Sun. Nov 29th, 2026

Category: Latest

ସଫ୍ଟଓ୍ବେୟର କମ୍ପାନୀ BCRYPTର ଇଣ୍ଡିଆ ୱେବ ୩.୦ ରୋଡ ଶୋ

ନୂଆଦିଲ୍ଲୀରେ ସଫ୍ଟଓ୍ବେୟର କମ୍ପାନୀ ବି କ୍ରିପ୍ଟ BCRYPT ତରଫରୁ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆ ୱେବ ୩.୦ ରୋଡ ଶୋ । ୱେବ 3.0,NFTs, ବ୍ଲକ ଚେନ Block chain, କ୍ରିପ୍ଟୋ crypto,Metaverse ମେଟାଭର୍ସ ଭଳି ବିଷୟକୁ ନେଇ ଏଥିରେ ସାମିଲ ହୋଇଥିଲେ…

ବର୍ଣ୍ଣବୋଧ ପାଠଶାଳା ପିଲାଏ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର ସୋମନାଥ ବସ୍ତି ଓ ଜଗନ୍ନାଥ ବସ୍ତିରେ ବର୍ଣ୍ଣବୋଧ ପାଠଶାଳାରେ ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରାଯାଇଛି । ସାହିତ୍ୟ ଚର୍ଚ୍ଚାର ସଂପାଦକ ତଥା ଲେଖକ ନୀହାର ଶତପଥୀ , ସମାଜସେବୀ ତଥା କବି ପ୍ରତ୍ୟୁଷ ଭଞ୍ଜ…

କାୟାକଳ୍ପ ତରଫରୁ ବିଜ୍ଞାନ କୁଇଜ କାର୍ଯ୍ୟକ୍ରମ

ବିଜ୍ଞାନ,ଦର୍ଶନ ଓ ସାହିତ୍ୟର ଅନୁଷ୍ଠାନ କାୟାକଳ୍ପ ତରଫରୁ ବିଜ୍ଞାନ କୁଇଜ କାର୍ଯ୍ୟକ୍ରମ ଚୌଦ୍ବାର ସ୍ଥିତ ଓଟିଏମ ହାଇସ୍କୁଲରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ସ୍ଥିତ ମ୍ୟୁନିସିପାଲ ସରକାରୀ ବିଦ୍ୟାଳୟ,କଳିଙ୍ଗ ବିଦ୍ୟାପୀଠ,ଓଟିଏମ ହାଇସ୍କୁଲ,ଟାଙ୍ଗୀ ବିଦ୍ୟାପୀଠର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ…

ପନିର ଖାଉଥିଲେ ନଜର ପକାନ୍ତୁ ଏହି ରିପୋର୍ଟ …

ସାଧାରଣତଃ ଭେଜିଟେରିଆନ ଲୋକମାନଙ୍କୁ ଖାଇବା କଥା ପଚାରିଲେ ସେମାନେ ପନିର କଥା ଆଗ କହିଥାନ୍ତି। ଆମ ଦୈନନ୍ଦିନ ଖାଦ୍ଯରେ ଏହା ସଭିଙ୍କ ପସନ୍ଦ ର ଖାଦ୍ଯ। ଏଥିରେ ଫାଇବର, ପ୍ରୋଟିନ୍, ଫସଫରସ୍, କ୍ୟାଲସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭଳି ଜିନିଷ ଥାଏ ।…

୫ଜିକୁ ଆସିଲା ଅଭିଯୋଗ; ଜାଣନ୍ତୁ ଏହି ରିପୋର୍ଟରେ

ଭାରତରେ ଅକ୍ଟୋବର ରେ ଲଞ୍ଚ ହୋଇଥିଲା ୫ଜି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାକୁ ଲୋକମାନଙ୍କ ପାଇଁ ଲଞ୍ଚ କରିଥିଲେ । ସାମ୍ନାକୁ ଆସିଥିଲା ୫ଜିର ଉପଯୋଗୀତା। ସ୍ପିଡକୁ ନେଇ ଲୋକଙ୍କ ମଧ୍ଯରେ ଦେଖାଯାଇଥିଲା ଉତ୍ସୁକତା। ତେବେ ଏବେ…

ଘରେ ବସି କରନ୍ତୁ ଆଧାର ଅପଡେଟ୍

ଭାରତୀୟଙ୍କ ପରିଚୟ କହିଲେ ସାଧାରଣତଃ ଆଧାର କାର୍ଡ ଆମ ଭାରତୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ପତ୍ର । ଏଥିରେ ଏକ ୟୁନିକ୍ ନମ୍ବର ରହିଛି । ଯାହାଦ୍ୱାରା ଆମେ ସରକାରଙ୍କ ଦ୍ୱାରା ଜନହିତକର ଯୋଜନାର ଫାଇଦା ନେଇପାରିବା । ତେବେ ବିଭିନ୍ନ…

ସମୁଦ୍ର ତଟରେ ଶହ ଶହ ମୃତ ତିମି

ସମୁଦ୍ର ତଟରେ ଶହ ଶହ ତିମି। ଯଦି ଆପଣ ଭାବୁଛନ୍ତି ଯେ, ଏମାନେ ସମୁଦ୍ର କୂଳରେ କୌତୁକିଆ ଖେଳ ଖେଳୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏଠି ପଡିଛି ତିମିମାନଙ୍କର ମୃତ ଦେହ। ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ…

ଭାରତୀୟ କଫସିରଫରେ ବିଷ: ହୁ

ବିଷ ପାଲଟିଛି କଫ୍ ସିରଫ। ନେଉଛି ଛୋଟପିଲାଙ୍କ ଜୀବନ। ଆଫ୍ରିକୀୟ ଦେଶ ଗାମ୍ବିଆରେ ଅନେକ ପିଲାଙ୍କ ମୃତ୍ୟୁ ଏବଂ କିଡନୀ ସହ ଜଡ଼ିତ ସମସ୍ୟା ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତରେ ତିଆରି ହୋଇଥିବା ୪ କଫ୍…

ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ…

ପ୍ରକାଶ ପାଇଲା ଓଏଏସ୍ ଫଳ; ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦-୨୧ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ତେଜସ୍ୱିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୪୪ ଜଣ ପୁଅ କୃତକାର୍ଯ୍ୟ…