1 min read
Latest ଆଞ୍ଚଳିକ ଓଡ଼ିଶା ସହର

37 ଟି ଅଭିଯୋଗ ଶୁଣାଣି କଲେ ନବରଙ୍ଗପୁର ଜିଲ୍ଲାପାଳ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର l ସୋମବାର ଦିନ ଚନ୍ଦାହାଣ୍ଡି ବ୍ଲକ  ଗସ୍ତ କରି , ବ୍ଲକ  ସଭାଗୃହ  ଠାରେ  ଚନ୍ଦାହାଣ୍ଡି  ବ୍ଲକବାସୀଙ୍କ ବ୍ୟକ୍ତିଗତ ଓ ସାମୁହିକ ସର୍ବମୋଟ 37 [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

ପୁରୀ ପୋଲିସ କର୍ମଚାରୀଙ୍କ ପରୋପକାରିତା; ବୃଦ୍ଧ ଦମ୍ପତିଙ୍କୁ ବଢାଇଛନ୍ତି ସାହାଯ୍ୟର ହାତ

ଚର୍ଚ୍ଚାରେ ପୋଲିସର ମହାନତା। ଅସହାୟ ବୁଢ଼ା ଦମ୍ପତିଙ୍କୁ ବଢାଇଛନ୍ତି ସାହାଯ୍ୟର ହାତ। ପୁରୀ ଜିଲ୍ଲା ସତ୍ୟବାଦୀ ପୁରୁଣା ବୁଢ଼ାକେରାରୁ ଆସିଛି ଏହି ଚିତ୍ର। ସୂଚନା ଅନୁସାରେ, ବର୍ଷାଧିକ କାଳରୁ ଶଯ୍ୟାଶାୟୀ ମନିଙ୍କ ସ୍ବାମୀ। ଚିକିତ୍ସାରେ [more…]

1 min read
Latest Popular ନିରବ ନୀଡ଼ ମିଠାକଥା

ପାହାଡୀ ଈଶ୍ୱର

ଏଠି ! ସ୍ୱର୍ଗ ଦାୟିତ୍ଵ’ରେସ୍ୱୟଂ ‘ସ୍ୱୟଂଭୁ’ବ୍ରହ୍ମାଣ୍ଡ ଯାକରକଥା ବୁଝୁ ବୁଝୁଥକ୍କି ଯାଆନ୍ତି,‘ମାଲ୍ୟଵନ୍ତ’ଭୂମି’ରମହାପ୍ରଭୁ,ପୃଥିବୀ ଯାକ’ରଦୁଃଖଭାରବୋହିବା’ପାଇଁଏବେ‘ମହାଯାତ୍ରା’ରେବେଣ୍ଟ ଡ଼ଙ୍ଗରିଆ,ଅରଣ୍ୟ’ଈଶ୍ୱର ? ପାହାଡ଼ ଖୋଲ’ ସନ୍ଧି’ରେ,ଆନ୍ଧ୍ର ଓଡ଼ିଶା କନ୍ଦି’ରେ‘ପୋଲୁର୍’ଗାଁ କଡ଼ରେ‘ସାବେରୀ’ସିଲେରୁ’ନଈରେବାଉଁଶଡ଼ଙ୍ଗା ଚାପରେଲକ୍ଷେ ଭକ୍ତଙ୍କ ମେଳରେଜଳକ୍ରୀଡା ‘ଜଳତ୍ସୋଵ‘କାଲିମେଳା’ ‘ମୋଟୁ’ ‘ପଡ଼ିଆ’ମାଟି ରେଐତିହାସିକ’ରମ୍ପାଜଙ୍ଗଲ’ଛାତି’ରେଶିଆଡିଲତା’ର [more…]

1 min read
Latest ଆଞ୍ଚଳିକ ଓଡ଼ିଶା ରାଜନୀତି ସହର

ପ୍ରବାଦ ପୁରୁଷ ବିଜୁବାବୁ ଙ୍କ 107 ତମ ଜୟନ୍ତୀ ପାଳନ, ଅସନ୍ତୋଷ ବ୍ୟକ୍ତ କଲେ ମହିଳା

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜୁ ଜନତା ଦଳ ସଭାପତି ଗୌରହରି ନାୟକ ଙ୍କ ନେତୃତ୍ୱ ରେ ଚନ୍ଦାହାଣ୍ଡି ନୂତନ ବସଷ୍ଟାଣ୍ଡ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କର 107 ତମ [more…]

