Mon. Nov 30th, 2026

Tag: #sabdaodisha

ଜେନେରେଟର ଧୂଆଁ ରେ ଶ୍ୱାସରୁଦ୍ଧ, ଦୁଇ ମୃତ ଜଣେ ଗୁରୁତର

ଗଜପତି:ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାର ସିଂ ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ବିଦ୍ୟୁତ ନଥିବା ହେତୁ ଜେନରେଟର ଲଗାଇ ନାଚଗୀତ କରୁଥଲେ।ତେବେ…

ଫୁଣ୍ଡେଳପଡା ଶିବ ମନ୍ଦିରରେ ରତ୍ନମୁଦ ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି 17/2(ଆ ପ୍ର )–ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗାମ୍ବରୀଗୁଡା ପଞ୍ଚାୟତ ଫୁଣ୍ଡେଳପଡା ଠାରେ ପୁରାତନ ଶିବ ମନ୍ଧିର ରେ l ଆଜି ରତ୍ନ ମୁଦ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଗାମ୍ବରୀଗୁଡା ପଞ୍ଚାୟତ ର ପୂର୍ବତନ…

ରାୟଗଡା ଜିଲ୍ଲା ଦ୍ବାରା ଆଇନସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଶବ୍ଦମିଡ଼ିଆ ବ୍ୟୁରୋ: ତା-୧୭.୦୨.୨୦୨୩ ରିଖ ଶୁକ୍ରବାର ଦିନ ସକାଳ ଘ.୯.୩୦ ମି. ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଦୌରା ଜଜ୍…

ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନ ଆଗରେ କିନ୍ନର ମାନଙ୍କ ବିକ୍ଷୋଭ,ଇସ୍ତଫା ଦାବି

ଶବ୍ଦମିଡ଼ିଆ ବ୍ୟୁରୋ:ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ନେଇ ଉଠିଛି ଅସନ୍ତୋଷ।ଗତ ଦୁଇ ଦିନ ତଳେ ମହିଳା ପୁଲିସଙ୍କ ସହ ମୁହାଁ ମୁହିଁ ସହିତ ଧସ୍ତା ଧସ୍ତି ହୋଇଥିଲା।ଯାହାକୁ ନେଇ ମହିଳା ଥାନା ଅଧିକାରୀ ଜୟ ନାରାୟଣଙ୍କ ବିରୋଧରେ କେସ…

ହ୍ବାଟ୍‌ସଆପ୍ ଆଣିଲା ନୂଆ ଫିଚର୍ସ ଏଣିକି ବ୍ୟବହାରକାରୀ ଏକାଥରକେ ପଠାଇପାରିବେ ୧୦୦ ଫୋଟ ଏବଂ ଫାଇଲ

ଶବ୍ଦମିଡ଼ିଆ ବ୍ୟୁରୋ:ଏକାଧିକ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମଧ୍ୟରୁ ହ୍ବାଟ୍‌ସଆପ୍ ଅଧିକ ଲୋକପ୍ରିୟ । ବାର୍ତ୍ତା ହେଉ ଅବା ଫଟୋ କିମ୍ବା ଭିଡିଓ ପ୍ରେରଣ ପାଇଁ ୟୁଜର୍ସ ହ୍ବାଟ୍‌ସଆପ୍ ଉପରେ ହିଁ ଅଧିକ ବିଶ୍ବାସ କରିଥାନ୍ତି ଏବଂ ଏହାର ସର୍ବାଧିକ ବ୍ୟବହାର ହୋଇଥାଏ…

ବିବାଦର ଅନ୍ତ:ବିସିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦବୀରୁ ଚେତନ ଶର୍ମାଙ୍କ ଇସ୍ତଫା

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତୀୟ କ୍ରିକେଟ ଦଳ ମୁଖ୍ୟ ଚୟନ କର୍ତ୍ତା ଚେତନ ଶର୍ମା ତାଙ୍କର ପଦବୀରୁ ଇସ୍ତଫା ଦେଇଛନ୍ତି।ଷ୍ଟିଙ୍ଗ ଅପରେସନରେ ଚେତନ ଦେଇଥିବା ବିବୃତ୍ତିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଥିଲା।ସେ ବିସିସିଆଇ ଏବଂ ଭାରତୀୟ କ୍ରିକେଟ ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ସବୁକିଛି…

ୟୁ ଟ୍ୟୁବର ସିଇଓ ପଦବୀରେ ଭାରତୀୟ ନିଲ ମୋହନ

ଶବ୍ଦମିଡ଼ିଆ ବ୍ୟୁରୋ:ୟୁଟ୍ୟୁବ୍‌ ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ସ୍ଥାନ ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ନେବେ ବୋଲି ଜଣାପଡିଛି। ଗ୍ଲୋରିଫାଏଡ ଟେକ୍ନିକାଲ ସପୋର୍ଟରୁ ନିଲଙ୍କ କ୍ୟାରିଅର୍‌ ଆରମ୍ଭ ହୋଇଥିଲା। ଏଠାରେ ସେ ୬୦,୦୦୦…

ଭୁବନେଶ୍ୱରରେ ଫ୍ରେବ୍ରୁଆରୀ ୨୦ ରୁ ଆଦିବାସୀ ମେଳା

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଆଦିବାଦୀ ମେଳା।ଏଥର ଆଦିବାସୀ ମେଳା ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ନୁହେଁ ପୂର୍ବରୁ ହେଉଥିବା ଆଦିବାସୀ ପଡ଼ିଆରେ ଆୟୋଜିତ ହେବ।ଚଳିତ ବର୍ଷ ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ ।…

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,ବଜେଟ ସମ୍ପର୍କରେ କରିବେ ଆଲୋଚନା

ଶବ୍ଦମିଡ଼ିଆ ବ୍ୟୁରୋ:ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ସହ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ।ଓଡ଼ିଶା ଗସ୍ତ ଅବସରରେ…

କୋରାପୁଟ ନନ୍ଦପୁର ବ୍ଲକରେ ଧନ୍ଦାମୂଳକ ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟକ୍ରମ ଆୟୋଜିତ

ଶବ୍ଦମିଡ଼ିଆ ବ୍ୟୁରୋ:କୋରାପୁଟ:ଆଜି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଭାରତ ସରକାରଙ୍କ ସଂସ୍ଥା ସିପେଟ ପାରାଦ୍ୱୀପ ତରଫରୁ ସମସ୍ତ ଯୋଗ୍ୟ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ଟ୍ରେନିଂ ଓ ଧନ୍ଦାମୂଳକ ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଆବଶ୍ୟକୀୟ…