ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ
ନନ୍ଦପୁର ପୋଲିସ କାଲି ରାତିରେ ଏକ ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଦଳକୁ ଧରିବାରେ ସଫଳ ହୋଇଛି। କୋରାପୁଟ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏସଆଇ, ବେଦବର ସାହୁ, ଏସ ଆଇ ଦୀପ୍ତି ଧାରୁଆ,…
ସିବିଆଇ କାର୍ଯ୍ୟାଳୟରେ ସାଂସଦ ଅଭିଷେକ ବାନାର୍ଜୀ
ସ୍କୁଲ୍ ଚାକିରି ଦୁର୍ନୀତି ମାମଲାରେ ପଚରା ଉଚରା ନିମନ୍ତେ ‘ତୃଣମୂଳ କଂଗ୍ରେସ’ ସାଂସଦ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଆଜି ସକାଳେ କୋଲ୍କାତାସ୍ଥିତ ‘ସିବିଆଇ’ କାର୍ୟ୍ୟାଳୟରେ ହାଜର ହୋଇଥିଲେ। ତେବେ ଏନେଇ ଅଭିଷେକ ଟ୍ୱିଟ୍ କରି…
୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ କଲା ପୁରୀ ଅବକାରୀ ବିଭାଗ
ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ହଳଦିଆ ଛକରେ ଚଢ଼ାଉକରୀ ଜଣେ ଅଭିଯୁକ୍ତକୁ ବେଆଇନ ବ୍ରାଉନ ସୁଗାର…
ପୁରୀ ଆରଟିଓଙ୍କ ଦ୍ଵାରା ଓଭର ଲୋଡିଙ୍ଗ ଅଟୋରୁ ଫାଇନ ଆଦାୟ
ଆଜି ପୁରୀ ଜ଼ିଲ୍ଲା ପୁରୀ କୋଣାର୍କ ରୋଡ଼ରେ ୧୪ ଜଣ ପାସେଞ୍ଜରଙ୍କୁ ନେଇ ବିପଦ୍ଜନକ ଯାତ୍ରା ପୁଣି ଦ୍ରୁତ ଗତିରେ ଯାତ୍ରା କରୁଥିବା ଏକ ଅଟୋ ଯାନକୁ ପିଛା କରି ପୁରୀ ଆରଟିଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି…
ଦୁଇ ପୃଥକ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ୩ ବାଇକ ଆରୋହୀ ଆହତ
ନନ୍ଦପୁର ନନ୍ଦପୁର ବ୍ଲକ ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ମାରଡ଼ା ଓ କମାରଗୁଡା ନିକଟରେ ଦୁଇଟି ପୃଥକ୍ ଦୁର୍ଘଟଣା ହୋଇଛି। ମାରଡା ନିକଟରେ ହୋଇଥିବା ଦୁର୍ଘଟଣାରେ ଗୁଲ୍ ପଣ୍ଡି ଗ୍ରାମର ଅଟୋ ଚାଳକ ଗୁରୁ କଆଁର ଙ୍କ ମୃତ୍ୟୁ ହୋଇଥିବା…
ସହରର ପ୍ରମୁଖ ପ୍ରବେଶ ପଥରେ ସିସିଟିଭି ଅଚଳ, ଗତବର୍ଷ ଲାଗିଥିଲା ୨୩୬ ସିସି କ୍ୟାମେରା
ବଡ଼ଦାଣ୍ଡରେ ସିସିଟିଭି ସବୁଠି କାର୍ଯ୍ୟ କରୁନାହିଁ। ଜୁନ୍ ୨୦ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି । ସେହିପରି ଆଉ କିଛି ଦିନ ପରେ ଅର୍ଥାତ ଜୁନ୍ ୪ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର…
ପୁରୀରେ ଆଗେଇଲା ରାସ୍ତା ସଂପ୍ରସାରଣ କାର୍ଯ୍ୟ
ପୁରୀରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରାସ୍ତା ସଂପ୍ରସାରଣ କାର୍ଯ୍ୟ। ବାଟ ଗାଁ ଛକରୁ ହରେକୃଷ୍ଣପୁର ଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ ନେଇ ମଙ୍ଗଳବାର ଠାରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି।…
ପୁରୀରେ ଶତ ପ୍ରତିଶତ ଫଳାଫଳ ହାସଲ କଲେ ୧୦ମ ଛାତ୍ରଛାତ୍ରୀ
୨୦୨୩ର ୧୦ମ ବୋର୍ଡ଼ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲ ୧୦୦% ଫଳାଫଳ ପ୍ରାପ୍ତ କରି ସମଗ୍ର ଜିଲ୍ଲାରେ ତାର ସମ୍ମାନ ବଜାୟ ରଖିଛି । ଏବର୍ଷ ପରୀକ୍ଷା ଦେଇଥିବା ୨୮୯ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପାସ୍ କରି ଶତ…