Wed. Oct 14th, 2026

ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ ।ଗତ 31 ତାରିଖରୁ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବେଶ୍ ଗୁରୁତର ଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ବେ ତାଙ୍କର ରିକଭରି ହୋଇ ପାରିନଥିଲା । ତେବେ ପୂର୍ବତନ ବାଚସ୍ପତି ମହେଶ୍ବରଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳଯାଇଛି ।

Leave a Reply

Your email address will not be published. Required fields are marked *