Thu. Oct 15th, 2026

Category: Popular

ଦଳାଚକଟାରେ ୧୫୧ ଲୋକଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାରେ ଘଟିଛି ବଡ଼ ଧରଣର ଅଘଟଣ । ଏକ ସାଙ୍ଗେ ଯାଇଛି ୧୫୧ ଲୋକଙ୍କ ଜୀବନ । ଏହି ଅଘଟଣ ଦଳାଚକଟା ଯୋଗୁଁ ଯାଇଛି । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ଚାଲିଥିଲା ହେଲୋୱିନ ଉତ୍ସବ । ଉତ୍ସବରେ…

୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବ ଭାରତ

ନୂଆ ଯୋଜନା ରେ ଭାରତ। ୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବାକୁ ଭାରତ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ଉଦ୍ୟୋଗ ଜଗତ ଆଗରେ ନିଜର ଯୋଜନା ରଖିଛି । ଇସ୍ରୋ…

ପରାଗରେ କ’ଣ କୁହେ ବିଶ୍ୱାସ ଓ ବିଜ୍ଞାନ?

ଦୀପାବଳୀ ଅମାବାସ୍ୟା । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଏ ପିଣ୍ଡଦାନ । ଏହାସହ କାଉଂରିଆ କାଠି ଜାଳି ଟେକାଯାଏ ବଡବଡୁଆ । ଏବମ କାଳୀ ପୂଜା ଓ ଦୀପଦାନ ମଧ୍ୟ କରାଯାଏ । ଏହାର ପରଦିନ ଅର୍ଥାତ ଅକ୍ଟୋବର ୨୫ରେ ପଡୁଛି କେତୁଗ୍ରସ୍ତ…

ସନ୍ଦେହରେ ଚୀନ ମହିଳା,ଦିଲ୍ଲୀରୁ ଗିରଫ

ସନ୍ଦେହରେ ଚୀନ ମହିଳା । ଚୀନ ପାଇଁ ଗୁଇନ୍ଦାଗିରି ଆଶଙ୍କା । ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ । ରାଜଧାନୀରୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ । ଗିରଫ ଚାଇନାର ମହିଳାଙ୍କ ନାମ କାୟ ରୁଓ…

ପାହାଡି ପୋଷାକରେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର କେଦାରନାଥ ଧାମ ଗସ୍ତ କରିଛନ୍ତି । ପବିତ୍ର ଧାମରେ ପହଞ୍ଚି ମୋଦି ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା ସହ ରୁଦ୍ରାଭିଷେକ ମଧ୍ୟ କରିଛନ୍ତି । ତେବେ ଏହି ସମୟରେ…

କଷ୍ଟ ଦେଉଛି ଅଭଡ଼ା ଦର

ପ୍ରତିଟି ଓଡ଼ିଆଙ୍କ ମନରେ, ଆତ୍ମାରେ, ପ୍ରାଣରେ ଜଗନ୍ନାଥ ତଥା ମହାପ୍ରସାଦ ପାଇଁ ରହିଛି ଏକ ସ୍ବତନ୍ତ୍ର ସ୍ଥାନ । କାର୍ତ୍ତିକ ମାସରେ ମହାପ୍ରସାଦ ଟିକେ ମିଳିଗଲେ ଅମାପ ସୁଖ ମିଳେ ବୋଲି ଲୋକେ ବିଶ୍ବାସ କରନ୍ତି। ଯେଉଁଥି ପାଇଁ କାର୍ତ୍ତିକ ମାସରେ…

ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ଦ୍ୱନ୍ଦ୍ୱରେ ଲୋକେ

ଦିନ ପାଖେଇ ଆସିଲେ ବଢୁଛି ଲୋକଙ୍କ ଦ୍ୱନ୍ଦ୍ୱ । କାରଣ କାର୍ତ୍ତିକ ମାସରେ ପଡ଼ୁଛି ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ । ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି ପାଳନ ହେବ? କିଭଳି ପାଳିବେ? ଏନେଇ…

୫ଜିକୁ ଆସିଲା ଅଭିଯୋଗ; ଜାଣନ୍ତୁ ଏହି ରିପୋର୍ଟରେ

ଭାରତରେ ଅକ୍ଟୋବର ରେ ଲଞ୍ଚ ହୋଇଥିଲା ୫ଜି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାକୁ ଲୋକମାନଙ୍କ ପାଇଁ ଲଞ୍ଚ କରିଥିଲେ । ସାମ୍ନାକୁ ଆସିଥିଲା ୫ଜିର ଉପଯୋଗୀତା। ସ୍ପିଡକୁ ନେଇ ଲୋକଙ୍କ ମଧ୍ଯରେ ଦେଖାଯାଇଥିଲା ଉତ୍ସୁକତା। ତେବେ ଏବେ…

ସମୁଦ୍ର ତଟରେ ଶହ ଶହ ମୃତ ତିମି

ସମୁଦ୍ର ତଟରେ ଶହ ଶହ ତିମି। ଯଦି ଆପଣ ଭାବୁଛନ୍ତି ଯେ, ଏମାନେ ସମୁଦ୍ର କୂଳରେ କୌତୁକିଆ ଖେଳ ଖେଳୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏଠି ପଡିଛି ତିମିମାନଙ୍କର ମୃତ ଦେହ। ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ…

ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ…