ବାଦୁଡ଼ି ନୁହେଁ ଏହି ପଶୁଠାରୁ ସୃଷ୍ଟି ହୋଇଥିଲା କୋଭିଡ଼୍
ଚାଇନାର ଉହାନ ମାର୍କେଟରୁ ରାକୁନ୍ ନାମକ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଲୋମଶ କୁକୁରଠାରୁ ମାରାତ୍ମକ କୋଭିଡ୍-୧୯ ମହାମାରୀର ଉତ୍ପତ୍ତି ହୋଇଥିଲା ବୋଲି ଭୂତାଣୁ ବିଶେଷଜ୍ଞମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍ ଜାଣିବାକୁ ପାଇଛନ୍ତି। ମହାମାରୀକୁ ୩ ବର୍ଷ ହୋଇଥିବାବେଳେ ଏହାର ଉତ୍ପତ୍ତି ସମ୍ପର୍କରେ…
ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା
ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ । ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ୫୦ ଓଭର ବିଶିଷ୍ଟ ସିରିଜ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ତିିନି ମ୍ୟାଚ…
ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ରିଷେପ୍ସନ ପାର୍ଟିରେ ଯୋଗଦେଲେ ପ୍ରତିଷ୍ଠିତ ନେତା ମନ୍ତ୍ରୀ
ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିବାହ ସରିଛି।ବିବାହ ପରେ ରିସେପ୍ସନ ପାର୍ଟିର ଆୟୋଜନ ଦିଲ୍ଲୀର ଏୟାରଫୋର୍ସ ଅଡିଟୋରୀୟମ କରାଯାଇଥିଲା।ଏହି ପାର୍ଟିରେ ରାଜନୈତିକ କ୍ଷେତ୍ରର ପ୍ରତିଷ୍ଠିତ ନେତା ପହଞ୍ଚିଥିଲେ। ଯେଉଁଥିରେ ମୁଖ୍ୟରେ ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
୬ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର, ୬୦% ବଢିଲାଣି କରୋନା ସଂକ୍ରମଣ
ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ୨୪ ଘଂଟାରେ ୭୫୪ ନୂଆ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବାରୁ ଦେଶର ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର…
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଦେଶକୁ କ୍ଷମା ପ୍ରାର୍ଥନା ମାଗନ୍ତୁ କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିକୁ
ଶବ୍ଦମିଡ଼ିଆ ବ୍ୟୁରୋ:ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି।ଆଜି ସଂସଦ ଭବନରେ ଏହି ବଜେଟ ଅଧିବେଶନରେ ପ୍ରଥମ ଥର ରାହୁଲ ଗାନ୍ଧୀ ସାମିଲ ହେଉଛନ୍ତି।ବିଜେପି ଲଗାତର ରାହୁଲ ଗାନ୍ଧୀଙ୍କ କ୍ଷମା ଦାବି କରୁଛନ୍ତି। ଏଭଳି ସ୍ଥିତିରେ ସଂସଦରେ ରହୁଲଙ୍କ ଉପସ୍ଥିତିକୁ…
ଆସନ୍ତାକାଲଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ,ଦଳରୁ ବାଦପଡିଲେ ତାରକା ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର
ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଠ ଦିନିକିଆ ସିରିଜ।କିନ୍ତୁ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟ୍କା । ଦଳର ନିର୍ଭରଯୋଗ୍ୟ ବ୍ୟାଟର୍ ଶ୍ରେୟସ ଆୟର ଆହତ କାରଣରୁ ପୂରା ସିରିଜ୍ରୁ ବାଦ୍…
ପୁରୀରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଉଦଘାଟିତ
ଶବ୍ଦ ଓଡିଶା ବ୍ୟୁରୋ:ପୁରୀ ଝାଡେଶ୍ୱରୀ କ୍ଲବ ପରିସରରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଆରମ୍ଭ ହୋଇଛି। ଜାତୀୟ ସୁଟିଂବଲ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ସୁଟିଂବଲ ଆସୋସିଏସନ ଜୋନ ୩ର ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଅନୁମତି ମିଳିଥିଲା। ଓଡ଼ିଶା…
ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ
ଶବ୍ଦ ଓଡିଶା ବ୍ୟୁରୋ: ଭୀଷଣ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ…