ବିଶ୍ଵ ଲବୋରଟୋରୀ ପ୍ରଫେସନାଲ ସପ୍ତାହ ଉଦଘାଟିତ
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୋଗ ନିଦାନ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ବିଭାଗରେ କାର୍ଯ୍ୟରତ କୁଶଳୀ ଲାବୋରେଟୋରୀ ଟେକନିସିଆନମାନେ ନିରନ୍ତର ପରିଶ୍ରମ କରି ପରୀକ୍ଷଣର ସଠିକ୍ ଫଳାଫଳ ଡାକ୍ତରମାନଙ୍କୁ ପ୍ରଦାନ କରିଥାନ୍ତି । ଫଳତଃ ରୋଗୀର ରୋଗ ନିରୂପଣ ତତକାଳ ହୋଇ…
ନାସା ଇଷ୍ଟଗ୍ରାମରେ ପୃଥିବୀର ଘୂର୍ଣ୍ଣନ; ଭିଡିଓ ହେଉଛି ଭାଇରାଲ
ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରାସନ ବା ନାସା ନିଜ ଇଷ୍ଟଗ୍ରାମରେ ସୌରମଣ୍ଡଳକୁ ନେଇ ଲଗାତାର ଅକର୍ଷଣୀୟ ଭିଡିଓ ସେୟାର କରୁଛି । ବର୍ତ୍ତମାନ ନାସା ପୋଷ୍ଟ କରିଥିବା ଭିଜ୍ୟୁଆଲ୍ ପୃଥିବୀର ଭିନ୍ନ ଭିନ୍ନ କୋଣରୁ ନିଆଯାଇଛି । ଭିଡିଓରେ ଏକ…
ପ୍ରଥମ ଗୁଇନ୍ଦା ସାଟେଲାଇଟ୍ ଉତକ୍ଷେପଣ କରିବ ଉତ୍ତର କୋରିଆ
ନିଜର ପ୍ରଥମ ଗୁଇନ୍ଦା ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯାଉଛି ଉତ୍ତର କୋରିଆ । ଦେଶର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ନିଜ ଅଧିକାରୀଙ୍କୁ ସାଟେଲାଇଟ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି…
ଆସନ୍ତାକାଲି ହେବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ!
ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତାକାଲି ୨୦ ଏପ୍ରିଲ ପଡୁଛି। ଏହା ସକାଳ ୭ଟା ୫ ମିନିଟରୁ ଆରମ୍ଭ ଦ୍ୱିପ୍ରହର ୧୨ଟା ୨୯ ମିନିଟରେ ଶେଷ ହେବ । ସୂର୍ୟ୍ୟପରାଗ ହେଉ ଅବା ଚନ୍ଦ୍ରଗ୍ରହଣ ଏସବୁ ସମୟରେ ସ୍ୱାସ୍ଥ୍ୟ ପ୍ରତି ଥିବା ପ୍ରଭାବ…
୨୦୩୦ ସୁଦ୍ଧା ଆସିବ କ୍ୟାନସର ଟିକା
୨୦୩୦ ମସିହା ସୁଦ୍ଧା ବିଶ୍ୱରେ କ୍ୟାନସର, ହୃଦ୍ରୋଗ ଓ ଅଟୋଇମ୍ୟୁନ ଭଳି ରୋଗ ପାଇଁ ଟିକା ପ୍ରସ୍ତୁତ ହୋଇଯିବ । ଯାହାଫଳରେ ପ୍ରତିବର୍ଷ ଏସବୁ ରୋଗରେ ପ୍ରାଣ ହରାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । କୋଭିଡ-୧୯ ଟିକାର…
ପିଲାଙ୍କୁ ବିଗାଡୁଛି ଇଣ୍ଟରନେଟ
ଦିନକୁ ଦିନ ଯୁବପିଢ଼ି ଇଣ୍ଟରନେଟରେ ଅଧିକ ସମୟ ବିତାଉଛନ୍ତି। ଯାହାଫଳରେ ଅନେକ ମାନସିକ ରୋଗ ସୃଷ୍ଟି ହେଉଛି। ଅନ୍ଲାଇନ୍ ଗେମିଂ ହେଉ ବା ସାମାଜିକ ଗଣମାଧ୍ୟମର ବ୍ୟବହାର ବା ଭିଡିଓ ଦେଖିବା ପାଇଁ ଇଣ୍ଟରନେଟର ବହୁଳ ବ୍ୟବହାର ହେଉଛି। ଯୁବପିଢ଼ି ଏହାର…
ଏହି ଆପ୍ଲିକେସନ୍ ଫୋନ୍ ଉପରେ ପକାଇଥାଏ ପ୍ରଭାବ
ଆମ ଫୋନରେ କିଛି ନିର୍ଦ୍ଧିଷ୍ଟ ଆପ୍ଲିକେସନ ରହିଥାଏ ଯାହା ମାଧ୍ୟମରେ ଫୋନ ଉପରେ ପ୍ରଭାବ ପଡିଥାଏ। ଫୋନରେ ଥିବା ଏହି ଆପ୍ସ ଯୋଗୁଁ କେବଳ ବ୍ୟାଟେରୀ ବ୍ୟବହାର ବୃଦ୍ଧି ହୁଏ ନାହିଁ, ବରଂ ଅନ୍ୟାନ୍ୟ କାରଣ ମଧ୍ୟ ଅଛି ଯେଉଁଥିପାଇଁ ଫୋନର…
କେମିତି କରିବେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗର ଘରୋଇ ଉପଚାର?
ଆଜିକାଲି ଲୋକଙ୍କୁ ରୋଗ ହେବା ଏକ ସାଧାରଣ କଥା ପାଲଟିଗଲାଣି। ଲୋକଙ୍କୁ ଭିନ୍ନ ଭିନ୍ନ ରୋଗ ଦିନକୁ ଦିନ ମାଡିବସୁଛି। ବର୍ତ୍ତମାନ ସବୁଠାରୁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ। ଆଉ ଏହି ରୋଗରୁ…
ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଉଲକାପିଣ୍ଡ
ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ଏକ ବଡ଼ ସହରକୁ ମଧ୍ୟ…