Thu. Oct 15th, 2026

Category: Popular

ଦୀପାବଳିର ଶୁଭେଚ୍ଛା ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦୀପାବଳୀ ପାର୍ଟିରେ ଯୋଗ ଦେଲେ ବଲିଉଡ୍‌ର ଏହି ଷ୍ଟାର୍‌

ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏଥିରେ ବଲିଉଡ୍‌ ଅଭିନେତା ଅକ୍ଷୟ…

ଦିଲ୍ଲୀ ପ୍ରଦୂଷଣ,ତୁରନ୍ତ ସମାଧାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବେ ବିଷ ବଳୟ ମଧ୍ୟରେ । ଚାରିଆଡ଼େ ଧୂଆଁ ଧୂଆଁ ପରିସ୍ଥିତି । ଦିଲ୍ଲୀର ବାୟୁ ଗୁଣାବତ୍ତା ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ବେଳେ ଏହି ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ତୁରନ୍ତ ସମାଧାନ କରିବାକୁ…

ବଦଳିବ ପାଣିପାଗ,ବଢିବ ଥଣ୍ଡା

ଆଜିଠୁ ରାଜ୍ୟରେ ବଦଳିବ ପାଗ । କମିବ ତାତି, ବଢିବ ଥଣ୍ଡା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ଫଳରେ ସାରା ରାଜ୍ୟରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ…

ଆନ୍ଧ୍ର କରିବ ଶକ୍ତି ପ୍ରକଳ୍ପ: ବିସ୍ଥାପିତ ହେବେ ଓଡିଶା କୋଟିଆ ପଂଚାୟତର ୧୨ଟି ଗାଁ

କୋରାପୁଟ: ଆନ୍ଧ୍ରର କୁରୁକୁଟି ଓ କାରିଭାଲାସା ପମ୍ପଚାଳିତ ଜଳଭଣ୍ଡାର ଶକ୍ତି ପ୍ରକଳ୍ପ (ପିଏଚ୍‌ଏସ୍‌ପିପି)କୁ ନେଇ ଶଙ୍କା ଓ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ବିଭିନ୍ନ ମହଲରେ ପ୍ରବଳ ବିରୋଧ ସତ୍ତ୍ବେ ଆନ୍ଧ୍ର ସରକାର ପ୍ରକଳ୍ପକୁ ବାସ୍ତବ ରୂପ ଦେବାପାଇଁ ପୂରା ଜୋର ଲଗାଇ…

ଆରପାରିରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି

ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ ।ଗତ 31 ତାରିଖରୁ…

ଭାଇଚାରାର ଗୋଟିଏ ଘଟଣା, ଭିନ୍ନ ଉଦାହରଣ

ବିଜୟ କୁମାର ଜେନା: ଏହି ଦୁଇଟା ଫଟୋ ଗୁଜୁରାଟର। ଉପରଟା ଏବେକାରର ଓ ତଳଟା ୨୦୦୨ ଗୁଜୁରାଟ ଦଙ୍ଗା ସମୟର। ଦୁଇଟା ଫଟୋରେ ଦିଶୁଥିବା ଲୋକ ଦୁଇଜଣ ସମାନ। ତଳ ଫଟୋର ବାମ ପଟେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁତୁବ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିତ୍ୟକୁ ନେଇ ଡକ୍ଟର ସୁରେନ୍ଦ୍ର କହଁରଙ୍କ ନୂଆ ବହି

ଦାମନଯୋଡି: କୁନି କୁନି ପିଲାଙ୍କ ପାଇଁ ସରଳ ଭାଷାରେ ଏକାଧିକ ବହି ଲେଖିଥିବା କୋରାପୁଟ ଜିଲ୍ଲା ଦାମନଯୋଡିର ଡକ୍ଟର ସୁରେନ୍ଦ୍ର କହଁର ଏବେ ଲେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ସୁନ୍ଦର ବହି । ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ…

ଶାରଳା ସମବାୟ ସୂତା କଳ ଭାଙ୍ଗି ହସ୍ପିଟାଲ ଗଢିବା ଚର୍ଚ୍ଚା ଜୋରସୋର

ଦୀର୍ଘ ୨୩ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗିଲା। ୧୯୯୯ମସିହା ମହାବାତ୍ୟା ରେ ତିର୍ତ୍ତୋଲ ନାଉସୀରା ଠାରେ ଥିବା ଶାରଳା ସମବାୟ ସୂତା କଳ ଭାଙ୍ଗି ଅଚଳ ହୋଇଥିବା ବେଳେ ଏବେ ଏହି ସ୍ଥାନରେ ଅତ୍ୟାଧୁନିକ ମେଡିକାଲ କରିବାକୁ ତତ୍ପରତା ପ୍ରକାଶ ପାଇବା…

ଥାନାରେ ବିବାହ କଲେ ଫେରାର ଦିଅର ଭାଉଜ

ସୁବର୍ଣ୍ଣପୁର : ନିଜ ସ୍ବାମୀଙ୍କ ଉପସ୍ଥିତିରେ ଜଣେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ନୁହେଁ। ବିବାହ ସମୟରେନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ସାହାନାଇ ।ନିରାଡମ୍ବର ଭାବରେ ସରିଛି ଏଭଳି…

ମଣିପୁରରେ ଆଦିବାସୀଙ୍କୁ ନ୍ୟାୟ ଦାବି, ଗୁଣୁପୁରରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଶୋଭାଯାତ୍ରା

ଚଳିତ ମାସ 21 07 2023 ତାରିଖ ଦିନ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନରେନ୍ଦ୍ର ମୋଦୀ କଂ କୁସ ପୁତଲା ପୋଡା ଯାଇଛି ଓ…