ମନ ପସନ୍ଦର ରକ୍ତ ପିଅନ୍ତି ମଶା!
ମଶାମାନେ ଲୋକମାନଙ୍କୁ କାମୁଡିବାରେ ମଧ୍ୟ ସେମାନଙ୍କ ପ୍ରାଥମିକତା ବା ଚଏସ୍ ରଖିଥାନ୍ତି । ମଶାମାନେ ନିଜ ଖାଦ୍ୟ ପାଇଁ ମନୁଷ୍ୟ ଶରୀରୁ ରକ୍ତ ଶୋଷି ନଥାନ୍ତି । ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ…
ବିଶ୍ଵ ବିଜେତାର ଟାଇଟଲ ହାତେଇଲେ ନୀତୁ
କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିତୁ ଗଙ୍ଘାସ୍ (୪୮ କିଲୋଗ୍ରାମ) ଏକ ନିଆରା ଢଙ୍ଗରେ ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ଏବଂ ଶନିବାର ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଇତିହାସରେ ତାଙ୍କ ନାମ ସ୍ଥାନିତ କରିଛନ୍ତି। ନିତୁ ଗଙ୍ଘାସ୍…
“ଭଗବାନ ରାମ ହେଉଛନ୍ତି ଆହ୍ଲାଙ୍କ ପ୍ରେରିତ!”
ଚର୍ଚ୍ଚାରେ ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ। ଭଗବାନ ରାମଙ୍କୁ ନେଇ ସେ ଏକ ସାଧାରଣ ସଭାରେ ଯାହା କହିଛନ୍ତି, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଫାରୁକ୍ କେବଳ ସାଧାରଣ ଭାବେ ବୟାନ୍ ଦେଇଛନ୍ତି ବୋଲି କହିଲେ ଉଚିତ୍ ହେବନି।…
ଯଶୋଦା ମା ଫାଉଣ୍ଡେସନ ତରଫରୁ ବର୍ଣ୍ଣବୋଧ ପ୍ରତିଯୋଗିତା
ଓଡ଼ିଆ ଭାଷାକୁ ଆଦର ଓ ଅକ୍ଷରକୁ ପରିଚୟ ପାଇଁ ଭୁବନେଶ୍ୱରର ଯଶୋଦା ମା ଫାଉଣ୍ଡେସନ ତରଫରୁ ଆରମ୍ଭ ହୋଇଛି ବର୍ଣ୍ଣବୋଧ ପ୍ରତିଯୋଗିତା। ଉତ୍କଳ ଦିବସ ଅବସରରେ ନୀଳାଦ୍ରି ବିହାର ଅଞ୍ଚଳର ୪ଟି ବସ୍ତିର ଛୋଟ ବଡ ପିଲା ଏଥିରେ ଭାଗ ନେଇଥିଲେ।…
ଭୂମିକମ୍ପରେ ଥରିଲା ରାଜସ୍ଥାନ
ଶବ୍ଦ ଓଡିଶା ବ୍ୟୁରୋ: ଭୂମିକମ୍ପରେ ଥରିଲା ରାଜସ୍ଥାନର ବିକାନେର। ଆଜି ସକାଳୁ ଏଠି ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ବିକାନେର ଠାରୁ ୫୧୬ କିଲୋମିଟର ଦୂରରେ ଥିଲା। ଏହାର…
ଇତିହାସ ରଚିଲା ISRO, ଉତକ୍ଷେପଣ କଲା ସର୍ବବୃହତ ରକେଟ୍ ଲଞ୍ଚର ଏଲଭିଏମ-୩
ଶବ୍ଦ ଓଡିଶା ବ୍ୟୁରୋ: ମହାକାଶରେ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ଉତକ୍ଷେପଣ କରିଛି ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩ । ଏହା ସହ ରଚିଛି ଇତିହାସ । ସକାଳ…
ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ, ବିଭିନ୍ନ ରାଜ୍ୟରେ କଂଗ୍ରେସ କରିବ ସତ୍ୟାଗ୍ରହ
ଶବ୍ଦ ଓଡିଶା ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ଯିବା ପରେ ରଣହୁଙ୍କାର ଦେଇଛି କଂଗ୍ରେସ । ଆଜି ବିଭିନ୍ନ ରାଜ୍ୟରେ କଂଗ୍ରେସ ସତ୍ୟାଗ୍ରହ କରିବ । ଆନ୍ଧ୍ରପ୍ରଦେଶ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ଘୋଷଣା…
ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ
ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯିବେ । ପ୍ରଥମେ କବିସୂର୍ଯ୍ୟନଗର ଗସ୍ତ କରିବା ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁର ରହିଛି । ଜିଲ୍ଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ…
ରାଜଧାନୀରେ ଏନକାଉଣ୍ଟର, ଜିତେନ୍ଦ୍ର ପଲେଇ ଗୁରୁତର
ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀଘାଟ ନିକଟରେ କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଏନକାଉଣ୍ଟର କରିଛି…