Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଭାଲେଣ୍ଟାଇନ ଡେକୁ ନେଇ ପଶୁ କଲ୍ୟାଣ ବୋର୍ଡର ଅଜବ ଚିଠି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଚିଠିରେ ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସାରା ଦେଶରେ ଏହାକୁ ନେଇ ବିବାଦ ଦେଖାଦେଇଛି । ବିବାଦ ଭିତରେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିଛି ପଶୁ କଲ୍ୟାଣ ବୋର୍ଡ । ଏହି ନିର୍ଦ୍ଦେଶକୁ କାହିଁକି ପ୍ରତ୍ୟାହାର କରାଗଲା ତାକୁ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । କିନ୍ତୁ ଏହି ନିର୍ଦ୍ଦେଶ ସମର୍ଥନରେ ମତ ଦେଇଛନ୍ତି ଗୋ-ସେବକ ।

Leave a Reply

Your email address will not be published. Required fields are marked *