Thu. Oct 15th, 2026

Category: ଖେଳ

ବେଲଜିୟମକୁ ହରାଇ ଜର୍ମାନୀ ହେଲା ବିଶ୍ୱ ଚାମ୍ପିୟନ

ଶବ୍ଦ ଓଡିଶା ବ୍ୟୁରୋ: ରୁଷ ହକି ବିଶ୍ୱକପ ଚାମ୍ପିୟନ ହୋଇଛି ଜର୍ମାନୀ । ଏକ ରୋମାଞ୍ଚକର ମ୍ୟାଚରେ ବେଲଜିୟମକୁ ହରାଇଛି ଜର୍ମାନୀ । ପ୍ରଥମ କ୍ୱାର୍ଟରରୁ ହିଁ ଆକ୍ରମଣ ଖେଳ ଆରମ୍ଭ କରିଥିଲା ବେଲଜିୟମ । ୯ ମିନିଟରେ ବେଲଜିୟମ ପ୍ରଥମ…

କ୍ରିକେଟକୁ ବାଏ ବାଏ କଲେ ଓଡିଆ ବୋଲର ବସନ୍ତ ମହାନ୍ତି

ଶବ୍ଦ ଓଡିଶା ବ୍ୟୁରୋ: କ୍ରିକେଟ ଦୁନିଆରେ ଏଭଳି ଅନେକ ଖେଳାଳୀ ଅଛନ୍ତି ଯେଉଁମାନଙ୍କ ଭାଗ୍ୟରେ ଦେଶ ପାଇଁ ଖେଳିବାର ଗୌରବ ରହିଛି । ଆଉ ଏହିଭଳି ଖେଳାଳି ଅଛନ୍ତି ଯେଉଁମାନେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କଲେ ସୁଦ୍ଧା ତାଙ୍କୁ ଦେଶ…

ହକି ବିଶ୍ୱକପ ଫାଇନାଲ : ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମକୁ ଭେଟିବ ଜର୍ମାନୀ

ଶବ୍ଦ ଓଡିଶା ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବ ହକି ବିଶ୍ୱକପ ଫାଇନାଲ । ଫାଇନାଲ ମ୍ୟାଚରେ ଗତଥରର ଚାମ୍ପିୟନ ବେଲଜିୟମକୁ ଭେଟିବ ଜର୍ମାନୀ । ସନ୍ଧ୍ୟା ୭ଟାରେ ଖେଳାଯିବାକୁୁ ଥିବା ଫାଇନାଲରେ ଦୁଇ ୟୁରୋପୀୟ ଦେଶଙ୍କ ମଧ୍ୟରେ ଲଢେଇ…

ଗିନିଜ ବୁକ୍ ଅଫ୍ ରେକର୍ଡ୍ସରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଶବ୍ଦ ଓଡିଶା ବ୍ୟୁରୋ: ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ରାଉରକେଲାରେ ନିର୍ମିତ ଏହି ହକି ଷ୍ଟାଡିୟମରେ ସର୍ବାଧିକ ୨୧ ହଜାର ଦର୍ଶକ ବସିବାର କ୍ଷମତା ଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ…

ପୁରୁଷ ହକି ବିଶ୍ୱକପ, କ୍ରସଓଭର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜିଠାରୁ ଖେଳାଯିବ କ୍ରସ ଓଭର ମ୍ୟାଚ । ପୂର୍ବରୁ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିସାରିଛନ୍ତି । ଗ୍ରୁପ ପର‌୍ୟ୍ୟାୟରେ ଟପରେ ରହି ଏହି ଦଳ ସିଧାସଳଖ କ୍ୱାର୍ଟରରେ ପହଞ୍ଚିଛନ୍ତି । ସେହିଭଳି…

ବିଶ୍ୱକପ ପୁରୁଷ ହକି ଅବସରରେ ବାଣପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡିଶାରେ ଆୟୋଜିତ ବିଶ୍ୱକପ ପୁରୁଷ ହକି ପ୍ରତିଯୋଗିତାରେ କ୍ରୀଡା ଓ କ୍ରୀଡାବିତଙ୍କୁ ଉତ୍ସାହିତ କରିବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିସରରେ ବିଶ୍ୱକପକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ । ଖେଳର ସିଧାପ୍ରସାରଣ…

ଦିଲ୍ଲୀରେ ରେସଲରଙ୍କ ଆନ୍ଦୋଳନ ଜାରି, ଖେଳାଳିଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଲେ କ୍ରୀଡାମନ୍ତ୍ରୀ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ବିରୋଧରେ ଅଭିଯୋଗ କରି ଧାରଣାରେ ଖେଳାଳି । ତେବେ ଏହାକୁ କ୍ରୀଡା ମନ୍ତ୍ରାଳୟ ଗୁରୁତର ସହ ନେଇଛି । କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ଯନ୍ତରମନ୍ତର ଆନ୍ଦୋଳନ କରୁଥିବା କ୍ରୀଡାବିତଙ୍କୁ…

ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ, ଥିରୁଅନନ୍ତପୂରମ ମୁହାଁମୁହିଁ ହେବେ ଦୁଇ ଦଳ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତ, ଶ୍ରୀଲଙ୍କା ମଧ୍ୟରେ ଆଜି ତୃତୀୟ ଦିନିକିଆ ଖେଳାଯିବ । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଥିରୁଅନନ୍ତପୁରମରେ ଖେଳାଯିବ । ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ଭାରତ କ୍ଲିନ ସୁଇପ କରିବା ଲକ୍ଷ୍ୟରେ…

ହକି ବିଶ୍ୱକପରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଭାରତ ।

ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜି ଭାରତ ଇଂଲଣ୍ଡକୁ ଭେଟିବ । ସନ୍ଧ୍ୟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛନ୍ତି ।ପ୍ରଥମ ମ୍ୟାଚରେ ଇଂଲଣ୍ଡ ୫-୦…

ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସ୍ପେନକୁ ହରାଇଲା ଟିମ୍ ଇଣ୍ଡିଆ

ହକି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ପଦାର୍ପଣ ମ୍ୟାଚରେ ସ୍ପେନ୍‌କୁ ହରାଇଲା ଭାରତ । ପ୍ରଥମ ମ୍ୟାଚକୁ ୨-୦ ଗୋଲରେ ଜିତିଛି । ହୋମ୍‌…