Sun. Nov 29th, 2026

Tag: #sabdaodisha

ଦୁଷ୍କର୍ମକାରୀ ସହ ପ୍ରେମ;ମା’କୁ ମାରିଲା ଝିଅ

ପ୍ରେମରେ ପଡ଼ି ହତ୍ୟାକାରୀ ସାଜିଲା ନାବାଳିକା । ସମାଜରେ ବଦନାମ କରିଥିବା ଯୁବକ ପାଇଁ ପର ହୋଇଗଲା ମା । ମଧ୍ୟପ୍ରଦେଶର ଗ୍ୱାଲିଅର୍ ସହରରେ ହତ୍ୟାକାଣ୍ଡର ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ପ୍ରେମିକ ସହିତ…

ଆନ୍ଦୋଳନରତ ଅଙ୍ଗନବାଡିକର୍ମୀ ଓ ସହାୟିକାଙ୍କୁ ଭେଟିଲେ ସରପଂଚ

ଅଲ ଓଡିଶା ଅଙ୍ଗନ ବାଡି କର୍ମୀ ସଂଘ ତରଫରୁ ୮ଦଫା ଦାବିକୁ ନେଇ ରାଜ୍ୟ ବିଧାନ ସଭା ସମ୍ମୁଖ ଓ ପ୍ରତି ବ୍ଲକରେ ଆନ୍ଦୋଳନରେ ବସିଥିବା କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ ୪୩ତମ ଦିନରେ । ଏ ନେଇ ରାଜ୍ୟ ସରକାର…

ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି 2023 ର କଳସ ପୂଜା ଓ ଚଇତି ରଥର ଶୁଭ ଉଦଘାଟନ

ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି 2023 ର କଳସ ପୂଜା ଓ ଚଇତି ରଥର ଶୁଭ ଉଦଘାଟନ ଶେଷ ହୋଇଛି । ଆଜି ଚନ୍ଦ୍ରପୁର ବ୍ଲକ, ମୀନଝୋଲା ଶିବପୀଠ ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ…

ଉତ୍କଳ ଆଲୁମିନା କନଭେଇର ବେଲ୍ଟର ପ୍ରଦୂଷଣ ସ୍ଥିତି ଅନୁଧ୍ୟାନ

ଉତ୍କଳ ଆଲୁମିନା କନଭେଇର ବେଲ୍ଟର ପ୍ରଦୂଷଣ ସ୍ଥିତି ଅନୁଧ୍ୟାନ କରାଯାଇଛି । ରାୟଗଡା ଜିଲ୍ଲା ଦୋରାଗୁଡା ଠାରେ ଗଡି ଉଠିଥିବା ଏହି କାରଖାନା ପାଲଟିଛି ମରଣ ଜନ୍ତା । ଯାହାର ଶୀକାର ହେଉଛନ୍ତି ଆଦିବାସୀ ଜନଜାତି । କାରଖାନାରୁ ବାହାରୁ ଥିବା…

ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀରେ ଚିତ୍ର ଶିଳ୍ପୀଙ୍କ ଚିତ୍ର ଦେବାର୍ପଣ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରୀ ଗାଁ ନିକଟ ହରିହରେଶ୍ୱରଙ୍କ ପୀଠର ଅନ୍ୟ ପାର୍ଶ୍ୱରେ ଚିଲିକା ମଧ୍ୟରେ ଏକ ଟାପୁରେ କାଙ୍କଣ ଶିଖରୀର ପବିତ୍ର ପୀଠ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ପୀଠ । ମାଦଳା…

ହଳଦୀ କଫିର ଉପକାରିତା

ଭାରତରେ ପ୍ରାୟତଃ ଲୋକ ସକାଳୁ ଉଠି ଚା କିମ୍ବା କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଅଧିକାଂଶ ଲୋକେ କଫି ପିଇବା ଅପେକ୍ଷା ଚା ପିଇବାକୁ ବେଶୀ ପସନ୍ଦ କରନ୍ତି । ଡାକ୍ତର କିମ୍ବା ଡାଏଟିସିଆନଙ୍କ ଅନୁଯାୟୀ, କଫି ହେଉ…

ବିଜେଡ଼ିର ମିଡ଼ିଆ ଟିମ୍ ପୁନର୍ଗଠନ

ବିଜେଡ଼ିର ମିଡ଼ିଆ ଟିମ୍ ପୁନର୍ଗଠନ । ଲେନିନ ମହାନ୍ତି ହେଲେ ମୁଖ୍ୟ ସଂଯୋଜକ । ମଧୁସ୍ମିତା ନାୟକଙ୍କୁ ସହ ସଂଯୋଜକର ଦାୟିତ୍ୱ ମିଳିଛି । ସେହିପରି ଜାରି ହେଲା ୫ ଜଣ ଜାତୀୟ ମୁଖପାତ୍ରଙ୍କ ନାଁ । ଯେଉଁଥିରେ ପ୍ରଥମେ ରହିଛନ୍ତି…

ରାୟଗଡାରେ ରୁଷ ପର୍ଯ୍ୟଟକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ

ରାୟଗଡା ସହର ସ୍ଥିତ ଏକ ହୋଟେଲ ରେ ଦୁଇ ଜଣ ରୁଷ ପର୍ଯ୍ୟଟକ ବ୍ଳାଦିମିର ବିଦାନଭ (୬୦) ସାଂସଦ ଆଣ୍ଟଭା ପାଭେଲ (୬୫) ଙ୍କ ରହସ୍ୟଜନକ ମୃତ୍ୟୁ ର ତଦନ୍ତ ଆଜି କ୍ରାଇମବ୍ରାଞ୍ଚ ଡି ଏସ ପି ଙ୍କ ନେତୃତ୍ୟରେ ସିରିଗୁଡା…

ବଦଳିବେ ମୋଦୀଙ୍କ ମନ୍ତ୍ରୀ!

ବଦଳିବ ମନ୍ତ୍ରିମଣ୍ଡଳ । ଦେଶର ଦାୟିତ୍ୱ ନେବେ ନୂଆ ମନ୍ତ୍ରୀ । ନନ୍ ପଫର୍ମିଙ୍ଗ ମନ୍ତ୍ରୀମାନଙ୍କୁ ମିଳିବ ଛୁଟି । ବିବାଦୀୟଙ୍କୁ ବିଦା କରାଯିବ । ଯୁବ ତଥା ଦାୟିତ୍ୱବାନଙ୍କୁ ମୁଖସ୍ରୋତରେ ସାମିଲ ହେବାର ସୁଯୋଗ । କାରଣ ଖୁବ ଶ୍ରଘ୍ର…

‘ଆତଙ୍କବାଦ ଦ୍ୱାରା ଭାରତ ଅଧିକ ପ୍ରଭାବିତ ହୋଇଛି’: ଏସ ଜୟଶଙ୍କର

ସାଇପ୍ରସ ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସାଇପ୍ରସ ଓ ଭାରତ କୂଟନୈତିକ ସମ୍ପର୍କର ୬୦ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଜୟଶଙ୍କର ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ସାଇପ୍ରସ ଯାଇଛନ୍ତି । ଗସ୍ତ ସମୟରେ…