Mon. Nov 30th, 2026

Author: Niharika Mohanty

ଚିଲିକା ସାହିତ୍ୟ ସମାଜ ପାଳନ କଲା ମୁକ୍ତି ଦିବସ ସମାରୋହ

ବାଣପୁର ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।୧୮୩୬ ମସିହା ଜୁନ୍ ପହିଲାରେ ପରାଧୀନ ବାଣପୁରକୁ ଫିରିଙ୍ଗି ଶାସନ ମୁକ୍ତ କରି ତିନିଦିନ ପାଇଁ ସ୍ଵାଧୀନତା ଘୋଷଣା କରି କଳାପାଣି ଦଣ୍ଡ ଭୋଗିଥିବା ବୀର ବିପ୍ଳବୀ, ଦୁର୍ଦ୍ଦଶ ପାଇକ ଶ୍ରେଷ୍ଠ ସହୀଦ…

ଶବକୁ ଦୁଷ୍କର୍ମ ନୁହେଁ ଅପରାଧ!

ମହିଳାଙ୍କ ମର ଶରୀରକୁ ଦୁଷ୍କର୍ମ କରିବା ଆଇପିସିର ୩୭୬ ଧାରାରେ ଅପରାଧ ନୁହେଁ। କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଜଣେ ୨୧ ବର୍ଷର ଝିଅକୁ ହତ୍ୟା କରିବା ପରେ ଯୌନ ନିର୍ୟାତନା ଦେଇଥିବା ଜଣେ ବ୍ୟକ୍ତିକୁ ହାଇକୋର୍ଟ ଏହି ଅଭିଯୋଗରୁ…

ତେଜୁଛି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଦିନକୁ ଦିନ ତ୍ରୀବ୍ର ହେବାରେ ଲାଗିଛି। କୃଷକ ଓ ହରିଆଣା ଖାପ୍ ପଞ୍ଚାୟତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଇଛନ୍ତି। ଆସନ୍ତାକାଲି ହରିଆଣାରେ ଏକ ବୈଠକ ହେବ। ଏହି ବୈଠକରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି କୃଷକ ସଂଗଠନ…

ଡବ୍ଲୁଏମଓର ଉପାଧ୍ୟକ୍ଷ ହେଲେ ମୃତୁ୍ୟଞ୍ଜୟ ମହାପାତ୍ର

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାମାପାତ୍ରକୁ ମିଳିଛି ବଡ଼ ଦାୟିତ୍ୱ। ସେ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ)ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂଗଠନର ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ…

ଜୁନ ୬ ପର୍ଯ୍ୟନ୍ତ ବଢିଲା ପଛୁଆ ବର୍ଗଙ୍କ ସର୍ଭେ ଅବଧି

ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତରଫରୁ ପଛୁଆବର୍ଗ ଲୋକଙ୍କ ନିମନ୍ତେ ସର୍ଭେ ଅବଧି ଚଳିତ ମାସ ଜୁନ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତୀ ସ୍ୱାଧାଦେବ ସିଂ ୩୦ ତାରିଖ ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ…

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ସମୀକ୍ଷା

ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ତଥା ପୁରୀ ଜିଲ୍ଲା ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଶ୍ରୀମତୀ ଉଷା ପାଢ଼ୀ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟ ର…

ମିଳିତ ଅମଲା ମଞ୍ଚର ଶୋଭାଯାତ୍ରା ଓ ଧାରଣା, ସରକାରୀ କାର୍ଯ୍ୟ ଠପ

କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୩୫ ବିଭାଗ ର ଅମଲା ମାନେ ସେମାନଙ୍କ ଏକମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ କରିବା ନିମନ୍ତେ ଦିର୍ଘ ୬ ବର୍ଷ ଅତିକ୍ରମ ହୋଇ ଯାଇଥିଲେ…

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍ । ଟ୍ୟାକ୍ଟ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକ କାଳୀନ ଏହି ରେଡ୍ କରାଯାଉଛି । ଆଜି ସକାଳୁ ଯୋଡ଼ା ସାଇ ମନ୍ଦିର ନିକଟସ୍ଥ…

ମଣିପୁରରେ ଫେରୁଛି ଶାନ୍ତି!

ଅଶାନ୍ତ ହୋଇପଡିଥିଲା ମଣିପୁର । ମାସାଧିକ ସମୟ ପରେ ବି ଏଥିରେ ରୋକ ଲାଗୁ ନଥିଲା । ଏଭଳି ପରିସ୍ଥିତିରେ ରାଜ୍ୟରେ ପହଂଚିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏହାରି ସହ ଚର୍ଚ୍ଚା ହେଉଛି ଯେ ହିଂସାର ନିଆଁ ଜଳିଥିବା ମଣିପୁରରେ…

କମିଲା ଗ୍ୟାସ ଦର

ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର । ଦିଲ୍ଲୀରେ ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ । ଗତ ମେ’ରେ ୧୭୨ ଟଙ୍କା ଶସ୍ତା ହୋଇଥିଲା । ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇଛି…