଫ୍ରେଣ୍ଡ ଅଫତାବ ଖଣ୍ଡ ଖଣ୍ଡ କରିଥିବା ଶରୀରର ଅନ୍ୟ ଅଂଶକୁ ପୋଲିସ ଉଦ୍ଧାର କରିଥିବା ବେଳେ କଟାମୁଣ୍ଡ ମିଳୁନଥିବା କହିଛି ପୋଲିସ । ଅଫତାବଙ୍କ ଘରେ…

କେମିତି କରାଯାଏ ହାଲୋୱିନ୍‌?

ପାଶ୍ଚାତ୍ୟ ସଭ୍ୟତାରେ ଅନ୍ୟତମ ପର୍ବ ହାଲୋୱିନ୍ । ହେଲେ ଅନ୍ୟମାନଙ୍କ ଠାରୁ ଏହି ପର୍ବ ଟିକେ ଅଲଗା । କାରଣ ଏହାକୁ ସବୁଠାରୁ ଭୟଙ୍କର ପର୍ବ ରୂପେ ବିବେଚନା କରାଯାଏ । ଯାହା ଧିରେ ଧିରେ ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି…

ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର

ପୁଣି ଘଟିଛି ଅଘଟଣ । ଶ୍ରୀମନ୍ଦିରରୁ ପୁଣି ଖସିଛି ପଥର । କେତେ ବେଳେ ରତ୍ନ ଭଣ୍ଡାର ଚାବି ହଜିବା ତ ଆଉ କେତେ ବେଳେ ସିଂହଦ୍ୱାରା ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ଘଟଣା । ସମୟେ ସମୟେ ଅନେକ ନୀତିକାନ୍ତିରେ…

ଘରେ ବସି କରନ୍ତୁ ଆଧାର ଅପଡେଟ୍

ଭାରତୀୟଙ୍କ ପରିଚୟ କହିଲେ ସାଧାରଣତଃ ଆଧାର କାର୍ଡ ଆମ ଭାରତୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ପତ୍ର । ଏଥିରେ ଏକ ୟୁନିକ୍ ନମ୍ବର ରହିଛି । ଯାହାଦ୍ୱାରା ଆମେ ସରକାରଙ୍କ ଦ୍ୱାରା ଜନହିତକର ଯୋଜନାର ଫାଇଦା ନେଇପାରିବା । ତେବେ ବିଭିନ୍ନ…

ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ…

ଅଳ୍ପ ବଜେଟରେ ଇଲେକ୍ଟ୍ରିକ ସ୍କୁଟର

ବଜାରକୁ ଆସିଗଲା ଦୁଇ ଚକିଆ ଇଲେକ୍ଟ୍ରିକ ସ୍କୁଟର । ଅଳ୍ପ ବଜେଟରେ ଲମ୍ବା ମାଇଲ ଯିବା ଭଳି ଏହି ସ୍କୁଟରରେ ରହିଛି ଅନେକ ଫିଚର୍ସ । ସ୍କୁଟରର ନାମ ରହିଛି କବୀର ମୋବିଲିଟି ଇଲୋକ୍ଟ୍ରିକ୍ ସ୍କୁଟର ଏଇଟୋସ ୧୦୦, ଯାହାକି ଦେଉଛି…

ମାର୍କେଟକୁ ଆସିବ ଦୁନିଆର ୨ୟ ୨୦୦ମେଗାପିକ୍ସେଲର କ୍ୟାମେରା ଥିବା ସ୍ମାର୍ଟଫୋନ

ଡିଜିଟାଲ ଦୁନିଆରେ ଖୁବ ଶୀଘ୍ର ଆସିବାକୁ ଯାଉଛି ସାମସଙ୍ଗର ନୂଆ ମଡେଲ। ଯାହାର ନାଁ ରହିଛି ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା। ଅଫିସିଆଲ ଲଞ୍ଚିଂ ପୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା ସାମନାକୁ ଆସିଛି । ଏକ ରିପୋର୍ଟ…

ଡାକ୍ତରଙ୍କ ୭ ମିନିଟ ମାଉଥ ରେସପିରେସନ ପରେ ବଞ୍ଚିଲା ମୃତ ଶିଶୁ

ସୋସିଆଲ ମିଡିଆ ରେ ପ୍ରତିଦିନ କିଛି ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ। ଡାକ୍ତରମାନେ ରୋଗୀଙ୍କ ଦୁଃଖ ବୁଝି ସେମାନଙ୍କର ଚିକିତ୍ସା କରିଥାନ୍ତି। ବର୍ତ୍ତମାନ ଏବେ ଏଭଳି କିଛି ଦୃଶ୍ୟ ସାମାଜିକ ଗଣମାଧ୍ୟମ ଫୋନ ଠୁ ଫୋନ ଘୁରି ବୁଲୁଛି। ଡଃ…

ସ୍ପେଶ ଟୁରିଜିମ୍ କରାଇବ ଚୀନ

ଲୋକମାନେ, ପାହାଡ଼, ଗ୍ଲେସିୟର, ଐତିହାସିକ ସ୍ଥାନ ସହ ଏଭଳି ଅନେକ ରୋମାଞ୍ଚକର ସ୍ଥାନକୁ ନିଶ୍ଚୟ ଯାଇଥାନ୍ତି । କିନ୍ତୁ ଏବେ ଆପଣ ପୃଥିବୀ ବାହାରର ଦୁନିଆ ଦେଖିପାରିବେ । ଚୀନ୍ ୨୦୨୫ ସୁଦ୍ଧା ସ୍ପେଶ ଟୁରିଜିମ୍ ଆରମ୍ଭ କରିବାକୁ ଯାଉଛି ।…