Sun. Nov 29th, 2026

Category: ଓଡ଼ିଶା

ପିଣ୍ଟୁ ନନ୍ଦଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦଓଡ଼ିଶା ବ୍ୟୁରୋ: ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ । ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ…

ପିଣ୍ଟୁ ନନ୍ଦଙ୍କ ପରଲୋକ, ଲିଭର୍ ସିରୋସିସ୍ ରୋଗରେ ଥିଲେ ପୀଡିତ ।

ଶବ୍ଦଓଡ଼ିଶା ବ୍ୟୁରୋ: ଆଉ ନାହାନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ମାତ୍ର ୪୫ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ…

ଘର କାନ୍ଥ ଭାଙ୍ଗି ଦୁର୍ବୁତ୍ତ ୫୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ

ଶବ୍ଦଓଡ଼ିଶା ବ୍ୟୁରୋ: ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ଫୁଣ୍ଡେଲପଡା ଗ୍ରାମରେ ଡମୁ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତ ମଙ୍ଗଳବାର ରାତିରେ ଘର ପଛ ପଟ କାନ୍ଥ ଭାଙ୍ଗି ଘରେ ଥିବା 50 ହଜାର…

ପୁରୀ ଠାରେ ଅନ୍ତ ରାଷ୍ଟ୍ରୀୟ ହୁଇଲ ଚେୟାର ଦିବସ ପାଳିତ

ଶବ୍ଦଓଡ଼ିଶା ବ୍ୟୁରୋ:ପୁରୀ:ପୁରୀ ଜିଲ୍ଲା ଦିବ୍ୟଂଗ ମହାମଞ୍ଚ ତରଫରୁ ଜିଲ୍ଲା ପ୍ରଶାସନ ଓ ସ୍ୱେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ଆୟୋଜିତ ହୋଇ ଯାଇଛି ବିଶ୍ଵ ହୂଇଲ ଚେୟାର ଦିବସ।ପୁରୀ ଲୋକନାଥ ରୋଡ ସ୍ଥିତ ସିଂହସ୍ଥାନ ମଧୁବୈଶ୍ୟ ସମିତି ଠାରେ ଆୟୋଜିତ…

ବିଜେପି କର୍ମୀ-ପୋଲିସ ଗଣ୍ଡଗୋଳ ଘଟଣା:ରାଜ୍ୟ ପୋଲସପ୍ରଶାସନକୁ ନିନ୍ଦା କଲେ ବିଜେପି ବିଧାୟକ ମୋହନ ମାଝି

ଶବ୍ଦଓଡ଼ିଶା ବ୍ୟୁରୋ:ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ମୃତୁର ସିବିଆଇ ତଦନ୍ତ ଦାବି ନେଇ ଆନ୍ଦୋଳନ ସମୟରେ ପୋଲିସ ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଧସ୍ତା ଧସ୍ତି ହୋଇଥିଲା।ଏହି ଗଣ୍ଡଗୋଳରେ ୨୨ ଜଣ ବିଜେପି କର୍ମୀଙ୍କୁ କୋର୍ଟ ଚାଲଣ କରିଛି…

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା,ଓଡ଼ିଶାର କଟକ, ଭୁବନେଶ୍ୱର,ପୁରୀ ରେ ଗଡ଼ିବ ମେଟ୍ରୋ ଟ୍ରେନ

ଶବ୍ଦଓଡ଼ିଶା ବ୍ୟୁରୋ:ଦେଶର କେତେକ ରାଜ୍ୟରେ ମେଟ୍ରୋ ଟ୍ରେନ ଚାଳିଲାଣି।ଅନ୍ୟପଟେ ଏହି ମେଟ୍ରୋ ଓଡ଼ିଶାରେ ଚାଲିବା ନେଇ ଅନେକ ଦିନ ହେଲା ଯୋଜନା ଚାଲିଛି।ତେବେ ଏହା ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି।ଏଣିକି ସାରା ଦେଶରେ…

ଆଜି ଠାରୁ ସକାଳ ୬ ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲା ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର

ଶବ୍ଦଓଡ଼ିଶା ବ୍ୟୁରୋ:ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜି ପ୍ରମୁଖ ପରିଚୟ କୋଣାର୍କ ମନ୍ଦିର।ବର୍ଷ ସାରା ଏଠାରେ ପରିଦର୍ଶନଙ୍କ ସଂଖ୍ୟା ଲାଗିକି ରହିଥାଏ।ରାଜ୍ୟ ଦେଶ ଏବଂ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି।କାହିଁକି ନା ବିଶ୍ୱ ଐତିହ୍ୟରେ କୋଣାର୍କ ମନ୍ଦିରର ପରିଚୟ ସ୍ୱତନ୍ତ୍ର ।ତେବେ…

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ପଦରୁ ମନୀଷ ସିସୋଦିଆ,କ୍ୟାବିନେଟ ମନ୍ତ୍ରୀ ପଦରୁ ସତେନ୍ଦ୍ର ଜେନଙ୍କ ଇସ୍ତଫା

ଶବ୍ଦଓଡ଼ିଶା ବ୍ୟୁରୋ:ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ ନେତା ମନୀଷ ସିସୋଦିଆ। ମଦ ନୀତି କେଳେଙ୍କାରୀ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସିସୋସିଆ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । କେବଳ…

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ଶବ୍ଦଓଡ଼ିଶା ବ୍ୟୁରୋ:ଚନ୍ଦାହାଣ୍ଡି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପରିଷରରେ ବ୍ଲକ ସ୍ଥରୀୟ ନିଯୁକ୍ତି ମେଲା ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପୂଜାରୀ ମୁଖ୍ୟଅତିଥି ଭାବରେ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରି ଥିଲେ।…

ଚାନ୍ଦିପୁର ଆଇଟିଆର ହନିଟ୍ରପ ମାମଲା:ସତ ମାନିଛି ଅଭିଯୁକ୍ତ ବାବୁରାମ

ଶବ୍ଦଓଡିଶା ବ୍ୟୁରୋ:ହନିଟ୍ରାପ ଶିକାର ହୋଇ ଫସିବା ଏହା ଆଜି ନୁହେଁ ଆଗରୁ ଏହିଭଳି ଅନେକ ଥର ହୋଇଛି।ଏହାକୁ ନେଇ ସରକାର ଅନେକ ବାର ବଡ଼ ବିପଦର ସମ୍ନା କରିବାର ପରିସ୍ଥିତି ଉପୁଜିଛି।ସେହିପରି ଚାନ୍ଦିପୁର ଆଇଟିଆର ହନିଟ୍ରପ ଶିକାର ହୋଇଛନ୍ତି ବାବୁରାମ ଦେ।ଫ୍ରେବ୍ରୁଆରୀ…