Thu. Oct 15th, 2026

Category: ମୋ ଗାଁ

ଉଦ୍ଧାର ହେଲା ୨ ହଜାର ବର୍ଷର ସଭ୍ୟତା

ମାଟି ତଳୁ ମିଳିଛି ୨ ହଜାର ବର୍ଷ ପୁରାତନ ସଭ୍ୟତା। ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଅସୁରଗଡ଼ଠାରେ ହଜାର ହଜାର ବର୍ଷ ତଳର ପୁରୁଣା ସାମଗ୍ରୀ ମିଳିଛି । ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ…

ଜୈବ ସାର ବ୍ୟବହାର ର ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ

କୋରାପୁଟ: ଆଜି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ତରଫରୁ ସେମିଳିଗୁଡା ବ୍ଲକର ପୁଟସିଲ ଓ ଲକ୍ଷ୍ମୀପୁର ବ୍ଲକ ର କାନପlଡ଼ି ଗାଁ ଠାରେ ଜୈବ ସାରର ବ୍ୟବହାର ଓ ଲାଭ ସମ୍ପର୍କରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ…

ବୈଷୟିକ ଜ୍ଞାନ କୌଶଳ ଦ୍ବାରା ମହିଳା ସଶକ୍ତିକରଣ ସମ୍ଭବ

ଜୟପୁର: ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଦ୍ଵାରା ମହିଳା ସଶକ୍ତିକରଣ ସମ୍ଭବ ହୋଇ ପାରିବ ବୋଲି ପଦ୍ମଶ୍ରୀ ଡ଼ଃ ଅଜୟ ପରିଡା ମତବ୍ୟକ୍ତ କରିଛନ୍ତି । ଆଜି ଜୟପୁର ସ୍ଥିତ ସ୍ବାମୀ ନାଥନ୍ ଗବେଷଣା ଫାଉଣ୍ଡେସନ ଠାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ…

ଚିରଦିନ ପାଇଁ ଚାଲି ଗଲେ ଖଇରୀ ମାଆ

ଶବ୍ଦ ଓଡିଶା ବ୍ୟୁରୋ: ଚିରଦିନ ପାଇଁ ଚାଲି ଗଲେ ଖଇରୀର ମାଆ । ନଦୀକୂଳରୁ ଉଦ୍ଧାର ହୋଇଥିବା ବାଘୁଣୀ ଖଇରୀକୁ ନିଜ ପିଲା ଭଳି ଲାଳନପାଳନ କରିଥିବା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୁରୀଙ୍କ ପତ୍ନୀ…

ବାହାରିନ ରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ମାନାମା ବାହାରିନ : ଗୌରବମୟ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ୱରୂପ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ରୀତିନୀତି ସହିତ ବାହାରିନ ଓଡ଼ିଆ ସମାଜ ଦ୍ୱାରା ପାଳିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରରେ ବାହାରିନ ଓଡ଼ିଆ ସାମାଜର…

ଶିବମୟ ଗୁମ୍ଫା-କୁଟୁଣୀପଦର

କିଏ ଦେଇଥିଲା ନାଆଁ,କିଏ କରୁଥିଲା ପୁଜା,ଜଙ୍ଗଲ ଭିତରେ ଅନ୍ଧାର କୋଠରୀକିଏ ଥିଲା ଏଠି ରାଜା !!କୋରାପୁଟରୁ କାକିରୀଗୁମା ୨୨ କିମି ଓ ଦାମନଯୋଡିରୁ ୧୯ କିମି। କାକିରୀଗୁମାରୁ ରାୟଗଡ଼ା ଆଡ଼କୁ ପ୍ରଥମ ଘାଟି ଉଠି ଆସିଲେ ପଡ଼ିବ କୁସୁମ ଗୁଡ଼ା; ମାତ୍ର…

ତନୁ ପାତଳୀର ଘର, ଗାଲି ଗବଦାର

By :# ବିଜୟ କୁମାର ଜେନା,ଦାମନଯୋଡି# କୋରାପୁଟ: ହଜାରେ ପାହାଡ଼ ଘେରା କୋରାପୁଟର ପାହାଡ଼ରୁ ଝରି ଆସେ କିସମ କିସମର ଝରଣା। ବିଭିନ୍ନ ସ୍ଥାନ ସହ ତାଳ ଦେଇ ବିଭିନ୍ନ ଆକାର ପ୍ରକାର ରଙ୍ଗ ଓ ଶବ୍ଦରେ ରଙ୍ଗାୟିତ ଓ ଶବ୍ଦାୟିତ;…

ଚଞ୍ଚଳୀ ଝରଣା’ର ଘର, ଚମ୍ପିଝର – ଗଦଗଦା

“ହଠାତ୍ ଯେମିତି ପାହାଡ଼ ଆଢ଼ୁଆଳରୁ ବାହାରି ଆସି ଚପଳା ଚଞ୍ଚଳା କିଶୋରୀ ଝରଣାଟିଏ କଳା ଗ୍ରାନାଇଟ ପଥର ଉପରୁ ଖସି ପଡ଼ୁଛି ମା କୋଳରେ – ହସି ହସି ଗଡ଼ି ଯାଉଛି – ଆଖୁ, ବାଜରା ଓ ଧାନ କିଆରୀର ପାହାଚ…

କୋରାପୁଟର ଚପଳା ନିର୍ଝରଣୀ ପୁଞ୍ଜିଶୀଲ

ଅପୂର୍ବ ସୁନ୍ଦର ଗହଣା ପୁଞ୍ଜିଶୀଲ "ଉପରୁ ଦେଖିଲେ ଲାଗିବ, ଢଳ ଢଳ ନୀଳ ଓ କଳା ଆଖିଟିଏ। ସବୁ ମିଶେଇ ପୁଞ୍ଜିଶୀଲ ଏକ ଛୋଟ, କିନ୍ତୁ ସୁନ୍ଦର ଜଳ ପ୍ରପାତ ବା ଜଳ ଝରଣା। ସାମନାରେ ପାହାଡ଼, ଉପର ମୁଣ୍ଡରେ ପାହାଡ଼…