Sun. Nov 29th, 2026

Category: ଓଡ଼ିଶା

ଜୈବ ସାର ବ୍ୟବହାର ର ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ

କୋରାପୁଟ: ଆଜି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ତରଫରୁ ସେମିଳିଗୁଡା ବ୍ଲକର ପୁଟସିଲ ଓ ଲକ୍ଷ୍ମୀପୁର ବ୍ଲକ ର କାନପlଡ଼ି ଗାଁ ଠାରେ ଜୈବ ସାରର ବ୍ୟବହାର ଓ ଲାଭ ସମ୍ପର୍କରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ…

ବୈଷୟିକ ଜ୍ଞାନ କୌଶଳ ଦ୍ବାରା ମହିଳା ସଶକ୍ତିକରଣ ସମ୍ଭବ

ଜୟପୁର: ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଦ୍ଵାରା ମହିଳା ସଶକ୍ତିକରଣ ସମ୍ଭବ ହୋଇ ପାରିବ ବୋଲି ପଦ୍ମଶ୍ରୀ ଡ଼ଃ ଅଜୟ ପରିଡା ମତବ୍ୟକ୍ତ କରିଛନ୍ତି । ଆଜି ଜୟପୁର ସ୍ଥିତ ସ୍ବାମୀ ନାଥନ୍ ଗବେଷଣା ଫାଉଣ୍ଡେସନ ଠାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ…

ବାହକ ଦ୍ଵାରା ସୃଷ୍ଟି ହେଉଥିବା ରୋଗ ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ବର ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓଡିଶା ସରକାରଙ୍କର ଦକ୍ଷତା ବିଜ୍ଞାନ ବିଭାଗ ସହାୟତା ରେ ଏକ ଦକ୍ଷତା ବିଜ୍ଞାନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ଓଡିଶା ର…

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ଦାବି

ବ୍ରହ୍ମପୁର (୧ ଏପ୍ରିଲ୍, ୨୦୨୨): ବୈମାତୃକ ମନୋଭାବ ବନ୍ଦ୍ କରି ଗଞ୍ଜାମ ଜିଲ୍ଲା ର ବିକାଶ ଓ ବ୍ରହ୍ମପୁର ଠାରେ ନିତିଦିନିଆ ବିମାନ ବନ୍ଦର ରାଜ୍ୟ ସରକାର ତୁରନ୍ତ ପ୍ରତିଷ୍ଠା କରିବା ପାଇଁ ଦାବି ହୋଇଛି। ଏ ନେଇ ଏକ ବିରାଟ…

କଳାହାଣ୍ଡି ଜିଲ୍ଲା ଅଭିଭାବକ ସମ୍ମିଳନୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକ ସିମାରେ ଥିବା ଶାନ୍ତି ବନ ଠାରେ ଭୁବନେଶ୍ୱର ସ୍ଥିତ ନବଜ୍ୟୋତି ବିଜ୍ଞାନ କଲେଜ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅଭିଭାବକ /ଅଭିଭାବିକା ମାନଙ୍କୁ ନେଇ ଏକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଥିଲା।ଏଥିରେ କଲେଜ…

ଅଭିନୟ ନିଶାରେ ମସଗୁଲ, ପ୍ରଫୁଲ୍ଲ କୁମାର ଲେଙ୍କା

କଳା ହେଉଛି ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କଳା ହେଉଛି ହୃଦୟର ଭାବପ୍ରବଣତା ଏବଂ ଶକ୍ତିଶାଳୀ ଅନୁଭବର ଏକ ସ୍ୱତ ପ୍ରବୃତ୍ତ ପ୍ରବାହ । କଳାର ଆଧ୍ୟାତ୍ମିକ ବିକାଶର ଫଳ ସ୍ୱରୂପ ମଣିଷ ଅତ୍ୟଧିକ ଆତ୍ମସନ୍ତୋଷ ପାଇଥାଏ ।…

ଜଗତପତିଙ୍କ ପଖାଳ ପ୍ରୀତି

#PakhalaDibasa #sabdaodisha #sabdamediaଓଡ଼ିଶା ମାଟିର ମହକ ନିଆରା ,ମହ ମହ ଖାଲି ବାସେ ;ଅମୃତ ମଣୋହି ଓଡ଼ିଆ ପରସି,ପଖାଳ କଂସାରେ ବସେଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା। ଆମେ ଓଡ଼ିଆ ,ଆମ ମାଟି ଓଡ଼ିଆ। ଆମ ସଂସ୍କୃତି ପରମ୍ପରା…

ଦୋଳରୁ ପଡି ହାତ ଭାଙ୍ଗିଦେଲେ କଳା ସାଆନ୍ତ

“ଦୋଳେଶ୍ଚ ଦୋଳଗୋବିନ୍ଦଂ ଚାପେଷୁ ମଧୁସୁଦନମ୍ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମଂ ନ ବିଦ୍ୟତେ”। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଆଉ ରଥରେ ବାମନଙ୍କୁ ଦର୍ଶନ କଲେ ମଣିଷ ପୁନର୍ଜନ୍ମରୁ ମୁକ୍ତିଲାଭ କରେ ବୋଲି କୁହାଯାଏ। ଏ ତିନୋଟି ପ୍ରମୁଖ ଯାତ୍ରା ଓଡ଼ିଆ…

ହସ୍ପିଟାଲରେ ନବଜାତଙ୍କୁ ମିଳିବ ଆଧାର

ରାଜ୍ୟରେ ଶତପ୍ରତିଶତ ‘ଆଧାର’ ନମ୍ବର ଆବଣ୍ଟନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନବଜାତ ଶିଶୁଙ୍କୁ ହସ୍ପିଟାଲରେ ହିଁ ‘ଆଧାର’ ପରିସରଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ‘ବାଲ ଆଧାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ସୁବିଧା ହସ୍ପିଟାଲଗୁଡ଼ିକରେ…

ଗଣତି ମଧ୍ୟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ପଞ୍ଜାବରେ କେଜ୍ରିୱାଲଙ୍କ ଯାଦୁ । ଭୋଟଗଣତି ରେସରେ ଆଗୁଆ ଅଛି ଆମ ଆଦମୀ ପାର୍ଟି । ଦିଲ୍ଲୀରେ ‘ଆପ୍‌’ ସରକାରଙ୍କ ଶାସନ ଢାଞ୍ଚା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି । ଏହି ସମୟରେ ପ୍ରତିକ୍ରିୟା ରଖିଲେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ।…