Wed. Oct 14th, 2026

Month: June 2022

କ’ଣ କୁହେ ମହାପ୍ରଭୁଙ୍କ ଟାହିଆ

ଘଣ୍ଟ, ଘଣ୍ଟା, ମୃଦଙ୍ଗ ସାଙ୍ଗକୁ ହରିବୋଲ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଥିବ ବଡଦାଣ୍ଡ । ହଲି ଝୁଲି, ଟାହିଆ ହଲେଇ ରତ୍ନବେଦୀରୁ ରଥ ଅଭିମୁଖେ ମହାପ୍ରଭୁ । କୋଟି କୋଟି ଆଖି ଅନାଇ ବସିଥିବ ଚକାଆଖିକୁ । ଦୂରରୁ ଜନସମୁଦ୍ର ମଧ୍ୟରେ…

ବଢିବ ଏସିର ଦାମ

ଜୁଲାଇରୁ ବଦଳିବ ଏସିର ଏନର୍ଜି ରେଟିଂ। ଏସି ପାଇଁ ଦିଆଯାଉଥିବା ଷ୍ଟାର ରେଟିଂ ଆଉ ଗୋଟିଏ ସ୍ତରକୁ ବୃଦ୍ଧି ପାଇବ। ଫଳରେ ଯେଉଁମାନେ ନିକଟରେ ୫-ଷ୍ଟାର ରେଟିଂର ଏସି କିଣିଛନ୍ତି ସେସବୁକୁ ୪-ଷ୍ଟାର ବୋଲି ବିଚାର କରାଯିବ। ପ୍ରତିଟି ରେଟିଂ ଗୋଟିଏ…

ଆନ୍ତର୍ଜାତୀୟ ସଙ୍ଗୀତ ଦିବସ: ଓଡ଼ିଶୀ ସଙ୍ଗୀତର ଭବିଷ୍ୟତକୁ ନେଇ ଚିନ୍ତା

ଓଡ଼ିଆ କଳା, ସାହିତ୍ୟ ସଂସ୍କୃତି ତଥା ଓଡ଼ିଶୀ ସଙ୍ଗୀତକୁ ନେଇ ଆମେ ଗର୍ବ କରୁ। ଦେଶ ବିଦେଶରେ ଛାତିକୁ ଚଉଡ଼ା କରି କହୁ ଆମ ଓଡ଼ିଆ ବୋଲି । ହେଲେ ବାସ୍ତବରେ ଓଡ଼ିଶୀ ସଙ୍ଗୀତକୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ବର୍ତ୍ତମାନର…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଅକୁହା କଥା

କଡ଼ାକଡ଼ି ହେବ ରାଷ୍ଟ୍ରପତି ଲଢେଇ। ଜୋରଦାର ହେବ ଯଶୱନ୍ତ-ଦ୍ରୌପଦୀ ଟକ୍କର। କିଏ ହେବ ଆଗାମୀ ରାଷ୍ଟ୍ରପତି? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସମ ନେଇ ଏବେ ରାଜନୈତିକ ମହଲରେ ଜେରଦାର ଚାଲିଛି ଗଣିତ କଷା। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ…

ଚାଇନା ପାଇଲା ଜହ୍ନରେ ଜଳ

ଜହ୍ନରେ ଜଳର ସ୍ଥିତି ତଥା ନୂଆ ନୂଆ ତଥ୍ୟ ପାଇଁ ବୈଜ୍ଞାନିକ ମାନେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ବେଳେ ବିଭିନ୍ନ ଦେଶ ମଧ୍ୟ ଏହା ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ତେବେ ଏହାକୁ ମଧ୍ୟରେ ଚୀନର ବୈଜ୍ଞାନିକ ମାନେ…

ଆଇସଲାଣ୍ଡ ବିଶ୍ୱର ଶାନ୍ତପ୍ରିୟ ଦେଶ

ବିଶ୍ୱର ସବୁଠାରୁ ଶାନ୍ତ ଦେଶ ଆଇସଲାଣ୍ଡ । ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨ର ରିପୋର୍ଟରୁ ଏହା ଜଣାପଡିଛି । ରିପୋର୍ଟରେ ପ୍ରଥମ ସ୍ଥାନରେ ରହିଛି ଆଇସଲାଣ୍ଡ । ସେହିଭଳି ନ୍ୟୁଜିଲାଣ୍ଡ ଓ ଆୟାରଲାଣ୍ଡ ମଧ୍ୟ ଏହି ତାଲିକାରେ ରହିଛନ୍ତି । ନିକଟରେ…

ଯୋଗ ପାଇଁ ଗାଁର ନାଁ

ଯୋଗଦେଇଛି ଗାଁକୁ ପଚିଚୟ । ପ୍ରତ୍ୟେକ ବ୍ୟକ୍ତି ସ୍ୱତଃ ଆସି ଏଠାରେ କରନ୍ତି ଯୋଗ । ଛତିଶଗଡର କବର୍ଦ୍ଧା ଜିଲ୍ଲାର ଦଲପୁରୱା ଗାଁରେ ନିୟମିତ ଭାବେ ସାମୂହିକ ଯୋଗ ହେଉଛି । ପ୍ରତ୍ୟେକ ବ୍ୟକ୍ତି ଏଠାରେ ଯୋଗକରିଥାନ୍ତି । ୨୦୧୪ ମସିହାରୁ…

ମହାପ୍ରଭୁଙ୍କ ଜ୍ଵର କମାଏ ଫୁଲୁରୀ ତେଲ

ମହାବାହୁଙ୍କ ମାନବୀୟ ଲୀଳାରେ ସବୁ ଅସମ୍ଭବ ସମ୍ଭବ ହୋଇଥାଏ। ସାଧାରଣ ମଣିଷକୁ ଜର ହେଲେ ଯେମିତି ଡାକ୍ତର ଙ୍କ ଦ୍ଵାରା ଚିକିତ୍ସିତ ହୋଇଥାଏ, ଠିକ୍ ସେମିତି ମହାବାହୁ ଙ୍କୁ ଜ୍ଵର ହେଲେ ବୈଦ୍ୟଙ୍କ ଜଡ଼ିବୁଟି ରେ ଚିକିତ୍ସିତ ହୁଅନ୍ତି । ଅନବସର…

ଜାଣନ୍ତୁ: ପରିବା ଜୁସ୍ ର ଫାଇଦା

ଜୁସ୍‌ ପିଇବାକୁ ସମସ୍ତେ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଜୁସ୍‌ ସବୁବେଳେ ସ୍ୱାସ୍ଥକର ହୋଇଥାଏ। ତ୍ୱଚାକୁରେ ସୁନ୍ଦରତା ଏବଂ ସ୍ଲିମ ରହିବା ପାଇଁ କିଛି ଯୁବତୀ ବା ମହିଳା ବିଭିନ୍ନ ଜୁସ୍ ପିଇଥାନ୍ତି। ଏପରିକି ଡାଏଟ୍‌ରେ ଫଳ ଜୁସ୍‌ ସାମିଲ୍‌…

୧୬ଟି ଡିପିଏସୟୁରେ ଅଗ୍ନିବୀରମାନଙ୍କୁ ମିଳିବ ନିଯୁକ୍ତି

ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା । ଏଭଳି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଞ୍ଜୁର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ…