Mon. Nov 30th, 2026

Category: Latest

ସୁଆଣ୍ଡୋରେ ଉନ୍ନୟନ କାମ ବୁଲି ଦେଖିଲେ ଫାଇଭ ଟି ସଚିବ

ଶବ୍ଦ ଓଡିଶା ବ୍ୟୁରୋ: ନୂଆ ରୂପ ପାଉଛି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ । ପୁରୀ ଜିଲ୍ଲା ସୁଆଣ୍ଡୋରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଜନ୍ମପୀଠକୁ ପୁନଃବିକଶିତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋ…

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମେତ ଆଜି କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର ୧୧।୦୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳ ୯ଟା ୧୦ରେ ଶ୍ରୀଲିଙ୍ଗରାଜ ମନ୍ଦିର ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଜଳାଭିଷେକ…

ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ, ଜାଣନ୍ତୁ କେବେ?

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୫ତାରିଖରୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ବିମାନ ସେବାର ଶୁଭାରମ୍ଭ କରିବେ । ମାର୍ଚ୍ଚ ୫ତାରିଖ ସନ୍ଧ୍ୟା ୬ଟା ୫ମିନିଟରେ ଭୁବନେଶ୍ୱର…

ଭାରତରେ ୫୯ ଲକ୍ଷ ଟନ୍ ଲିଥିୟମ୍ ଭଣ୍ଡାର

ଲିଥିୟମ ପାଇଁ ଏବେ ଆଉ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବନି । କାରଣ ଭାରତରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ମିଳିଛି ୫୯ ଲକ୍ଷ ଟନ୍ ଲିଥିୟମ୍ ଭଣ୍ଡାର । ଲିଥିୟମ୍ ହେଉଛି ଏକ ଅଣ-ଲୌହ ଧାତୁ…

ଦିଲ୍ଲୀ ମହରୋଲିରେ ଜବରଦଖଲ ଉଚ୍ଛେଦ,ଡିଡିଏ ଭାଙ୍ଗିଲା ଲୋକଙ୍କ ଘର

ଦିଲ୍ଲୀ:ଦିଲ୍ଲୀ ସ୍ଥିତ ମହରୋଲି ଅଞ୍ଚଳରେ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ଜବରଦଖଲକାରୀ ଉଚ୍ଛେଦ କରିବା ସହିତ ସସସ୍ତ୍ର ପୋଲିସ ବାହିନୀ ସହ ପହଞ୍ଚି କେତେକ ଫ୍ଲାଟକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଛି।ଏଭଳି ପରିସ୍ଥିରେ ସେଠାରେ ପହଞ୍ଚିଛନ୍ତି ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ…

ରାୟଗଡାରେ ଫାଇଲେରିଆ ନିରାକରଣ ନିମନ୍ତେ ଏମଡିଏ କାର୍ଯ୍ୟକ୍ରମ

ରାୟଗଡ: ରାୟଗଡ଼ା ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜେମାଦେଇପେଣ୍ଠ ଆନୁକୁଲ୍ୟରେ କନ୍ଧ ମାଲିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଭବ୍ୟ ବର୍ଣ୍ଣାଢ଼୍ୟ ଉତ୍ସବରେ ଏମଡିଏ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ କର କମଳରେ…

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର,୧୦ା୨: ଶୁକ୍ରବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୂହ…

ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ୱାଣିଙ୍କ ବିବାହ ସମ୍ପନ୍ନ

ଶବ୍ଦମିଡ଼ିଆ ବ୍ୟୁରୋ:ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡ଼ୱାଣି ବିବାହ ପରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ବଲିଉଡରେ ଦୁଇ ଜଣଙ୍କ ସଫଳ କ୍ୟାରିଅର ଗଢିବା ପରେ। ଉଭୟ ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଇଛନ୍ତି। ଦୁହେଁ ରାଜସ୍ଥାନର ଯେସଲମେର ଠାରେ ଦୁଇ…

୨୦ ଫୁଟ ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ କାରରେ ଥିବା ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ନବରଙ୍ଗପୁର ପ୍ରାୟ ୨୦ ଫୁଟ ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ କାର ରେ ଥିବା ଯାତ୍ରୀ ! ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଠାରୁ ଡାବୁଗାଁ ରାସ୍ତାର ପଣ୍ଡିତଗୁଡା ଓ ଚରାମୂଳ ଗାଁ ନିକଟରେ ଥିବା…

ତୁର୍କୀ ଓ ସିରିଆରେ ସେଦିନ କିପରି ଆସିଥିଲା ଭୂକମ୍ପ,ଜାଣନ୍ତୁ ତୁର୍କୀର ଭୂକମ୍ପ ଏହାର ଇତିହାସ ସମ୍ପର୍କରେ

ଶବ୍ଦମିଡ଼ିଆ ବ୍ୟୁରୋ:ସେଦିନ ତାରିଖ ଥିଲା ୬ ଫ୍ରେବ୍ରୁଆରୀ ୨୦୨୩ ସ୍ଥାନ ଥିଲା ତୁର୍କୀ ଏବଂ ସିରିଆ ସମୟ ଥିଲା ୪:୧୫ ମିନିଟ । କିନ୍ତୁ ସେଦିନ ତୁର୍କୀ ଓ ସିରିଆର ଲୋକ କଣ ବା ଜାଣିଥିଲେ। ଏହି ଦିନଟି ତାଙ୍କ ପାଇଁ…