Thu. Oct 15th, 2026

Category: ମୋ ଗାଁ

ଯୁବପିଢିଙ୍କ ଚାକିରି ଆଶାରେ ବାଧକ ଖୋଦ୍ ସରକାର; ବୟସ ୮୬ ବର୍ଷ ହେଲେ ବି ଅବସର ନେଇନାହାନ୍ତି ବରିଷ୍ଠ କର୍ମଚାରୀ

ଚାକିରି ଖଣ୍ଡେ ପାଇବା ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟି ଗଲାଣି। କେତେବେଳେ ସରକାରୀ ସ୍ତରରେ ଭଲ ପୋଷ୍ଟ ଖାଲି ହେବ ଓ ସେମାନେ ଆବେଦନ କରିପାରିବେ ସମ ନେଇ କଠିନ ପରିଶ୍ରମ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ନିଘା ବୋଧ ହୁଏ…

ବାଡି ଧରି ବିଦ୍ୟାଳୟ ଯାଉଛନ୍ତି ଦିବ୍ୟାଙ୍ଗ ମୋହନ ,ମିଳୁନି ସହାୟତା

ରିପୋର୍ଟ – ନିର୍ମଳ ବିଷୋୟୀ ନବରଙ୍ଗପୁର : ଦୁର୍ଗମ ଇଲାକାର ଜଣେ ଭିନ୍ନକ୍ଷମଙ୍କ ଦୁଃଖ କାହାଣୀ । ଭିନ୍ନକ୍ଷମଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ସହାୟତା । ଆଧାର କାର୍ଡ ଥାଇ ମଧ୍ୟ୍ୟ ମିଳୁନି ମାସିକ ଭତ୍ତା। ଭିନ୍ନକ୍ଷମ ପୁଅ ସେବାରେ…

ସମ୍ବାଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚାରା ରୋପଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମରେ ରହିଥିବା ଜିଲ୍ଲାକୃଷି କାର୍ଯ୍ୟଳୟ, ବ୍ଲକ କୃଷି କାର୍ଯ୍ୟଳୟ ଓ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ଠାରେ ସମ୍ବାଦ ଓ ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାପଡାହାଣ୍ଡି…

ଆନ୍ତର୍ଜାତୀୟ ସଙ୍ଗୀତ ଦିବସ: ଓଡ଼ିଶୀ ସଙ୍ଗୀତର ଭବିଷ୍ୟତକୁ ନେଇ ଚିନ୍ତା

ଓଡ଼ିଆ କଳା, ସାହିତ୍ୟ ସଂସ୍କୃତି ତଥା ଓଡ଼ିଶୀ ସଙ୍ଗୀତକୁ ନେଇ ଆମେ ଗର୍ବ କରୁ। ଦେଶ ବିଦେଶରେ ଛାତିକୁ ଚଉଡ଼ା କରି କହୁ ଆମ ଓଡ଼ିଆ ବୋଲି । ହେଲେ ବାସ୍ତବରେ ଓଡ଼ିଶୀ ସଙ୍ଗୀତକୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ବର୍ତ୍ତମାନର…

ଯୋଗ ପାଇଁ ଗାଁର ନାଁ

ଯୋଗଦେଇଛି ଗାଁକୁ ପଚିଚୟ । ପ୍ରତ୍ୟେକ ବ୍ୟକ୍ତି ସ୍ୱତଃ ଆସି ଏଠାରେ କରନ୍ତି ଯୋଗ । ଛତିଶଗଡର କବର୍ଦ୍ଧା ଜିଲ୍ଲାର ଦଲପୁରୱା ଗାଁରେ ନିୟମିତ ଭାବେ ସାମୂହିକ ଯୋଗ ହେଉଛି । ପ୍ରତ୍ୟେକ ବ୍ୟକ୍ତି ଏଠାରେ ଯୋଗକରିଥାନ୍ତି । ୨୦୧୪ ମସିହାରୁ…

