କୋରାପୁଟ ନନ୍ଦପୁର ବ୍ଲକରେ ଧନ୍ଦାମୂଳକ ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟକ୍ରମ ଆୟୋଜିତ

ଶବ୍ଦମିଡ଼ିଆ ବ୍ୟୁରୋ:କୋରାପୁଟ:ଆଜି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଭାରତ ସରକାରଙ୍କ ସଂସ୍ଥା ସିପେଟ ପାରାଦ୍ୱୀପ ତରଫରୁ ସମସ୍ତ ଯୋଗ୍ୟ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ଟ୍ରେନିଂ ଓ ଧନ୍ଦାମୂଳକ ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଆବଶ୍ୟକୀୟ ପ୍ରମାଣପତ୍ର ଯଥା ବୟସ ପ୍ରମାଣ ପତ୍ର ୧୦ ପାସ ସାର୍ଟିଫିକେଟ,ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ସିଏଲସି,ଏସଏଲସିପାରିବାରିକ ଆୟ ପ୍ରମାଣପତ୍ର,ଜାତିଗତ ପ୍ରମାଣ ପତ୍ର,ଆଧାର କାର୍ଡ,୫ ଟି ରଙ୍ଗୀନ ପାସପୋର୍ଟ । ଏହା ସହିତ ନିଜର ଯୋଗ୍ୟତା ଆଧାରରେ ଯେଉଁ ଚାକିରୀ କ୍ଷେତ୍ର ପାଇଁ ଆପଣଙ୍କ ଯୋଗ୍ୟତା ରହିଛି ସେହି ପଦବୀ ପାଇଁ ଆପଣ ଚାକିରୀ ଆବେଦନ କରିପାରିବେ।

You May Also Like

More From Author

+ There are no comments

Add yours