Wed. Oct 14th, 2026

Tag: #sabdalive

ଗଞ୍ଜାମ ହେବ ଏକ ନମ୍ୱର,‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ

ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ…

ପୁଣି ଥରେ କାନ୍ଥ ଭାଙ୍ଗିବ, ରାସ୍ତା ରେ ମୁଖ୍ୟ ପରବ କୁ ନେଇ ଅସନ୍ତୋଷ

କୋରାପୁଟ ତା ୧/୧୧ ପରବ ଏକ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପ୍ରସିଦ୍ଧି ଲାଭ କରିଛି। ଏହାଦ୍ବାରା କୋରାପୁଟ ଜିଲ୍ଲାର ସାଂସ୍କୃତିକ ଓ ପର୍ଯ୍ୟଟନ ର ବିକାଶ ହୋଇପାରୁଛି।ପରବ ଏକ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ। ଏହା ୧୯୯୫ରୁ ଆରମ୍ଭ ହୋଇଥିଲା ପ୍ରଥମ କୋରାପୁଟ…

ଇଡିରେ ହାଜର ହେବେ କେଜ୍ରିୱାଲ, ତା’ ପୂର୍ବରୁ ମାଗିଲେ ଅଧିକ ସମୟ

ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଗତ ୩୦ ତାରିଖରେ ସମନ୍ ଜାରି କରିଥିଲା ED।। ତେବେ ହାଜର ହେବା ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଯୋଡ଼ିହେବ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମର ଉଭୟ ଜିଲ୍ଲାର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଯୋଜନା ଅଧୀନରେ ଗଞ୍ଜାମ…

ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୪୨ ମୃତ

ଇସ୍ରାଏଲ ଯୁଦ୍ଧ ଯେତିକି ଆଗେଇ ଚାଲୁଛି, ସେତିକି ଭୟାନକ ଚିତ୍ର ଓ ଖବର ସାମନାକୁ ଆସୁଛି। ଯୁଦ୍ଧର କଳାବାଦଲରେ ଶେଷ ହୋଇଯାଇଛି ଗୋଟିଏ ପରିବାରର ତିନି ପିଢି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନା ଘନଘନ ବୋମା ମାଡରେ ଗୋଟିଏ ପରିବାରର ୪୨…

ଭୋଟର ତାଲିକା ସଂଶୋଧନ ଅବସରରେ ପଥ ଉତ୍ସବ ଅନୁଷ୍ଠିତ

ପୁରୀ ୨୮/୧୦ ମତଦାତାଙ୍କ ମତଦାନ ଗଣତନ୍ତ୍ର କୁ ସୁଦୃଢ କରିଥାଏ । ତେଣୁ ପ୍ରତ୍ୟେକ ସାବାଳକ ଭୋଟର ତାଲିକାରେ ନିଜ ନାମ କୁ ଅନ୍ତର୍ଭୁକ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ ମୁକ୍ତାକାଶ…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର,ତା.୧୮/୧୦: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଦୀର୍ଘ ବର୍ଷ ଧରି ବାରମ୍ବାର ଦାବି କରାଯାଉଛି । କିଏ କହୁଛି ଲୁଟ୍ ହୋଇଛି ତ ଆଉ କିଏ କହୁଛି ଚାବି ହଜିଯାଇଛି । ରତ୍ନ ଭଣ୍ଡାର ଖୋଲାଯିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ…

‘ଅପରେସନ୍ ଅଜୟ’ରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ଇସ୍ରାଏଲରୁ ଫେରିଲେ ଭାରତୀୟ । ଅପରେସନ ଅଜୟରେ ପ୍ରଥମ ପର୍ଯ୍ୟାୟରେ ୨୧୨ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଛି । ଗତକାଲି ରାତିରେ ଭାରତୀୟଙ୍କୁ ନେଇ ତେଲ ଅବିବରୁ…

ଯାଜପୁର ସହର ରେ ଜନ ସଂପର୍କ ପଦଯାତ୍ରା ସମୟରେ ଏକାଠି ହେଲେ ହଜାର ହଜାର ସମର୍ଥକ

ଯାଜପୁର ସହର ରେ ଜନ ସଂପର୍କ ପଦଯାତ୍ରା ସମୟରେ ଏକାଠି ହେଲେ ହଜାର ହଜାର ସମର୍ଥକ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣ ଯୋଜନା ର ଅପୂର୍ବ ସଫଳତା ସହ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ…

ଲକ୍ଷ୍ମୀ ବସରେ ବୁଲିଲେ ମୁଖ୍ୟମନ୍ତ୍ରୀ, ମାଲକାନଗିରିକୁ କହିଲେ ଓଡ଼ିଶା ବିକାଶର ଲଞ୍ଚ ପ୍ୟାଡ୍

ମାଲକାନଗିରି: ମାଲକାନଗିରି ଷ୍ଟାଡିୟମରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ପରେ ନିଜେ ବସରେ ବସି ଏମଭି-୩ ଯାଇଥିଲେ ମୁଖ୍ୟମନ୍ତ୍ରୀ । ରାସ୍ତା କଡ଼ର ଶହ ଜନତାଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ। ଏମଭି-୩ରେ ବସଷ୍ଟପର ଶୁଭାରମ୍ଭ କରିଛନ୍ତି ନବୀନ। ଏହି ଅବସରରେ…