1 min read
Latest ଦେଶ ଖବର ଦେଶ ବିଦେଶ ବିଜ୍ଞାନ

କରୋନା ଟିକା ବିକଶିତ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା

 ରୁଷିଆରେ କୋଭିଡ-୧୯ ଟିକା ‘ସ୍ପୁଟନିକ ଭି’ ବିକଶିତ ପ୍ରକ୍ରିୟାରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଆଣ୍ଡ୍ରେ ବୋଟିକୋଭଙ୍କୁ ତାଙ୍କ ବାସଭବନରେ ଏକ ବେଲ୍ଟକୁ ବେକରେ ବାନ୍ଧି ହତ୍ୟା କରାଯାଇଛି। ହତ୍ୟା ଘଟଣାରେ ପୋଲିସ ଜଣେ [more…]

1 min read
Latest Popular ଓଡ଼ିଶା ଟ୍ରାଭେଲ ଷ୍ଟୋରି

ଆର୍ଯ୍ୟଭୂମି ଲଦାଖ-ଭାଗ ୧୦

ପାଙ୍ଗଙ୍ଗ ହ୍ରଦ କୂଳରେ ଆଜିର ସନ୍ଧ୍ୟା। କୁଳରୁ ମାତ୍ର ଚାରି ମିନିଟ ଚାଲି ଆସିଲେ ପଡ଼ିବ ଆମ ତମ୍ବୁ। ତମ୍ବୁ ଭିତରେ ପଶିଗଲା ପରେ ଲାଗିଲା ଯେ, ଭିତର ଓ ବାହାର ତାପମାତ୍ରା ମଧ୍ଯରେ [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସତ୍କାର

ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସତ୍କାର । ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କର ମରଶରୀର ଆଜି ରାତିରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। [more…]

0 min read
Latest ଆଞ୍ଚଳିକ ଓଡ଼ିଶା ଜୀବନ ସଂସ୍କୃତି ତତ୍ତ୍ୱ ମାହାତ୍ମ୍ୟ ଜଗନ୍ନାଥ ଲୀଳାମୟ ଜଗନ୍ନାଥ ସହର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ ବେଶ

ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ରତ୍ନ ସିଂହାସନରେ ଉପବିଷ୍ଟ ଶ୍ରୀବିଗ୍ରହମାନଙ୍କର “ଚାଚେରୀ ବେଶ “ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନ ମାନଙ୍କରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି [more…]

1 min read
Latest ଆଞ୍ଚଳିକ ଓଡ଼ିଶା ସହର

ଲାଖ ଚାଷ ଉପରେ ସି ଡ଼ି ଓ ଙ୍କ ଗୁରୁତ୍ୱାରୋପ

ନବରଙ୍ଗପୁର- ନବରଙ୍ଗପୁର ସି ଡ଼ି ଓ ଅନନ୍ୟା ଦାଶ, ଗୁରୁବାର ଦିନ ଚନ୍ଦାହାଣ୍ଡି ଗସ୍ତ କରିଛନ୍ତି । ଗତ କିଛି ଦିନ ତଳେ ନିର୍ମାଣ ସମାପ୍ତ ହୋଇଥିବା ବ୍ଲକ ପରିସର ଶିଶୁ ଉଦ୍ୟାନ, ଧୋଡ଼ିପାଣି [more…]

1 min read
Latest ଆଞ୍ଚଳିକ ଓଡ଼ିଶା ସହର

ନବ ବିବାହିତା ସ୍ତ୍ରୀ ନିଖୋଜ ,ସ୍ୱାମୀ ର ଥାନା ରେ ଏତଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ବରୀଗୁଡା ଗ୍ରାମ ର ନବ ବିବାହିତା ବହୁ ସାଇରା ବାନୋ (22,ବୁଧବାର ଦିନ ରାତିରେ କୁଆଡେ ଘରୁ ଚାଲି ଯାଇଥିବା ନେଇ ସ୍ୱାମୀ ଚନ୍ଦାହାଣ୍ଡି ଥାନାରେ [more…]