1 min read
Latest ଓଡ଼ିଶା

ରଥ ଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଅଞ୍ଚଳିକ ପରିବହନ ଅଫିସରେ ସମ୍ମନ୍ୱୟ ବୈଠକ

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଇତି ମଧ୍ୟରେ ଏକ ସମ୍ମନ୍ୱୟ ବୈଠକ ଅଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି l ୨୦୨୩ର ପୁରୀ ରଥ ଯାତ୍ରା ଉତ୍ସବ କିପରି [more…]

1 min read
Latest ଆଞ୍ଚଳିକ ଓଡ଼ିଶା ରାଜନୀତି ସହର

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର [more…]

1 min read
Exclusive Latest Popular Trending ଆଞ୍ଚଳିକ ଓଡ଼ିଶା ମୋ ଗାଁ ରାଜନୀତି ଶବ୍ଦ ସ୍ଵତନ୍ତ୍ର

ଦେଶ ବିଦେଶକୁ ଗଲା,ସ୍ୱତନ୍ତ୍ର କୋଟିଆ ନାଁରେ ମୁଦ୍ରିତ ଶତାଧିକ ଲଫାପା

କୋରାପୁଟ ; କୋଟିଆ ଆମର । କେବଳ ଓଡିଶା ମାଟିର । କୋଟିଆ ଓଡ଼ିଶାର,ଏ ପରିଚୟକୁ ଅଧିକ ସୁଦୃଢ କରିବାକୁ କୋଟିଆରେ ପୁଣି ଏକ ନୂଆ ପଦକ୍ଷେପ ନେଲେ ଇଫିଏ ସଂସ୍ଥା (ଇଷ୍ଟର୍ନ ଇଣ୍ଡିଆ [more…]

0 min read
Latest ଓଡ଼ିଶା ଜୀବନ ସଂସ୍କୃତି ରାଜନୀତି

ଖୁବଶୀଘ୍ର ଆହାର ୨.୨!

ଖୁବଶୀଘ୍ର ଆହାର ୨.୨ କରିବାକୁ ଯୋଜନା କରୁଛନ୍ତି ସରକାର । ଏଣିକି ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା [more…]

1 min read
Latest Popular ଓଡ଼ିଶା ଜୀବନ ସଂସ୍କୃତି

ମହିଳାଙ୍କ ପାଇଁ ସ୍ଵତନ୍ତ୍ର ପାଣ୍ଠି

ମିଶନ ଶକ୍ତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସୂଚନା‌। ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ [more…]

0 min read
Latest ଦେଶ ଖବର ଦେଶ ବିଦେଶ ଶବ୍ଦ ସ୍ଵତନ୍ତ୍ର ସହର

ଗୋଲାପୀ ନୋଟକୁ ନେଇ ହଟହଟା, ଥାନାରେ ଏଫଆଇଆର ରୁଜୁ

ଗୋଲାପୀ ୨ ହଜାର ନୋଟକୁ ନେଇ ବିବାଦ ବର୍ତ୍ତମାନ କୋର୍ଟରେ ପହଞ୍ଚିବା ଆରମ୍ଭ କରିଛି। ଯେଉଁ ବ୍ୟକ୍ତି ତାଙ୍କ ପକେଟରେ ଏହି ଗୋଲାପୀ ନୋଟ ରଖିଥିଲେ ସେ ଯାହା ଚାହିଁ ପାରିବେ କିଣି ପାରିବେ, [more…]

0 min read
Latest ଜୀବନ ସଂସ୍କୃତି ଦେଶ ଖବର ଦେଶ ବିଦେଶ ଶବ୍ଦ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ

ଏଚଏଲଏଲ କମ୍ପାନୀ ଦ୍ୱାରା ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍

ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍। ଏଚଏଲଏଲ କମ୍ପାନୀ ଏହି ମେସିନ୍ ଦେଇଥିବା ସୂଚନା ରହିଛି। ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଏମ୍ ଶ୍ରୀନିବାସଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା। [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ଆସନ୍ତା ଜୁନରେ ହୋଇପାରେ ନିଅଣ୍ଟିଆ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଜୁନ୍ ମାସରେ ହୋଇପାରେ ନିଅଣ୍ଟିଆ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ନେଇ ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସାମଗ୍ରିକ ଭାବେ ମୌସୁମୀ ରୁତୁରେ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ରାତି ଅଧରେ କାଳବୈଶାଖୀର ତାଣ୍ଡବ: ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ, ବଜ୍ରପାତ

ଶବ୍ଦ ଓଡିଶା ବ୍ୟୁରୋ: ରାତି ଅଧରେ କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗଙ୍କୁ ବଜ୍ରପାତ ଲୋକଙ୍କ ନିଦ ହଜାଇ ଦେଇଥିଲା । କାଳବୈଶାଖୀ ପାଇଁ ରାତିରେ ବିଦ୍ୟୁତ ସେବା ବାଧାପ୍ରାପ୍ତ [more…]

0 min read
Latest ଦେଶ ଖବର ଦେଶ ବିଦେଶ

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀରେ ଆଜି ବସିବ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି [more…]