ମାଷ୍ଟରକ୍ୟାଂଟିନ ଛକରେ ବିଜେଡି ମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା
ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ । ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ କୁଶପୁତ୍ତଳିକା ଦାହ କଲା ବିଜେପି ।ରାଜଧାନୀରେ ବିଜେପିର ପ୍ରତିବାଦ । ମାଷ୍ଟର କ୍ୟାଣ୍ଟିନ ଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ । ଦଳ ପକ୍ଷରୁ ଅଭିଯୋଗ…
ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଡାକୋଟା ବିମାନକୁ ନେଇ ଏବେ ଚାଲିଛି ଚର୍ଚ୍ଚା। କାରଣ ଭୁବନେଶ୍ୱର ବିମାନବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା ବିମାନ । ବିମାନ ବନ୍ଦରର ୧.୧ ଏକର ଜମିରେ ବିଜୁବାବୁଙ୍କ ଏହି ଡାକୋଟା ବିମାନ ରହିବ ।…
ନୂଆଁଖାଇକୁ ଛୁଟିଦିନରୁ ବାଦ୍: ତେଜୁଛି ନିଆଁ; ବଢୁଛି ଆନ୍ଦୋଳନ
ଲଗାତାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୁଃଖ। ମାଟି ପାଇଁ କେତେ ଯେ ବୀର ପୁରୁଷ ବୀରଗତି ପାଇଛନ୍ତି। କିନ୍ତୁ ଆଜି ଓଡ଼ିଶାର ଏହି ପ୍ରାଚୀନ ସଂସ୍କୃତିକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ସରକାରୀ ଛୁଟି…
ଯୁବପିଢିଙ୍କ ଚାକିରି ଆଶାରେ ବାଧକ ଖୋଦ୍ ସରକାର; ବୟସ ୮୬ ବର୍ଷ ହେଲେ ବି ଅବସର ନେଇନାହାନ୍ତି ବରିଷ୍ଠ କର୍ମଚାରୀ
ଚାକିରି ଖଣ୍ଡେ ପାଇବା ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟି ଗଲାଣି। କେତେବେଳେ ସରକାରୀ ସ୍ତରରେ ଭଲ ପୋଷ୍ଟ ଖାଲି ହେବ ଓ ସେମାନେ ଆବେଦନ କରିପାରିବେ ସମ ନେଇ କଠିନ ପରିଶ୍ରମ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ନିଘା ବୋଧ ହୁଏ…
୮ମ ଥର ପାଇଁ ବିହାରର ମୁଖ୍ଯମନ୍ତ୍ରୀ ଗାଦିରେ ବସିଲେ ନୀତୀଶ
କଥାରେ ଅଛି ବର୍ଷା ଯୁଆଡ଼େ ଛତା ସିଆଡ଼େ। କେବେ ବିଜେପି ତ କେବେ ଆରଜେଡ଼ି! କେବେ ପଦ୍ମ ଧରି ରାଜନୀତିକୁ ଓହ୍ଲାଉଛନ୍ତି, ତ ଆଉ କେବେ ମେଣ୍ଟ ସରକାରରେ ଶାସନ ଭାର ନିଭାଉଛନ୍ତି। ସେ ଆଉ କେହି ନୁହଁନ୍ତି, ବିହାର ମୁଖ୳ମନ୍ତ୍ରୀ…