Thu. Oct 15th, 2026

ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ତଥା ଓକିଲ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ରାୟଗଡ଼ର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲୀ, ରାୟଗଡ଼ା କୋର୍ଟ ପରିସରରେ ଥିବା ପୂଜ୍ୟ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରାୟଗଡ଼ା ବାର୍ ଏସୋସିଏସନ ତରଫରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ରାୟଗଡ଼ ବାର୍ ଏସୋସିଏସନର ସଭାପତି, ସମ୍ପାଦକ, ଉପସଭାପତି, ସହ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସମେତ ରାୟଗଡ଼ ବାରର ଅନେକ ବରିଷ୍ଠ ଓ ଅନ୍ୟାନ୍ୟ ଓକିଲ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *