Sun. Nov 29th, 2026

Category: ଦେଶ ଖବର

ଭାଜପାକୁ ହରାଇବା ପାଇଁ ବିରୋଧୀ ଏକାଠି

ବିଜେପିକୁ ମାତ୍ ଦେବେ ବିରୋଧୀ । କାରଣ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଠି ହୋଇଛନ୍ତି ବିରୋଧୀ ଦଳର ନେତା । ଯାହାର ନେତୃତ୍ୱ ନେଇଛନ୍ତି ଫାରୁକ ଅବଦୁଲ୍ଲା । ଗୋଟିଏ ପଟେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ସରିଥିବା…

ତ୍ରିପୁରାରେ ବିଜେପି ସରକାର,ଜିତିଲେ ମୁଖ୍ୟମନ୍ତ୍ରୀ ମାଣିକ ଶାହା

ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ୟ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍‌ପି ୧୨ଟି ଆସନରେ ଆଗୁଆ…

ଭାରତରେ ପହଞ୍ଚିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲାନି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଭବ୍ୟ ସ୍ବାଗତ

ଶବ୍ଦଓଡ଼ିଶା ବ୍ୟୁରୋ:ଆଜି ଭାରତରେ ପହଞ୍ଚିଛନ୍ତି ଇଟାଲୀ ପ୍ରାଧାନମନ୍ତ୍ରୀ ଜର୍ଜିଆ ମେଲାନି।ମେଲାନିଙ୍କୁ ରାଷ୍ଟ୍ରପତି ଭବନରେ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମେଲାନିଙ୍କ ସହିତ ଇଟାଲୀର ଉପମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଆଣ୍ଟେନିଓ ତାଜନି ମଧ୍ୟ ଭାରତରେ ପହଞ୍ଚିଛନ୍ତି।ତେବେ ପ୍ରଧାନମନ୍ତ୍ରୀ…

ମାର୍ଚ୍ଚ ୧ ବିଶ୍ୱ ନାଗରିକ ସୁରକ୍ଷା ଦିବସ,ଜାଣନ୍ତୁ କେବେ ଏହା ଆରମ୍ଭ ହୋଇଥିଲା

ଶବ୍ଦଓଡ଼ିଶା ବ୍ୟୁରୋ:ବିଶ୍ୱରେ ନାଗରିକଙ୍କ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।ପ୍ରତେକ ରାଜ୍ୟ ଏବଂ ଦେଶ ବିଶ୍ୱ ନାଗରିକ ଉପରେ ନିର୍ଭର କରିଥାଏ।ଏହି ମାନବ ସମ୍ବଳରୂପୀ ନାଗରିକଙ୍କୁ ନେଇ ବିଶ୍ୱର ବିକାଶ ମାର୍ଗ ଉନ୍ନତି ହୋଇଥାଏ।ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧…

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା,ଓଡ଼ିଶାର କଟକ, ଭୁବନେଶ୍ୱର,ପୁରୀ ରେ ଗଡ଼ିବ ମେଟ୍ରୋ ଟ୍ରେନ

ଶବ୍ଦଓଡ଼ିଶା ବ୍ୟୁରୋ:ଦେଶର କେତେକ ରାଜ୍ୟରେ ମେଟ୍ରୋ ଟ୍ରେନ ଚାଳିଲାଣି।ଅନ୍ୟପଟେ ଏହି ମେଟ୍ରୋ ଓଡ଼ିଶାରେ ଚାଲିବା ନେଇ ଅନେକ ଦିନ ହେଲା ଯୋଜନା ଚାଲିଛି।ତେବେ ଏହା ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି।ଏଣିକି ସାରା ଦେଶରେ…

ମାସ ଆରମ୍ଭରୁ ପୁଣି ବଢ଼ିଲା LPG ସିଲିଣ୍ଡର ଗ୍ୟାସ ଦର

ଶବ୍ଦଓଡ଼ିଶା ବ୍ୟୁରୋ:ପ୍ରତି ମାସ ଆରମ୍ଭରେ ଗ୍ୟାସ ଦରରେ ପରିବର୍ତ୍ତନ ହୋଇଥାଏ।ଦୀର୍ଘ ଦିନ ଧରି ଗ୍ୟାସ ଦର ବଢି ଚାଲିଥିବାବେଳେ ଆଜି ପୁଣି ମାର୍ଚ୍ଚ ମାସ ଆରମ୍ଭରେ ଗ୍ରାହକଙ୍କୁ ମହଙ୍ଗା ମାଡ଼।ଦିଲ୍ଲୀରେ ଉଭୟ ଘରୋଇ ଏଲପିଜି ସିଲିଣ୍ଡର ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ…

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ପଦରୁ ମନୀଷ ସିସୋଦିଆ,କ୍ୟାବିନେଟ ମନ୍ତ୍ରୀ ପଦରୁ ସତେନ୍ଦ୍ର ଜେନଙ୍କ ଇସ୍ତଫା

ଶବ୍ଦଓଡ଼ିଶା ବ୍ୟୁରୋ:ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ ନେତା ମନୀଷ ସିସୋଦିଆ। ମଦ ନୀତି କେଳେଙ୍କାରୀ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସିସୋସିଆ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । କେବଳ…

ମେଘାଳୟ ବିଧାନସଭା ନିର୍ବାଚନ ସମାପ୍ତ,କାମ ଦେବ ତ ମୋଦି ମନ୍ତ୍ର,ଜାଣନ୍ତୁ କଣ କହୁଛି ଏକଜିଟ ପୋଲ ସର୍ଭେ ରିପୋର୍ଟ ?

ଶବ୍ଦଓଡ଼ିଶା ବ୍ୟୁରୋ:ସମାପ୍ତ ହୋଇଛି ମେଘାଳ ବିଧାନସଭା ନିର୍ବାଚନ।ସେଠାରେ ବିଜେପି ପାଇଁ ପ୍ରଚାର କରିଥିଲେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ତେବେ ଏଥର ବିଜେପି ପାଇଁ ମେଘାଳୟ ବିଧାନସଭା ନିର୍ବାଚନ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସମସ୍ତ ୬୦…

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ପରେ,ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ

ଶବ୍ଦଓଡ଼ିଶା ବ୍ୟୁରୋ:ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି।ସିବିଆଇ ଦ୍ୱାରା ଦୀର୍ଘ ସମୟ ଧରି ଜେରା ହେବା ପରେ ସତ କଥାଟି ପଦାକୁ ଆସିଥିଲା।ଅବକାରୀ ଦୁର୍ନୀତିରେ ନିଜ ଗିରଫଦାରୀ ବିରୋଧରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି…

୨ ସପ୍ତାହ ପରେ ପୁଣି ଥରିଲା ତୁର୍କୀ

ଶବ୍ଦମିଡ଼ିଆ ବ୍ୟୁରୋ: ପୁଣି ତୁର୍କୀରେ ହୋଇଛି ଭୂମିକମ୍ପ । ୨ ସପ୍ତାହ ପରେ ପୁଣି ତୁର୍କୀରେ ଭୂମିକମ୍ପ ହୋଇଛି । ସୋମବାର ତୁର୍କୀର ଦକ୍ଷିଣ ପୂର୍ବ ଇଲାକାରେ ଭୂମିକମ୍ପ ସୃଷ୍ଟି ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା…