Thu. Oct 15th, 2026

Category: ମୋ ଗାଁ

ବାଲ୍ୟ ବିବାହ ରୋକିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଶିଶୁମାନଙ୍କର…

ପଖାଳ ଦିବସ: କ’ଣ କହୁଛି ଜଗନ୍ନାଥ ସଂସ୍କୃତି?

ଆଜି ମାର୍ଚ୍ଚ ୨୦ ଅର୍ଥାତ ବିଶ୍ୱ ପଖାଳ ଦିବସ । ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରୁଛନ୍ତି ଏହି ପଖାଳ ଦିବସ । ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି…

ଆସୁଛି ରଙ୍ଗର ପର୍ବ; କ’ଣ କହୁଛି ପୁରାଣ?

ଆଗକୁ ହୋଲି ଆସୁଛି । ସାରା ଦେଶ ହୋଲି ପାଇଁ ଉତ୍ସବ ମୁଖରେ ହୋଇ ଉଠିଛି । କେତେକ ସ୍ଥାନରେ ଏବେ ଠାରୁ ହିଁ ହୋଲି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ…

ପାଣି ପଞ୍ଚାୟତ ରଥ ପରିକ୍ରମାର ଶୁଭାରମ୍ଭ

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣିପଞ୍ଚାୟତର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଅତିରକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ଯୋଗଦାନ କରି ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ l ଏହି ପାଣି ପଞ୍ଚାୟତ ରଥ ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ , ରାଜ୍ୟ…

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ ୨୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି। ଏହି ଜାଗାରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା…

ବାଣପୁରର ଧିରଜ ଦାସଙ୍କ ସଫଳତା ; ସାଉଥ ଏସିଆ ଗେମରେ ଭାଗ ନେବେ  

ଆନ୍ତର୍ଜାତୀୟ ସ୍ତରରେ ଖେଳିବେ ଖୋର୍ଦ୍ଧା ଜିଲ୍ଲା ବୀଣପୁର ମାଟିର ଧିରଜ ଦାସ। ନେପାଳରେ ହେବାକୁ ଥିବା ୭୮ବର୍ଗ ଫାଇଟ୍ ବିଭାଗରେରେ ସେ ଭାଗନେବେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତର କୋଳଥଡିହ ଗ୍ରାମ ଦିଲ୍ଲିପ ଦାସଙ୍କ ପୁଅ ଧିରଜ ଦାସ…

ପ୍ରଥମାଷ୍ଟମୀ, ପରମ୍ପରା ଓ ପିଠା

ଆଜି ପ୍ରଥମାଷ୍ଟମୀ । ପ୍ରଥମାଷ୍ଟମୀ ଆସିଲେ ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠା ମହକରେ ଭରିଯାଏ । ଏହି ପିଠା ପାଇଁ ହଳଦୀପତ୍ରରେ ତିଆରି ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏହି ପତ୍ରର ବ୍ୟବହାରର କ’ଣ…

ନୂଆଁଖାଇକୁ ଛୁଟିଦିନରୁ ବାଦ୍: ତେଜୁଛି ନିଆଁ; ବଢୁଛି ଆନ୍ଦୋଳନ

ଲଗାତାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୁଃଖ। ମାଟି ପାଇଁ କେତେ ଯେ ବୀର ପୁରୁଷ ବୀରଗତି ପାଇଛନ୍ତି। କିନ୍ତୁ ଆଜି ଓଡ଼ିଶାର ଏହି ପ୍ରାଚୀନ ସଂସ୍କୃତିକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ସରକାରୀ ଛୁଟି…

ବର୍ଣ୍ଣବୋଧ ପାଠଶାଳାରେ ଉଡିଲା ତ୍ରିରଙ୍ଗା

୭୬ ତମ ସ୍ବାଧୀନତା ଦିବସ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦିର ଅମୃତ ମହୋତ୍ସବ ଅବସରରେ ନୀଳାଦ୍ରିବିହାରସ୍ଥିତ ସୋମନାଥ ବସ୍ତିରେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ବର୍ଣ୍ଣୋବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦେଶର ଏହି ମହାନ୍ ପର୍ବ ପାଳିତ…

୭୫ତମ ସ୍ୱାଧୀନତା ଦିବସକୁ ଅଧିକ ଉତ୍ସାହିତ କରିବା ପାଇଁ ଦୂରଦର୍ଶନର ନୂଆ ପ୍ରୟାସ

ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଯାହାକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ତତ୍ପରତା ଦେଖାଯାଉଛି। ଯାହାକୁ ଅଧିକ ଉତ୍ସାହିତ କରିଦେଇଛି ଦୂରଦର୍ଶନ। ‘ସ୍ୱରାଜ- ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ଶୀର୍ଷକରେ ୭୫ ଅଧ୍ୟାୟ ବିଶିଷ୍ଟ ଏହି…