Mon. Nov 30th, 2026

Author: Sadba Odisha

ଭାଇଚାରାର ଗୋଟିଏ ଘଟଣା, ଭିନ୍ନ ଉଦାହରଣ

ବିଜୟ କୁମାର ଜେନା: ଏହି ଦୁଇଟା ଫଟୋ ଗୁଜୁରାଟର। ଉପରଟା ଏବେକାରର ଓ ତଳଟା ୨୦୦୨ ଗୁଜୁରାଟ ଦଙ୍ଗା ସମୟର। ଦୁଇଟା ଫଟୋରେ ଦିଶୁଥିବା ଲୋକ ଦୁଇଜଣ ସମାନ। ତଳ ଫଟୋର ବାମ ପଟେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁତୁବ…

ଅଣୁ ଗଳ୍ପ “ଅଶ୍ୱସ୍ଥାମା ହତ”

ଗଣେଶ ଆମର ଗଜବଦନ ସହ ଅଗ୍ରପୂଜ୍ୟ ହେଇ ରହିଲେ। ଯେଉଁଠି ମୁଣ୍ଡଟିଏ ଦରକାର, ସେଇଠି ବିଚରା ହାତୀ ହିଁ ବଳି ପଡ଼ୁଛି। ହାତୀ ଯେମିତି ସମସ୍ତ ଇନ୍ଦ୍ରଜାଲ’ର କାଉଁରୀ କାଠି – ଗୋଟେ ପ୍ରତିନିଧି। କେତେବେଳେ ଗଜପତିଙ୍କ ଗଜ, ପୁଣି କେତେବେଳେ…

ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ମାସ…

“ଭାରତ ଜୋଡ ଯାତ୍ରା” ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ

“ଭାରତ ଜୋଡ ଯାତ୍ରା” ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟ କର୍ତ୍ତା ସମ୍ମିଳନୀର ଆୟୋଜନ କରାଯାଇଥିଲା । ରାହୁଲ ଗାନ୍ଧୀଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଥିବା କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ…

ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ଶ୍ରାଦ୍ଧୋତ୍ସବ.

ଆଜି ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ତିର୍ତ୍ତୋଲ ପକ୍ଷରୁ ବୀଣାପାଣି ମଣ୍ଡପ ରେ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳ ଙ୍କ ୨୦ ତମ ଶ୍ରାଦ୍ଧୋତ୍ସବ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ…

ସୁବର୍ଣ୍ଣପୁର ଗଡଜାତ ସହ ପଂଚରା ଅଂଚଳ ପାଇଁ ନୂଆଁଖାଇ ଲଗ୍ନ ସ୍ଥିର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ସୁବର୍ଣ୍ଣପୁର ଗଡଜାତ ସହ ପଂଚରା ଅଂଚଳ ପାଇଁ ଏବର୍ଷ ପଣ୍ଡିତ ମହାସଭା ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ବସି ଆଗାମୀ ନୂଆଁଖାଇ ଲଗ୍ନ ସ୍ଥିର କରିଛନ୍ତି ପଣ୍ଡିତ…

ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ

ସୁବର୍ଣ୍ଣପୁର ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ । ଅଶ୍ଳିଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଳିଂ କରି ପ୍ରାୟ ୩ ଲକ୍ଷ ୭୮ ହଜାର ଶହେ ଟଙ୍କା…

ମୁଁ ବି ହେବି ମିତା ଅଭିଯାନର ଶୁଭାରମ୍ଭ

ରାୟଗଡ:-ତା ୭/୦୯-ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ କାର୍ଯ୍ୟକ୍ରମ ଅନ୍ତର୍ଗତ “ମୁଁ ବି ମିତା ଅଭିଯାନ “ରାୟଗଡ ଜିଲ୍ଲାର ଆରମ୍ଭ ହୋଇଛି।ବୁଧବାର ରାୟଗଡ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ସୁବର୍ଣ୍ଣପୁରରେ ୪୧ ଲକ୍ଷ ୨୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍ ଠାବ । ୪୧ ଲକ୍ଷ ୨୬ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ ଜଣ କୁ ଗିରଫ କରି କୋର୍ଟ ଚାଲାଣ କଲା STF । ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍…

ବିଭିନ୍ନ ସମସ୍ୟା ଓ ଅସୁରକ୍ଷିତ ପରିବେଶ ରେ ମାଛପୁଟ 5T ସରକାରୀ ହାଇସ୍କୁଲ

ଦଶମନ୍ତପୁର: ଦଶମନ୍ତପୁର ବ୍ଲକ ମାଛପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୁରକ୍ଷା ପାଚେରୀ ନ ଥିବା ରୁ ଛାତ୍ରୀ/ଛାତ୍ର ମାନେ ନିଜ କୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଗତ ବର୍ଷ – ଏହି ହାଇସ୍କୁଲ କୁ…