Wed. Oct 14th, 2026

ମିଶନ ଶକ୍ତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସୂଚନା‌। ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି-ସିଏମଆରଏଫ ଢାଞ୍ଚାରେ ଗଠନ ହେବ ଏହି ଫଣ୍ଡ। ଏନେଇ ସୂଚନା ଦେଇଛନ୍ତି ସୁଜାତା କାର୍ତ୍ତିକେୟନ। କୌଣସି ମହିଳା ରୋଗାଗ୍ରସ୍ତ, ଦୁର୍ଘଟଣାର ଶିକାର କିମ୍ବା ମୃତ୍ୟୁ ହେଲେ, ଏହି ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯିବ। ତେବେ ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବାର ରହିଛି ସୂଚନା।

Leave a Reply

Your email address will not be published. Required fields are marked *