ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ, ଥିରୁଅନନ୍ତପୂରମ ମୁହାଁମୁହିଁ ହେବେ ଦୁଇ ଦଳ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତ, ଶ୍ରୀଲଙ୍କା ମଧ୍ୟରେ ଆଜି ତୃତୀୟ ଦିନିକିଆ ଖେଳାଯିବ । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଥିରୁଅନନ୍ତପୁରମରେ ଖେଳାଯିବ । ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ଭାରତ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ।
ଭାରତୀୟ ଦଳରେ ପରିବର୍ତ୍ତନ ନେଇ ଆଶା କରାଯାଉଛି । ପ୍ରଥମ ଦୁଇ ମ୍ୟାଚରେ ବେଞ୍ଚରେ ଥିବା, ସୂର୍ଯ୍ୟକୁମାର ଏବଂ ଇଶାନ କିଶାନଙ୍କୁ ସୁଯୋଗ ମିଳିପାରେ । ବୋଲର ଅର୍ଶଦୀପ ସିଂ, ୱାସିଂଟନ ସୁନ୍ଦରଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା । ରୋହିତଙ୍କ ସହ ଶୁଭମନ ଗିଲ ଓପନ କରିପାରନ୍ତି । ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଥିବାରୁ ରୋହିତବାହିନୀ ନିଜର ମନୋବଳ ଦୃ଼ଢ । ସେପଟେ ଶ୍ରୀଲଙ୍କା ଟିମ୍ ସମ୍ମାନ ରକ୍ଷା ପାଇଁ ଚେଷ୍ଟା ।

You May Also Like

More From Author

+ There are no comments

Add yours