Sun. Oct 18th, 2026

Category: Latest

ପୁଣି ଥରେ କାନ୍ଥ ଭାଙ୍ଗିବ, ରାସ୍ତା ରେ ମୁଖ୍ୟ ପରବ କୁ ନେଇ ଅସନ୍ତୋଷ

କୋରାପୁଟ ତା ୧/୧୧ ପରବ ଏକ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପ୍ରସିଦ୍ଧି ଲାଭ କରିଛି। ଏହାଦ୍ବାରା କୋରାପୁଟ ଜିଲ୍ଲାର ସାଂସ୍କୃତିକ ଓ ପର୍ଯ୍ୟଟନ ର ବିକାଶ ହୋଇପାରୁଛି।ପରବ ଏକ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ। ଏହା ୧୯୯୫ରୁ ଆରମ୍ଭ ହୋଇଥିଲା ପ୍ରଥମ କୋରାପୁଟ…

ଇଡିରେ ହାଜର ହେବେ କେଜ୍ରିୱାଲ, ତା’ ପୂର୍ବରୁ ମାଗିଲେ ଅଧିକ ସମୟ

ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଗତ ୩୦ ତାରିଖରେ ସମନ୍ ଜାରି କରିଥିଲା ED।। ତେବେ ହାଜର ହେବା ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

ଜାମ୍ମୁ କାଶ୍ମୀର ପୋଲିସର ମହା ନିର୍ଦ୍ଦେଶକ ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ

ଜାମ୍ମୁ କାଶ୍ମୀର ପୋଲିସର ମହା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ ସ୍ବାଇଁ । ଦିଲବାଗ ସିଂଙ୍କ ସ୍ଥାନରେ ଶ୍ରୀ ସ୍ବାଇଁ ଡିଜିପି ଭାବେ ଦାୟିତ୍ବ ନେଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟାଳୟରେ ଆୟୋଜିତ…

ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୪୨ ମୃତ

ଇସ୍ରାଏଲ ଯୁଦ୍ଧ ଯେତିକି ଆଗେଇ ଚାଲୁଛି, ସେତିକି ଭୟାନକ ଚିତ୍ର ଓ ଖବର ସାମନାକୁ ଆସୁଛି। ଯୁଦ୍ଧର କଳାବାଦଲରେ ଶେଷ ହୋଇଯାଇଛି ଗୋଟିଏ ପରିବାରର ତିନି ପିଢି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନା ଘନଘନ ବୋମା ମାଡରେ ଗୋଟିଏ ପରିବାରର ୪୨…

ଭୋଟର ତାଲିକା ସଂଶୋଧନ ଅବସରରେ ପଥ ଉତ୍ସବ ଅନୁଷ୍ଠିତ

ପୁରୀ ୨୮/୧୦ ମତଦାତାଙ୍କ ମତଦାନ ଗଣତନ୍ତ୍ର କୁ ସୁଦୃଢ କରିଥାଏ । ତେଣୁ ପ୍ରତ୍ୟେକ ସାବାଳକ ଭୋଟର ତାଲିକାରେ ନିଜ ନାମ କୁ ଅନ୍ତର୍ଭୁକ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ ମୁକ୍ତାକାଶ…

ଆଦିବାସୀଙ୍କ ନିଆରା ପର୍ବ ଅଶିଣ ଯାତ୍ରା,ଗାଁରେ ନିଶାକୁ ନା

ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳରେ ନିଆରା ପରମ୍ପରାର ଅଶିଣ ପର୍ବ । ଏହାକୁ ମହା ଆଡମ୍ବରରେ ଗ୍ରାମ୍ୟ ଦେବି କୁରେଇଶୁଣୀ ମନ୍ଦିର ରେ ସମ୍ପୁର୍ଣ୍ଣ ରୀତି ନୀତିରେ ପୂଜାର୍ଚ୍ଚନା କରାଯାଏ ହେଲେ ଏଠି କୌଣସି ଝିଲମିଲ ଆଲୁଅ ରେ ସାଜ ସଜା…

କୁମାର ପୂର୍ଣ୍ଣିମା ପାଳନ ପଛରେ ଅନେକ କଥା

କୁଆଁର ପୁନେଇ ଜ‌ହ୍ନ ଗୋ ଫୁଲ ବଉଳ ବେଣୀ, କୁଆଁରୀ ଝିଅଙ୍କ ଅପୂର୍ବ ଆନ‌ନ୍ଦ ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ ବେଣୀ… ଭିନ୍ନ ଏକ କାହାଣୀମତେ ଏକଦା ଆଶ୍ୱିନ ପୂର୍ଣ୍ଣିମା ଦିନ କୃଷ୍ଣ, ରୁକ୍ମଣୀ ଓ ସତ୍ୟଭାମା ରାତିରେ…

?? ଗଜଲକ୍ଷ୍ମୀ ପୂଜା,କିଛି କଥା ??

⚫❗⚫?? ଗଜଲକ୍ଷ୍ମୀ ??ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରତିବର୍ଷ କୁମାର ପୂର୍ଣ୍ଣମୀଠାରୁ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୁଏ। ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହି ରୂପ ଗୋଟିଏ। ଏଥିରେ ତାଙ୍କର ଦୁଇ ପାଶ୍ୱର୍ରେ ଦୁଇଟି ଗଜ ବା ହାତୀ ରହି କଳସରେ…

ଆର. କେ. ନଗର, ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ର ଶୁଭ ଖୁଣ୍ଟି ସ୍ଥାପନ

ରାୟଗଡା, ଆର. କେ. ନଗର, ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ସମସ୍ତ କମିଟି ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର,ତା.୧୮/୧୦: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଦୀର୍ଘ ବର୍ଷ ଧରି ବାରମ୍ବାର ଦାବି କରାଯାଉଛି । କିଏ କହୁଛି ଲୁଟ୍ ହୋଇଛି ତ ଆଉ କିଏ କହୁଛି ଚାବି ହଜିଯାଇଛି । ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ…