Mon. Nov 30th, 2026

Category: ଓଡ଼ିଶା

ଖଡିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍, ୫ ସ୍ଥାନରେ ଜାରିରହିଛି ଚଢାଉ ।

ଶବ୍ଦ ଓଡିଶା ବ୍ୟୁରୋ: ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ନୂଆପଡା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗରେ ଏହି ରେଡ ଜାରିରହିଛି । ବଲାଙ୍ଗୀରରେ ଥିବା ନାରାୟଣଙ୍କ…

ରାଜଧାନୀରେ ଘନ କୁହୁଡିର ଚାଦର, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଘନ କୁହୁଡିର ବଳୟ ଦେଖିବାକୁ ମିଳିଛୁ । ଏହି କାରଣରୁ ଲୋକଙ୍କ ଯାତାୟତରେ ବାଧାସୃଷ୍ଟି ହୋଇଛି । ଚାରିଆଡ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଛି । ଗତକାଲି କୋରାପୁଟରେ ରାତି ତାପମାତ୍ରା ୭ ଦଶମିକ ୫…

ବିଜେପି ନେତାଙ୍କୁ ହତ୍ୟା ଧମକ ଦେଇ ମୁମ୍ବାଇରୁ ଯୁବକ ଗିରଫ।

ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ନେତା ଓ ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ…

ଚିଲିକାରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତାକୁ ନେଇ ସାଧାରଣ ସଭା

ଭାରତର ବୃହତ ଲୁଣା ହ୍ରଦ ଚିଲିକା । ଗୋଟିଏ ପଟେ ମାଆ କାଳିଜାଇଙ୍କ ମନରୋମ ପୀଠ,ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳାର କ୍ଷେତ୍ରର କାଙ୍କଣଶିଖରୀ,ବିଦେଶାଗତ ପକ୍ଷୀଙ୍କ ପ୍ରିୟ ନଳବଣ ଓ ଚଢେଇଗୁହା । ପ୍ରାକୃତିକ ଶୋଭାରେ ଟିକେ ଆନମନା ହେବାକୁ ଓ ଆଧ୍ୟାତ୍ମିକ ଭାବରେ…

ବିସ୍ଥାପିତ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗ, ରାୟଗଡା କଂଗ୍ରେସର ଆନ୍ଦୋଳନ ଚେତାବନୀ

ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ ଶିଳାବତୀ ନାୟକଙ୍କ ମୃତ୍ୟୁ ପରେ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ତେଜୁଛି ଜନ ଅସନ୍ତୋଷ । ପରିବାରକୁ ଅନୁକମ୍ପା ରାଶି ସହ ମୃତ ଶିଳାବତୀଙ୍କ ନବଜାତ ଶିଶୁର ସମସ୍ତ ଭରଣ ପୋଷଣ ଦାୟୀତ୍ୱ କମ୍ପାନୀ…

ଶ୍ରୀମନ୍ଦିରରେ ଠେଲାପେଲାରେ ୨ ଆହତ । ଉଭୟ ପୁରୀ ଡାକ୍ତରଖାନାରେ ଭର୍ତ୍ତି ।

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଠେଲାପେଲା ଯୋଗୁ ୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଜଣେ ସୁସ୍ଥ ହେବା ପରେ ତାଙ୍କୁ ଛାଡିଦିଆଯାଇଛି ।ଆହତ ହୋଇଥିବା ଦୁଇ ଶ୍ରଦ୍ଧାଳୁ…

ହକି ବିଶ୍ୱକପରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଭାରତ ।

ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜି ଭାରତ ଇଂଲଣ୍ଡକୁ ଭେଟିବ । ସନ୍ଧ୍ୟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛନ୍ତି ।ପ୍ରଥମ ମ୍ୟାଚରେ ଇଂଲଣ୍ଡ ୫-୦…

ଖୋର୍ଦ୍ଧା ବିରଜାଇ ପୀଠରେ ମକର ସଂକ୍ରାନ୍ତି ପାଳିତ ।

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପବିତ୍ର ମକର ସଂକ୍ରାନ୍ତି ଅନୁଷ୍ଠିତ ହୋଇଛି । ମା ବିରଜାଇ ପୀଠରେ ଏହାକୁ ନେଇ ଉତ୍ସବର ମାହୋଲ ରହିଛି । ତିନି ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ ।…

କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧାରୀ ଗମାଙ୍ଗ! ହାଇଦ୍ରାବାଦରେ କେସିଆରଙ୍କୁ ସାକ୍ଷାତ

ଶବ୍ଦ ଓଡିଶା ବ୍ୟୁରୋ: ଭାରତ ରାଷ୍ଟ୍ର ସମିତି ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗଦେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ଗିରିଧାରୀଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ଏହି ଦଳରେ ଯୋଗଦେଇପାରନ୍ତି । ଶୁକ୍ରବାର ଉଭୟ ହାଇଦ୍ରାବାଦ ସ୍ଥିତି…

ପାରାଲାଲ୍ସ ଗ୍ରୁପ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀ, ପ୍ରଦର୍ଶିତ ହେଲା ସମସାମୟିକ ଚିତ୍ର କଳା

ଶବ୍ଦ ଓଡିଶା ବ୍ୟୁରୋ: ପାରାଲାଲ୍ସ ଗ୍ରୁପ ଶିଳ୍ପୀମାନଙ୍କ ଦ୍ୱାରା ଏକ ଚିତ୍ରକଳା ଏବଂ ଆଲୋଚନାଚକ୍ର ଦୁଇ ଦିନ ଧରି ଆୟୋଜିତ ହୋଇଛି । ଏଥିରେ ସମସାମୟିକ ଚିତ୍ର କଳାର ସମାଜ ଉପରେ କେଉଁଭଳି ପରିବର୍ତ୍ତନର ବାର୍ତ୍ତା ବହନ କରୁଛି ତାହା ବେସ…