Thu. Oct 15th, 2026

Category: ଶବ୍ଦ ସ୍ଵତନ୍ତ୍ର

ଓଡ଼ିଶା ଟ୍ୟାଲେଂଟ୍ ହଂଟରେ ଯୋଗଦେଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ଓଡ଼ିଶା ଟ୍ୟାଲେଂଟ୍ ହଂଟ୍ ଚୟନ କାଯ୍ୟକ୍ରମରେ ଯୋଗଦେଇଛନ୍ତି ପୂର୍ବତନ କ୍ରିକେଟର ତଥା ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆ । ରାଜ୍ୟର ୮ଟି ଜିଳ୍ଲାରୁ ମୋଟ ୨୧୮ ଜଣ ଯୁବ…

ତେଜିଲା ବାଣପୁର ରାଜସ୍ବ ଉପଖଣ୍ଡ ଦାବି, ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସରକାରଙ୍କୁ ଚେତାବନୀ

ଆଜି ଅପରାହ୍ନରେ ବାଲୁଗାଁ, ବାଣପୁର, ଚିଲିକା କ୍ରିୟାନୁଷ୍ଠାନ କମିଟି ବାଣପୁର କୃତିବାସ ଭବନ ପରିସରରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଯାହା ମାଧ୍ୟମରେ ସୂଚନା ଦେଇଛନ୍ତି କମିଟିର ସଭାପତି ଶ୍ରୀ ନଳିନୀକାନ୍ତ ପଟ୍ଟନାୟକ। ବାଣପୁର ଏକ ପୁରାତନ ତହସିଲ ଓ…

କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ତଥା ଓକିଲ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ରାୟଗଡ଼ର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲୀ, ରାୟଗଡ଼ା କୋର୍ଟ ପରିସରରେ ଥିବା…

ଚାଲିଛି ରଥ ନିର୍ମାଣ କାର୍ଯ୍ୟ; କେମିତି ହୁଏ ଏହି ପ୍ରକ୍ରିୟା?

ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ଶ୍ରୀନହର ସମୁଖ ରଥ ଖଳାରେ ଆରମ୍ଭ ହୋଇ ସାରିଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମେ ରଥର ଚକ କାର୍ଯ୍ଯ ଆରମ୍ଭ ହେଇଛି। ପ୍ରଥମ ପର୍ଯ୍ୟାୟରେ ଚକ ପ୍ରସ୍ତୁତି ନିମନ୍ତେ ତୁମ୍ବ ନିର୍ମାଣ ଚାଲିଛି। ଏହି କାର୍ଯ୍ୟ…

ପୁରୀ ଧର୍ମଶାଳାରେ ନିଆଁ

ପୁରୀରେ ଅଗ୍ନିକାଣ୍ଡ। ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ। ଧର୍ମଶାଳାର ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ। ସେଠାରେ ରହଣି ପାଇଁ ଆସିଥିବା ଭକ୍ତମାନେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଥିଲା। ନିଆଁ ଭୟରେ ପର୍ଯ୍ୟଟକମାନେ…

କୁଇ ଭାଷାରେ ପଢା ହେବ ପାଠ; ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ

‘କୁଇ ତଥା ଦେଶିଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ । ଏନେଇ ଗଠନ ହେଲା ଏନସିଇଆରଟିର ୧୦ ଜଣିଆ କମିଟି । ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି । ଗଠିତ ହୋଇଥିବା କମିଟି ରାଜ୍ୟର…

ପିପିଲିରୁ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ପିପିଲି ଥାନା ଅନ୍ତର୍ଗତ ଲୋଟସ ମଣ୍ଡପ, ଦାଣ୍ଡମୁକୁନ୍ଦପୁର ସାମ୍ନାରେ…

ଆଣ୍ଟିବାୟୋଟିକ ନେଲା ଜୀବନ; ଡାକ୍ତରଖାନାରେ ଗ୍ରାମରଖି ମୃତ

ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ନେଇ ଗ୍ରାମରଖିଙ୍କ ଡାକ୍ତରଖାନାରେ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଣପୁର ଡାକ୍ତରଖାନାରେ। ବାଣପୁର ଥାନା କୋଳଥଦିହ ଗାଁର ପାଣ୍ଡବ ନାୟକଙ୍କ ହାତରେ ଥିବା ଏକ ବଥକୁ ଡ୍ରେନ କରିବା ପାଇଁ ବାଣପୁର ଡାକ୍ତରଖାନାକୁ ଆସିଥିଲେ। ଡାକ୍ତର ବଥଟିକୁ…

ବାଲ୍ୟ ବିବାହ ରୋକିବାକୁ ସଉରା ଉନ୍ନୟନ ସଂସ୍ଥାର ଅଭିନବ ପ୍ରୟାସ

ଗୋଟିଏ ବର୍ଷ ରେ ୧୧ ଟି ନବବିବାହିତ ଦମ୍ପତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଯୋଜନାର ସଫଳ ରୁପାୟନ ହୋଇପାରିଛି। ବିଶେଷ କରି ବାଲ୍ୟ ବିବାହ ରୋକିବା ଦିଗରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମସିହାରେ ମୋଟ ୧୧ ଟି ଆଦୀମ ଜନଜାତି…

ବାଲ୍ୟ ବିବାହ ରୋକିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଶିଶୁମାନଙ୍କର…