0 min read
Latest Popular ଆଞ୍ଚଳିକ ଓଡ଼ିଶା ସହର

ପରାଗରେ କ’ଣ କୁହେ ବିଶ୍ୱାସ ଓ ବିଜ୍ଞାନ?

ଦୀପାବଳୀ ଅମାବାସ୍ୟା । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଏ ପିଣ୍ଡଦାନ । ଏହାସହ କାଉଂରିଆ କାଠି ଜାଳି ଟେକାଯାଏ ବଡବଡୁଆ । ଏବମ କାଳୀ ପୂଜା ଓ ଦୀପଦାନ ମଧ୍ୟ କରାଯାଏ । ଏହାର ପରଦିନ [more…]

0 min read
Popular ଦେଶ ଖବର ଦେଶ ବିଦେଶ

ସନ୍ଦେହରେ ଚୀନ ମହିଳା,ଦିଲ୍ଲୀରୁ ଗିରଫ

ସନ୍ଦେହରେ ଚୀନ ମହିଳା । ଚୀନ ପାଇଁ ଗୁଇନ୍ଦାଗିରି ଆଶଙ୍କା । ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ । ରାଜଧାନୀରୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ । ଗିରଫ [more…]

0 min read
Popular ଦେଶ ଖବର ଦେଶ ବିଦେଶ

ପାହାଡି ପୋଷାକରେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର କେଦାରନାଥ ଧାମ ଗସ୍ତ କରିଛନ୍ତି । ପବିତ୍ର ଧାମରେ ପହଞ୍ଚି ମୋଦି ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା ସହ ରୁଦ୍ରାଭିଷେକ ମଧ୍ୟ [more…]

0 min read
Latest Popular ଆଞ୍ଚଳିକ ଓଡ଼ିଶା ସହର

କଷ୍ଟ ଦେଉଛି ଅଭଡ଼ା ଦର

ପ୍ରତିଟି ଓଡ଼ିଆଙ୍କ ମନରେ, ଆତ୍ମାରେ, ପ୍ରାଣରେ ଜଗନ୍ନାଥ ତଥା ମହାପ୍ରସାଦ ପାଇଁ ରହିଛି ଏକ ସ୍ବତନ୍ତ୍ର ସ୍ଥାନ । କାର୍ତ୍ତିକ ମାସରେ ମହାପ୍ରସାଦ ଟିକେ ମିଳିଗଲେ ଅମାପ ସୁଖ ମିଳେ ବୋଲି ଲୋକେ ବିଶ୍ବାସ [more…]

1 min read
Latest Popular ଆଞ୍ଚଳିକ ଓଡ଼ିଶା ସହର

ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ଦ୍ୱନ୍ଦ୍ୱରେ ଲୋକେ

ଦିନ ପାଖେଇ ଆସିଲେ ବଢୁଛି ଲୋକଙ୍କ ଦ୍ୱନ୍ଦ୍ୱ । କାରଣ କାର୍ତ୍ତିକ ମାସରେ ପଡ଼ୁଛି ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ । ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି [more…]

1 min read
Latest Popular

୫ଜିକୁ ଆସିଲା ଅଭିଯୋଗ; ଜାଣନ୍ତୁ ଏହି ରିପୋର୍ଟରେ

ଭାରତରେ ଅକ୍ଟୋବର ରେ ଲଞ୍ଚ ହୋଇଥିଲା ୫ଜି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାକୁ ଲୋକମାନଙ୍କ ପାଇଁ ଲଞ୍ଚ କରିଥିଲେ । ସାମ୍ନାକୁ ଆସିଥିଲା ୫ଜିର ଉପଯୋଗୀତା। ସ୍ପିଡକୁ ନେଇ ଲୋକଙ୍କ [more…]

1 min read
Latest Popular ଦେଶ ଖବର ଦେଶ ବିଦେଶ ସହର

ସମୁଦ୍ର ତଟରେ ଶହ ଶହ ମୃତ ତିମି

ସମୁଦ୍ର ତଟରେ ଶହ ଶହ ତିମି। ଯଦି ଆପଣ ଭାବୁଛନ୍ତି ଯେ, ଏମାନେ ସମୁଦ୍ର କୂଳରେ କୌତୁକିଆ ଖେଳ ଖେଳୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏଠି ପଡିଛି ତିମିମାନଙ୍କର ମୃତ ଦେହ। ନ୍ୟୁଜିଲାଣ୍ଡର [more…]

1 min read
Latest Popular Trending ଆଞ୍ଚଳିକ ବ୍ୟକ୍ତିତ୍ଵ ସହର

ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର [more…]

1 min read
Latest Popular ନିରବ ନୀଡ଼ ମିଠାକଥା

ଦେବୀ “ଶରତ ପଠେଇ ସାରିଲାଣି ଶ୍ରଦ୍ଧାର ସାଦର ନିମନ୍ତ୍ରଣ”

କବି ରବି ଶତପଥୀ ତୁମେ ଆସୁଛ ବୋଲିକାଶତଣ୍ଡି ସରାଗରେସଜେଇ ଦେଲାଣି ତୋରଣ,ଶରତ ପଠେଇ ସାରିଲାଣିଶ୍ରଦ୍ଧାର ସାଦର ନିମନ୍ତ୍ରଣ।ଅବୁଝା ଅମାନିଆ ପବନଦେହସାରା ବୋଳି ସାରିଲାଣିଚୁଆ ଚନ୍ଦନର ବାସ୍ନା, ତୁମ ବାଟବରଣ ପାଇଁକେତେବେଳୁ ସଜେଇ ହେଲେଣିଫୁଲେଇ ଫୁଲ [more…]

0 min read
Latest Popular Trending ଓଡ଼ିଶା

ଅଳ୍ପ ବଜେଟରେ ଇଲେକ୍ଟ୍ରିକ ସ୍କୁଟର

ବଜାରକୁ ଆସିଗଲା ଦୁଇ ଚକିଆ ଇଲେକ୍ଟ୍ରିକ ସ୍କୁଟର । ଅଳ୍ପ ବଜେଟରେ ଲମ୍ବା ମାଇଲ ଯିବା ଭଳି ଏହି ସ୍କୁଟରରେ ରହିଛି ଅନେକ ଫିଚର୍ସ । ସ୍କୁଟରର ନାମ ରହିଛି କବୀର ମୋବିଲିଟି ଇଲୋକ୍ଟ୍ରିକ୍ [more…]