Thu. Oct 15th, 2026

Category: ରାଜନୀତି

ସନ୍ୟାସ ନେବେ କି ପିସିସି ସଭାପତି?

“ପ୍ରମାଣ ଦେଲେ ରାଜନୀତି ଛାଡିଦେବି । ସନ୍ୟାସ ନେଇଯିବି ।”ଏପରି କିଛି କହି ଦଳୀୟ ନେତାଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅସଲ କଥାଟି ହଉଛି ପଦ୍ମପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଥିଲେ…

ମାଷ୍ଟରକ୍ୟାଂଟିନ ଛକରେ ବିଜେଡି ମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ । ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ କୁଶପୁତ୍ତଳିକା ଦାହ କଲା ବିଜେପି ।ରାଜଧାନୀରେ ବିଜେପିର ପ୍ରତିବାଦ । ମାଷ୍ଟର କ୍ୟାଣ୍ଟିନ ଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ । ଦଳ ପକ୍ଷରୁ ଅଭିଯୋଗ…

ଧାମନଗରରେ ଉଇଁଲା ସୂର୍ଯ୍ୟ

ଧାମନଗରରେ ଫୁଟିଲା ପଦ୍ମ । ବାଜିମାତ କଲା ବିଜେପି । ବିଜୟ ମୁକୁଟ ପିନ୍ଧିଲେ ସୂରଜ ସୂର୍ଯ୍ୟବଂଶୀ । ବିଜେପି ସପକ୍ଷରେ ରାୟ ଦେଲେ ଜନତା ଜନାର୍ଦ୍ଦନ । ଆସନ ବଜାୟ ରଖିଲା ଭାରତୀୟ ଜନତା ପାର୍ଟୀ । ୯ହଜାର୮୦୨ଖଣ୍ଡ ଭୋଟ…

ଚାଲିଛି ଧାମନଗର ବ୍ୟାଟେଲ

କିଏ ଜିତିବ ଧାମନଗର ବାଜି ? କିଏ କରିବ ନେତାଙ୍କ ଛାତି ଧଡଧଡ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ମଧ୍ୟାହ୍ନ ସୁଦ୍ଧା ଆସିପାରେ ଚୂଡାନ୍ତ ଫଳାଫଳ । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ…

ପଦ୍ମପୁର ବାଜି,କଂଗ୍ରେସ ଗଢିଲା କମିଟି,ବିଜେଡିର କାଲି ବୈଠକ

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସହ ରାଜନୀତିକ ଦଳଗୁଡ଼ିକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି । ପଦ୍ମପୁର ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ ଆଜି ନିଜର ଏକ କମିଟି ଗଠନ କରିଛି । ସେପଟେ…

ସରିଲା ଧାମନଗର ବ୍ୟାଟେଲ

ସରିଲା ଭୋଟ । ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ନିର୍ବଚନ ପ୍ରକ୍ରିୟା । ମତ ସାବ୍ୟସ୍ତ କଲେ ଧାମନଗରବାସୀ । ଉପନିର୍ବାଚନରେ ମୋଟ ୬୦%ରୁ ଉର୍ଦ୍ଧ୍ବ ହେଲା ମତଦାନ । ନୂଆ ବିଧାୟକଙ୍କୁ…

ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଡାକୋଟା ବିମାନକୁ ନେଇ ଏବେ ଚାଲିଛି ଚର୍ଚ୍ଚା। କାରଣ ଭୁବନେଶ୍ୱର ବିମାନବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା ବିମାନ । ବିମାନ ବନ୍ଦରର ୧.୧ ଏକର ଜମିରେ ବିଜୁବାବୁଙ୍କ ଏହି ଡାକୋଟା ବିମାନ ରହିବ ।…

ନୂଆଁଖାଇକୁ ଛୁଟିଦିନରୁ ବାଦ୍: ତେଜୁଛି ନିଆଁ; ବଢୁଛି ଆନ୍ଦୋଳନ

ଲଗାତାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୁଃଖ। ମାଟି ପାଇଁ କେତେ ଯେ ବୀର ପୁରୁଷ ବୀରଗତି ପାଇଛନ୍ତି। କିନ୍ତୁ ଆଜି ଓଡ଼ିଶାର ଏହି ପ୍ରାଚୀନ ସଂସ୍କୃତିକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ସରକାରୀ ଛୁଟି…

ଯୁବପିଢିଙ୍କ ଚାକିରି ଆଶାରେ ବାଧକ ଖୋଦ୍ ସରକାର; ବୟସ ୮୬ ବର୍ଷ ହେଲେ ବି ଅବସର ନେଇନାହାନ୍ତି ବରିଷ୍ଠ କର୍ମଚାରୀ

ଚାକିରି ଖଣ୍ଡେ ପାଇବା ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟି ଗଲାଣି। କେତେବେଳେ ସରକାରୀ ସ୍ତରରେ ଭଲ ପୋଷ୍ଟ ଖାଲି ହେବ ଓ ସେମାନେ ଆବେଦନ କରିପାରିବେ ସମ ନେଇ କଠିନ ପରିଶ୍ରମ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ନିଘା ବୋଧ ହୁଏ…

୮ମ ଥର ପାଇଁ ବିହାରର ମୁଖ୍ଯମନ୍ତ୍ରୀ ଗାଦିରେ ବସିଲେ ନୀତୀଶ

କଥାରେ ଅଛି ବର୍ଷା ଯୁଆଡ଼େ ଛତା ସିଆଡ଼େ। କେବେ ବିଜେପି ତ କେବେ ଆରଜେଡ଼ି! କେବେ ପଦ୍ମ ଧରି ରାଜନୀତିକୁ ଓହ୍ଲାଉଛନ୍ତି, ତ‌ ଆଉ କେବେ ମେଣ୍ଟ ସରକାରରେ ଶାସନ ଭାର ନିଭାଉଛନ୍ତି। ସେ ଆଉ କେହି ନୁହଁନ୍ତି, ବିହାର ମୁଖ୳ମନ୍ତ୍ରୀ…