ଜେନେରେଟର ଧୂଆଁ ରେ ଶ୍ୱାସରୁଦ୍ଧ, ଦୁଇ ମୃତ ଜଣେ ଗୁରୁତର

https://youtu.be/SHJ4bjbw2eI

ଗଜପତି:ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାର ସିଂ ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ବିଦ୍ୟୁତ ନଥିବା ହେତୁ ଜେନରେଟର ଲଗାଇ ନାଚଗୀତ କରୁଥଲେ।ତେବେ ରାତି ସମୟରେ ଏକ ଶୋଇଥିବା ଘରେ ଜେନରେଟର କୁ ଲଗାଇ ରଖିବା ଦ୍ୱାରା ଜେନେରେଟରରୁ ବାହାରୁଥିବା ଧୂଆଁ ରେ ସ୍ୱାଶରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।ମୃତକ ଦୁଇଜଣ ହେଲେ ବେତାର ସିଂ ଗ୍ରାମର ଗଣେଶ ନାୟକ(୧୮) ଓ ଅମ୍ବିକା ନାୟକ(୧୨)।ଝୁମୁରି ନାୟକ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି।ଘଟଣା ଘଟିବା ପରେ ଚନ୍ଦ୍ରଗିରି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

You May Also Like

More From Author

+ There are no comments

Add yours