ମହାପ୍ରଭୁଙ୍କ ଜ୍ଵର କମାଏ ଫୁଲୁରୀ ତେଲ

ମହାବାହୁଙ୍କ ମାନବୀୟ ଲୀଳାରେ ସବୁ ଅସମ୍ଭବ ସମ୍ଭବ ହୋଇଥାଏ। ସାଧାରଣ ମଣିଷକୁ ଜର ହେଲେ ଯେମିତି ଡାକ୍ତର ଙ୍କ ଦ୍ଵାରା ଚିକିତ୍ସିତ ହୋଇଥାଏ, ଠିକ୍ ସେମିତି ମହାବାହୁ ଙ୍କୁ ଜ୍ଵର ହେଲେ ବୈଦ୍ୟଙ୍କ ଜଡ଼ିବୁଟି ରେ ଚିକିତ୍ସିତ ହୁଅନ୍ତି । ଅନବସର…

ବସ୍ତିରେ ବର୍ଣ୍ଣବୋଧ ସାଙ୍ଗକୁ ରଜ ଆସର

ଓଡ଼ିଶାର ପୁରପଲ୍ଲୀରେ ରଜ ପର୍ବ ବଡ଼ ଧୁମଧାମ୍ ରେ ପାଳନ କରାଯାଉଥିବା ବେଳେ ଏଥିରୁ ବାଦ ପଡିନି ନିଳାଦ୍ରୀବିହାର ସ୍ଥିତ ହରେକୃଷ୍ଣ ବସ୍ତିର ସରକାରୀ ଉଚ୍ଚ ବିଦ୍ଯାଳୟ। ସ୍କୁଲର ‘ବର୍ଣ୍ଣୋବୋଧ ପାଠଶାଳା’ ର ୧୨୦ ଜଣ କୁନି କୁନି ପିଲାଙ୍କୁ ନେଇ…

ଅଣସରରେ ଅଲାରନାଥଙ୍କ ସାନିଧ୍ୟ

ମହାପ୍ରଭୁଙ୍କ ସ୍ନାନଯାତ୍ରା ପରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଗୁପ୍ତନିତି ଅଣସର ନୀତି । ଏଥିରେ ଭକ୍ତ ଭଗବାନଙ୍କୁ ସ୍ଵଚକ୍ଷୁ ରେ ଦେଖିପାରେନି। ୧୫ଦିନ ଚାଲେ ମହାପ୍ରଭୁଙ୍କ ଅନବସର ବା ଅଣସର ନୀତି। ସ୍ନାନ ପୂର୍ଣ୍ଣିମା ରେ ଅତ୍ୟଧିକ ଗାଧୋଇବା ହେତୁ ମହାବାହୁ…

ଆଜିବି ଲିଭିନି ରଜ ପର୍ବ ଓ ରଜଦୋଳିର ମଜା

ଆଦ୍ୟ ଆଷାଢ଼ର ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରୀ ଜୀବନଚର୍ଯ୍ୟାରେ ପାଳିତ ହୁଏ ରଜପର୍ବ। ଗାଁ ପରିବେଶରେ ରଜ ଏକ ଉତ୍ସବ ନୁହେଁ ଏକ ସଂସ୍କୃତି। ସହରରେ ରଜ ଟିକେ ନିଆରା, କିଛି କୃତ୍ରିମ। ହେଲେ କେଉଁଠି ବି ହଜିନି…

କିଲିମିଞ୍ଜାରୋ ଶିଖରରେ ଓଡ଼ିଆ ପୁଅ ଚିନ୍ମୟ; ହାତରେ ଥିଲା ଜଗନ୍ନାଥଙ୍କ ପଟ୍ଟଚିତ୍ର

ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ଚିନ୍ମୟ ମହାରଣା। ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲିମିଞ୍ଜାରୋ ପର୍ବତରେ ଚଢି ତ୍ରିରଙ୍ଗା ପତାକାକୁ ଉଡେଇଛନ୍ତି। ସବୁଠୁ ବଡ଼ କଥା ହେଲା ନିଜ ହାତ ତିଆରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପଟ୍ଟଚିିତ୍ରକୁ ଆଫ୍ରିକା ଦେଶରେ ସ୍ଥାନିତ…