Mon. Nov 30th, 2026

Category: ଓଡ଼ିଶା

କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ ସଚେତନତା ଶିବିର

ଉତ୍କଳ ଦିବସ ସମାରୋହ ରେ ଶୁଭା ଟ୍ରଷ୍ଟ ତରଫରୁ କ୍ୟାନ୍ସର ପୀଡ଼ିତାଙ୍କ ଉଦ୍ଦେଶ୍ୟ ରେ କେଶ ଦାନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ପ୍ରଥମ ଥର ଶୋଭା ଟ୍ରଷ୍ଟ କ୍ୟାନ୍ସର ପୀଡ଼ିତା ଙ୍କ ମୁଁହରେ ଟିକେ ହସ ଫୁଟାଇବା ପାଇଁ ପ୍ରୟାସ…

ବାଲ୍ୟ ବିବାହ ରୋକିବାକୁ ସଉରା ଉନ୍ନୟନ ସଂସ୍ଥାର ଅଭିନବ ପ୍ରୟାସ

ଗୋଟିଏ ବର୍ଷ ରେ ୧୧ ଟି ନବବିବାହିତ ଦମ୍ପତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଯୋଜନାର ସଫଳ ରୁପାୟନ ହୋଇପାରିଛି। ବିଶେଷ କରି ବାଲ୍ୟ ବିବାହ ରୋକିବା ଦିଗରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମସିହାରେ ମୋଟ ୧୧ ଟି ଆଦୀମ ଜନଜାତି…

ଗଜପତିରେ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା । ଗ୍ରାମାଞ୍ଚଳର ଚାଷୀଙ୍କୁ ସହଜ ଓ ସରଳ ସୁବିଧା ମାଧ୍ୟମରେ ବ୍ୟାଙ୍କିଂ ସେବା ଯୋଗାଇଦେବା ପାଇଁ କରାଯାଇଛି ପ୍ରୟାସ। ଏହି ଲକ୍ଷରେ ମୋହନା ବ୍ଲକର ଚନ୍ଦ୍ରଗିରି ବୃହଦାଗାର ଆଦିବାସୀ ବହୁମୂଖୀ ସମବାୟ ସମିତି…

ବାଣପୁରରେ ନବରାତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

ବାଣପୁରରେ ମା’ଭଗବତୀଙ୍କୁ ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ। ଦୀର୍ଘ ୬୦ ବର୍ଷ ପରେ ମା’ ଭଗବତୀଙ୍କ ପୀଠରେ ପୁଣି ଆରମ୍ଭ ହୋଇଥିବା ବାସନ୍ତିକ ନବରାତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଅତି ଆନନ୍ଦ ଉଲ୍ଲାସର ସହ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନୀ, ସଂକୀର୍ତ୍ତନ…

ଶନିବାର ପଟିଆଲା ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ!

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆସନ୍ତାକାଲି ଅର୍ଥାତ୍‌ ଶନିବାର ପଟିଆଲା ଜେଲରୁ ମୁକ୍ତ ହୋଇପାରନ୍ତି। ସିଦ୍ଧୁଙ୍କ ଟୁଇଟର ହ୍ୟାଣ୍ଡେଲରୁ ଏହି ସୂଚନା ଶେୟାର କରାଯାଇଛି। ତେବେ ପଞ୍ଜାବ ସରକାର ଏ ସମ୍ପର୍କରେ ଯଥାର୍ଥ ସୂଚନା ଦେଇ ନ ଥିବା ଜଣାପଡିଛି।…

ଅଯୋଗ୍ୟ ନାଁ ରାହୁଲ!

ରାହୁଲ ଗାନ୍ଧୀଙ୍କ ନାମ ସହ ଯୋଡି ହୋଇଥିବା ଆଉ ଏକ ମାଲା ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ସମାନ ନାମକୁ ବି ଅଯୋଗ୍ୟ ଘୋଷିତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁଯାୟୀ, ନିର୍ବାଚନ ଖର୍ଚ୍ଚର ସୂଚନା ନ…

ଦୁର୍ଗମ ଇଲାକାରେ ଅପହଞ୍ଚ ନେଟୱର୍କ ସେବା ; ପାହାଡ ଉପରେ ବ୍ୟାଙ୍କ ସେବା ଯୋଗାଉଛି ମିଶନ ଶକ୍ତି

ଆଧୁନିକ ଯୁଗରେ ଭାରତର କୋଣ ଅନୁକୋଣରେ ଅତ୍ୟାଧୁନିକ 5G ସେବା କାର୍ଯ୍ୟକାରୀ ହେଲାଣି ।କିନ୍ତୁ ଦୁର୍ଗମାଞ୍ଚଳ ରେ ଏବେ ବି ଅପହଞ୍ଚ , ମୋବାଇଲ ନେଟୱର୍କ ସେବା । ଏଥିପାଇଁ ଅନେକ ସ୍ଥାନରେ କେଉଁଠି ପାହାଡ଼ ଉପରେ ତ ଅନ୍ୟ କେଉଁଠାରେ…

ପୁରୀରେ ରାମ ନବମୀ ରୁ ଆରମ୍ଭ ହେଲା ସାହିଯାତ

ଆଜି ରାମ ନବମୀ।ମର୍ଯ୍ୟଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଙ୍କ ପବିତ୍ର ଜନ୍ମ ତିଥି।ଏହି ପବିତ୍ର ତିଥି ରୁ ଆରମ୍ଭ ହୋଇଛି ପୁରୀ ର ପ୍ରସିଦ୍ଧ ସାହିଯାତ।ଯାହା ରାମ ନବମୀ ଠାରୁ ଶ୍ରୀରାମଚନ୍ଦ୍ର ଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ଅର୍ଥାତ ଅପ୍ରେଲ ୧୫ ତାରିଖ…

ମାଆ ଭଗବତୀଙ୍କ ପୀଠରେ ଅଶୋକାଷ୍ଟମୀ

ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରି ଅଶୋକାରୁ ଫେରିଲେ ମା’ ଭଗବତୀ । ଚୈତ୍ର ଶୁକ୍ଳ ଅଷ୍ଟମୀ ଅଶୋକାଷ୍ଟମୀ ଭାବରେ ମା’ ଭଗବତୀଙ୍କ ପୀଠରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବାରମାସରେ ତେର ଯାତ୍ରା ମଧ୍ୟରୁ ଅଶୋକ ଯାତ୍ରା ମା’ଙ୍କର ବର୍ଷର ଶେଷ…

ପୁରୀରେ ବଲିଉଡ ଅଭିନେତ୍ରୀ ଜୟପ୍ରଦା

ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ଜୟପ୍ରଦା । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ। ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ପରେ…