ଶ୍ରୀମନ୍ଦିରରେ ଠେଲାପେଲାରେ ୨ ଆହତ । ଉଭୟ ପୁରୀ ଡାକ୍ତରଖାନାରେ ଭର୍ତ୍ତି ।

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଠେଲାପେଲା ଯୋଗୁ ୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଜଣେ ସୁସ୍ଥ ହେବା ପରେ ତାଙ୍କୁ ଛାଡିଦିଆଯାଇଛି ।
ଆହତ ହୋଇଥିବା ଦୁଇ ଶ୍ରଦ୍ଧାଳୁ ହେଉଛନ୍ତି କଟକର ଦିବ୍ୟା ସାହୁ, ପୁରୀ ହାଡଗଡିଆ ସାହିର ସୁଲୋଚନା ସାହୁ । ଦିବ୍ୟା ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସୁଲୋଚନାଙ୍କ ଚିକିତ୍ସା ଚାଲିଛି ।

You May Also Like

More From Author

+ There are no comments

Add yours