ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ରିଷେପ୍ସନ ପାର୍ଟିରେ ଯୋଗଦେଲେ ପ୍ରତିଷ୍ଠିତ ନେତା ମନ୍ତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିବାହ ସରିଛି।ବିବାହ ପରେ ରିସେପ୍ସନ ପାର୍ଟିର ଆୟୋଜନ ଦିଲ୍ଲୀର ଏୟାରଫୋର୍ସ ଅଡିଟୋରୀୟମ କରାଯାଇଥିଲା।ଏହି ପାର୍ଟିରେ ରାଜନୈତିକ କ୍ଷେତ୍ରର ପ୍ରତିଷ୍ଠିତ ନେତା ପହଞ୍ଚିଥିଲେ। ଯେଉଁଥିରେ ମୁଖ୍ୟରେ ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ,ଜୟା ବଚନ ସସି ଥରୁର, ପ୍ରକାଶ କରାତ, ବୁନ୍ଦା କରାତ ଆମ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ ସୌରଭ ଭରଦ୍ବାଜ ସମସ୍ତ ଏହି ପାର୍ଟିରେ ଯୋଗଦେଇଥିଲେ।ଏହା ଛଡା ଅନେକ ବରିଷ୍ଠ ନେତା ଏହି ରିସେପ୍ସନ ପାର୍ଟିରେ ଯୋଗ ଦେଇଥିଲେ ସମସ୍ତେ ସ୍ଵରା ଭାସ୍କରଙ୍କୁ ବିବାହ ପରେ ନୂଆ ଜୀବନ ଆରମ୍ଭ କରିବା ନେଇ ଶୁଭେଚ୍ଛା ଶୁଭକାମନା ଜଣାଇଥିଲେ।

You May Also Like

More From Author

+ There are no comments

Add yours