ଡାକ୍ତରଙ୍କ ୭ ମିନିଟ ମାଉଥ ରେସପିରେସନ ପରେ ବଞ୍ଚିଲା ମୃତ ଶିଶୁ


ସୋସିଆଲ ମିଡିଆ ରେ ପ୍ରତିଦିନ କିଛି ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ। ଡାକ୍ତରମାନେ ରୋଗୀଙ୍କ ଦୁଃଖ ବୁଝି ସେମାନଙ୍କର ଚିକିତ୍ସା କରିଥାନ୍ତି। ବର୍ତ୍ତମାନ ଏବେ ଏଭଳି କିଛି ଦୃଶ୍ୟ ସାମାଜିକ ଗଣମାଧ୍ୟମ ଫୋନ ଠୁ ଫୋନ ଘୁରି ବୁଲୁଛି। ଡଃ ସୁଲେଖା ଚୌଧୁରୀ । ଆଗ୍ରାର ଜଣେ ପେଡିଟ୍ରିସିଆନ। ଏ ଘଟଣା ମାର୍ଚ୍ଚ ୨୦୨୨ ଆଗ୍ରାର ଆତ୍ମାଦପୁର ଅଂଚଳର ଘଟଣା। ଡାକ୍ତରଖାନାରେ ଜଣେ ମହିଳା ପ୍ରସବ କରିବା ପରେ ନିଶ୍ଟଳ ଅବସ୍ଥାରେ ଶିଶୁ ଜନ୍ଲ ହୋଇଥିଲା । ଅତ୍ୟାଧୁନିକ ଡାକ୍ତରୀ ବିଦ୍ୟା ସାହାର୍ଯ୍ୟରେ ବହୁ ଚେଷ୍ଟା ପରେ ମଧ୍ୟ କଅଁଳା ପିଲାଟିକୁ ବଂଚେଇବା ସଫଳ ହୋଇନଥିଲା। ଏହା ପରେ ଡଃ ସୁଲେଖା ୭ ମିନିଟ ପର୍ଯ୳ନ୍ତ ମାଉଥ୍ ଟୁ ମାଉଥ୍ ଅକ୍ସିଜେନ ଦେଇ ମୃତ ପିଲାଟିକୁ ନୂଆ ଜୀବନ ଦେଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଭିଡିଓ କୁସଚିନ କୌଶିକ ନାମକ ଜଣେ ପୁଲିସ ଅଧିକାରୀ ଟ୍ୱିଟର ରେ ସେୟାର କରିଛନ୍ତି ।

<<<Dr Sulekha Choudhary, Pediatrician, CHC, Agra. The baby girl was born but there was no movement in the body. Oxygen support was given to the girl first, but when it did not help, then ‘mouth to mouth respiration’ was given for about 7 minutes, the child breathed.>>>

You May Also Like

More From Author

+ There are no comments

Add yours