1 min read
Latest Popular ଆଞ୍ଚଳିକ ଓଡ଼ିଶା ରାଜନୀତି ସହର

ଆନ୍ଧ୍ର କରିବ ଶକ୍ତି ପ୍ରକଳ୍ପ: ବିସ୍ଥାପିତ ହେବେ ଓଡିଶା କୋଟିଆ ପଂଚାୟତର ୧୨ଟି ଗାଁ

କୋରାପୁଟ: ଆନ୍ଧ୍ରର କୁରୁକୁଟି ଓ କାରିଭାଲାସା ପମ୍ପଚାଳିତ ଜଳଭଣ୍ଡାର ଶକ୍ତି ପ୍ରକଳ୍ପ (ପିଏଚ୍‌ଏସ୍‌ପିପି)କୁ ନେଇ ଶଙ୍କା ଓ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ବିଭିନ୍ନ ମହଲରେ ପ୍ରବଳ ବିରୋଧ ସତ୍ତ୍ବେ ଆନ୍ଧ୍ର ସରକାର ପ୍ରକଳ୍ପକୁ ବାସ୍ତବ [more…]

0 min read
Latest Popular

ଆରପାରିରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି

ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ [more…]

1 min read
Latest Popular Trending ଓଡ଼ିଶା ଦେଶ ଖବର ଦେଶ ବିଦେଶ ରାଜନୀତି ଶବ୍ଦ ସ୍ଵତନ୍ତ୍ର

ଭାଇଚାରାର ଗୋଟିଏ ଘଟଣା, ଭିନ୍ନ ଉଦାହରଣ

ବିଜୟ କୁମାର ଜେନା: ଏହି ଦୁଇଟା ଫଟୋ ଗୁଜୁରାଟର। ଉପରଟା ଏବେକାରର ଓ ତଳଟା ୨୦୦୨ ଗୁଜୁରାଟ ଦଙ୍ଗା ସମୟର। ଦୁଇଟା ଫଟୋରେ ଦିଶୁଥିବା ଲୋକ ଦୁଇଜଣ ସମାନ। ତଳ ଫଟୋର ବାମ ପଟେ [more…]

0 min read
Latest Popular

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୟକୁ ନେଇ ଡକ୍ଟର ସୁରେନ୍ଦ୍ର କହଁରଙ୍କ ନୂଆ ବହି

ଦାମନଯୋଡି: କୁନି କୁନି ପିଲାଙ୍କ ପାଇଁ ସରଳ ଭାଷାରେ ଏକାଧିକ ବହି ଲେଖିଥିବା କୋରାପୁଟ ଜିଲ୍ଲା ଦାମନଯୋଡିର ଡକ୍ଟର ସୁରେନ୍ଦ୍ର କହଁର ଏବେ ଲେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ସୁନ୍ଦର ବହି [more…]

1 min read
Latest Popular ଓଡ଼ିଶା ରାଜନୀତି ସହର

ଶାରଳା ସମବାୟ ସୂତା କଳ ଭାଙ୍ଗି ହସ୍ପିଟାଲ ଗଢିବା ଚର୍ଚ୍ଚା ଜୋରସୋର

ଦୀର୍ଘ ୨୩ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗିଲା। ୧୯୯୯ମସିହା ମହାବାତ୍ୟା ରେ ତିର୍ତ୍ତୋଲ ନାଉସୀରା ଠାରେ ଥିବା ଶାରଳା ସମବାୟ ସୂତା କଳ ଭାଙ୍ଗି ଅଚଳ ହୋଇଥିବା ବେଳେ ଏବେ ଏହି ସ୍ଥାନରେ ଅତ୍ୟାଧୁନିକ [more…]

1 min read
Latest Popular ଆଞ୍ଚଳିକ ଓଡ଼ିଶା ସହର

ଥାନାରେ ବିବାହ କଲେ ଫେରାର ଦିଅର ଭାଉଜ

ସୁବର୍ଣ୍ଣପୁର : ନିଜ ସ୍ବାମୀଙ୍କ ଉପସ୍ଥିତିରେ ଜଣେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ନୁହେଁ। ବିବାହ ସମୟରେନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା [more…]

1 min read
Latest Popular Trending ଦେଶ ଖବର ଦେଶ ବିଦେଶ

ମଣିପୁରରେ ଆଦିବାସୀଙ୍କୁ ନ୍ୟାୟ ଦାବି, ଗୁଣୁପୁରରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଶୋଭାଯାତ୍ରା

ଚଳିତ ମାସ 21 07 2023 ତାରିଖ ଦିନ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନରେନ୍ଦ୍ର ମୋଦୀ କଂ [more…]

1 min read
Latest Popular ଆଞ୍ଚଳିକ ଓଡ଼ିଶା ସହର

ଗୁଣୁପୁର ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ପାଳିତ

ରାୟଗଡ: ଗୁଣୁପୁର ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ୨୦୨୩ ରାୟଗଡ଼ା ଜିଲ୍ଲା ଗୁଣୁପୁରୁ ଠାରେ ପାଳିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ [more…]

1 min read
Latest Popular Trending ଦେଶ ଖବର ବିଜ୍ଞାନ

ଜହ୍ନରେ କିଣିବେ ଜାଗା!

ଚନ୍ଦ୍ରଯାନ-୩ ସଫଳତାର ସହ ଲଞ୍ଚ ହୋଇଯାଇଛି। ଏହା ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି କୁହାଯାଉଛି। ଏଥିରେ ଲୋକଙ୍କ ମନରେ ପୁଣି ପ୍ରଶ୍ନ ଉଙ୍କିମାରିଛି, ସତରେ କ’ଣ ଚନ୍ଦ୍ରରେ ଜମି [more…]

1 min read
Latest Popular ଦେଶ ଖବର ଦେଶ ବିଦେଶ ବିଜ୍ଞାନ

ଆକାଶ ମଝିରେ ଚନ୍ଦ୍ରଯାନ–୩,ବିମାନରୁ ଥାଇ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଜୁଲାଇ ୧୪ରେ ଆନ୍ଧ୍ର ପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଇତିହାସ ରଚିଛି । ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ର ସଫଳତାର ସହ ଉତକ୍ଷେପଣରେ ପରେ ସାରା ଦେଶ ଦେଶ ଗର୍ବି ଅନୁଭବ [more…]