Sun. Nov 29th, 2026

Tag: #sabdamedia

ପିଣ୍ଟୁ ନନ୍ଦଙ୍କର ହେବ ଯକୃତ ପ୍ରତିରୋପଣ

ଶବ୍ଦ ଓଡିଶା ବ୍ୟୁରୋ: ଲିଭର ସିରୋସିସ୍ ରୋଗରେ ପୀଡିତ ପିଣ୍ଟୁ ନନ୍ଦଙ୍କର ଦିଲ୍ଲୀର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଯୋଜନା କରାଯାଉଥିବାର ଖବର ମିଳିଛି । ପରିବାର ଲୋକଙ୍କ ଯକୃତ ସହ ପିଣ୍ଟୁଙ୍କ…

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ଶବ୍ଦ ଓଡିଶା ବ୍ୟୁରୋ: କଟକରୁ ଗିରଫ ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ ହୋଇଛି । ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।୨୦୧୫ରେ ଦିଲ୍ଲୀ ପୁଲିସ୍ ସାଲେପୁରର ପଶ୍ଚିମକଛ ସାତବାଟିଆ…

ଡାକ୍ତର ବୀଣା ତିୱାରୀଙ୍କୁ ମିଳୁଛି ତୁର୍କୀର ଆଶୀର୍ବାଦ।

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀରେ ଆସିଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ଏହି ସଙ୍କଟ ମଧ୍ୟରେ ଭାରତ ସହଯୋଗର ହାତ ବଢାଇଛି । ସେନା ଏବଂ ଏନଡିଆରଏଫର ଟିମ ସେଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।…

ବିବାଦ ପରେ ନିଷ୍ପତି ବଦଳିଲା ନିଷ୍ପତ୍ତି, ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର

ଶବ୍ଦ ଓଡିଶା ବ୍ୟୁରୋ: ଭାଲେଣ୍ଟାଇନ ଡେକୁ ନେଇ ପଶୁ କଲ୍ୟାଣ ବୋର୍ଡର ଅଜବ ଚିଠି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଚିଠିରେ ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା…

ଓଡ଼ିଶା ପୁଲିସ୍‌ ସବ-ଇନ୍ସପେକ୍ଟର ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ପୁଲିସ୍‌ ସବ-ଇନ୍ସପେକ୍ଟର ପଦବୀ ପୂରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସରକାରୀ ନିଯୁକ୍ତିରେ…

ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୪,୦୦୦

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପରେ ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା । ଉଭୟ ତୁର୍କୀ ଏବଂ ସିରିୟା‌ରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର…

ଟ୍ରକକୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୧୨ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍‌ ପଛରୁ ଧକ୍କା ଦେବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗର ବୋଲି…

ସୁଆଣ୍ଡୋରେ ଉନ୍ନୟନ କାମ ବୁଲି ଦେଖିଲେ ଫାଇଭ ଟି ସଚିବ

ଶବ୍ଦ ଓଡିଶା ବ୍ୟୁରୋ: ନୂଆ ରୂପ ପାଉଛି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ । ପୁରୀ ଜିଲ୍ଲା ସୁଆଣ୍ଡୋରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଜନ୍ମପୀଠକୁ ପୁନଃବିକଶିତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋ…

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମେତ ଆଜି କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର ୧୧।୦୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳ ୯ଟା ୧୦ରେ ଶ୍ରୀଲିଙ୍ଗରାଜ ମନ୍ଦିର ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଜଳାଭିଷେକ…

ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ, ଜାଣନ୍ତୁ କେବେ?

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୫ତାରିଖରୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ବିମାନ ସେବାର ଶୁଭାରମ୍ଭ କରିବେ । ମାର୍ଚ୍ଚ ୫ତାରିଖ ସନ୍ଧ୍ୟା ୬ଟା ୫ମିନିଟରେ ଭୁବନେଶ୍ୱର…