Sun. Nov 29th, 2026

Category: ଦେଶ ଖବର

୨୦ ମହଲାରୁ ଖସିପଡି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତାଙ୍କ ମୃତ୍ୟୁ

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶର ପ୍ରସିଦ୍ଧ ଓୟୋ ହୋଟେଲ ରୁମର ପ୍ରତିଷ୍ଠାତା ତଥା ଓଡ଼ିଶାର ରାୟଗଡ଼ା ଜିଲା ବିଷମ କଟକର ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲଙ୍କର ଶୁକ୍ରବାର ଦିନ ପରଲୋକ ଘଟିଛି। ସୂଚନା ଅନୁସାରେ ,ଗୁରୁଗ୍ରାମ ସ୍ଥିତ ଏକ ବିଲ୍ଡିଂଗର ୨୦ ମହଲାରୁ…

ରିଲିଆନ୍ସ ଗ୍ରୁପ ବଜାରରେ ଆଣିବ ପୁରୁଣା କାମ୍ପାକୋଲା ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସ୍

ଶବ୍ଦମିଡ଼ିଆ ବ୍ୟୁରୋ:ରିଲିଆନ୍ସ ଗ୍ରୁପର ଭାରତୀୟ ବଜାରରେ ନିଜର ଦବଦବା ରହିଛି।ଦେଶରେ ୭୦ ଦଶକରେ ସବୁଠୁ ବଡ କୋଲା ବ୍ରାଣ୍ଡ ପାଲଟିଥିବା ‘କାମ୍ପାକୋଲା’ ପୁଣି ବଜାରକୁ ଲେଉଟିଛି। ଏହି ଦେଶୀ ବ୍ରାଣ୍ଡକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ କ୍ରୟ କରି ଏହାକୁ ୩ଟି…

ମନୀଷ ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା…

ପ୍ରାକ୍ଟିକାଲ ପରୀକ୍ଷା ପରେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଉନ୍ମତ୍ତକାଣ୍ଡ ।

ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡୁ ମାରନଦହଲ୍ଲୀ ନିକଟରେ ଥିବା ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର ପ୍ରାକ୍ଟିକାଲ ପରୀକ୍ଷା ପରେ ଭଙ୍ଗାରୁଜା କରିଛନ୍ତି । ଶ୍ରେଣୀ ଗୃହରେ ଭଙ୍ଗାରୁଜା କରିଛନ୍ତି ଛାତ୍ର । ଏହାର ଭିଡିଓ…

ନିଟରେ ୯୯ ପ୍ରତିଶତ ପାଇବି ଛାତ୍ରଙ୍କୁ ମିଳିଲାନାହିଁ ଏମବିବିଏସ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନିଟ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହି ପରୀକ୍ଷାରେ ଯେଉଁମାନେ ଯେତେ ଅଧିକ ମାର୍କ ପାଇଥାନ୍ତି ସେମାନେ ସେହି ଅନୁସାରେ ଭଲ ଭଲ ମେଡିକାଲ କଲେଜରେ ଆଡମିଶନ ଗ୍ରହଣ…

କୃଷ୍ଣଙ୍କ ପ୍ରେମରେ ମୁସଲିମ ମହିଳା

କୃଷ୍ଣପ୍ରେମରେ ଆଉ ଜଣେ ରାଧା । କଳାକାହ୍ନୁ କାଳିଆର ଲୀଳା ସତରେ ଅପାର । ସେ ହିନ୍ଦୁ ହଉ କି ମୁସଲମାନ । ଯେଉଁ ଧର୍ମର ହେଉ ନା କାହିଁକି କାହ୍ନୁଙ୍କ ପ୍ରେମରେ ଯିଏ ଥରେ ପଡିଲା । କୃଷ୍ଣଙ୍କ ଭକ୍ତିରେ…

ଜଳୁଛି ଜଙ୍ଗଲ; ନୟାନ୍ତ କଲାଣି ନିଆଁ

ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ମୋଟ ୫୭୦ଟି ସ୍ଥାନରେ ଜଙ୍ଗଲରେ ଲାଗିଛି ନିଆଁ । ଯେଉଁଥିରୁ ସର୍ବାଧିକ ୧୪୨ ଅର୍ଥାତ ପ୍ରାୟ ୨୫ ପ୍ରତିଶତ ଓଡିଶାରେ ରହିଛି । ଏବେ ଜଙ୍ଗଲ ନିଁଆ ରୋକିବାକୁ କେବଳ ବର୍ଷା ହିଁ…

ବରକୁ ସିଗାରେଟ୍ ପିଆଇଲେ, ସ୍ୱାଗତ କଲେ

ବର ମୁହଁରେ ସିଗାରେଟ୍ । ଜ୍ୱାଇଁକୁ ବିଡି ପିଆଇଲେ ଶାଶୁ ଶ୍ୱଶୁର । ବରଣୀ ବେଳେ ସିଗାରେଟ ଦେଇ ନିଆରା ଢଙ୍ଗରେ କଲେ ସ୍ୱାଗତ । ଆପଣଙ୍କୁ ଶୁଣି ଅଶ୍ଚର୍ଯ୍ୟ ଲାଗୁଚି ନା । କିନ୍ତୁ କଥାଟା ସତ । ଯାହାର…

H3N2 ନେଲା ଜୀବନ,ଦେଶରେ ୯୦ ଆକ୍ରାନ୍ତ

ଦୀର୍ଘ ୨ ବର୍ଷ ଧରି ଦେଶରେ ତାଣ୍ଡବ ରଚିଥିଲା ମହାମାରୀ କରୋନା । ତାର ପ୍ରକୋପ କମି ଆସିଥିବା ବେଳେ ଏବେ ମୁଣ୍ଡ ଟେକିଛି ଏଚ୍୩.ଏନ୍୨ ଭାଇରସ । ଭାରତରେ ଏହି ଭାଇରସର ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରଥମଥର ଏଥିରେ…

ମହଙ୍ଗା ମାଡ;ବେହାଲ୍ ପାକିସ୍ଥାନ

ଦେଶରୁ ବହୁ ବଡ଼ ବଡ଼ କମ୍ପାନୀ ବନ୍ଦ ହୋଇଯିବା ପରେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ନିକଟ ଅତୀତରେ ଦେଶରେ ଅତି ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କଥା ସାମ୍ନାକୁ ଆସିଥିଲା । ବର୍ତମାନ…