Sun. Nov 29th, 2026

Tag: #sabdamedia

କୋଟିଆରେ ଆନ୍ଧ୍ର ଅନୁପ୍ରବେଶର ଖବର ସରକାରଙ୍କ ପାଖେ ନାହିଁ

ଶବ୍ଦମିଡ଼ିଆ ବ୍ୟୁରୋ: କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସହ ନିୟମିତ ଭାବେ ଅନୁପ୍ରବେଶ ହେଉଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଏନେଇ କୌଣସି ତଥ୍ୟ ନାହିଁ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୁକ୍ରବାର ବିଧାନସଭାରେ ଆନ୍ଧ୍ରପ୍ରଦେଶ…

ସେମିଫାଇନାଲ୍‌ରେ ହାରିଗଲା ଭାରତ

ଶବ୍ଦମିଡ଼ିଆ ବ୍ୟୁରୋ: ଟି-୨୦ ମହିଳା ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛି ଭାରତୀୟ ଦଳ। ଗୁରୁବାର ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୫ ରନ୍‌ରେ ପରାସ୍ତ ହୋଇଛି। ୧୭୩ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା…

ନବ ଦାସଙ୍କ ହତ୍ୟା ଘଟଣାରେ ଏଫବିଆଇର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ପୋଲିସ ହେଉଛି ଏକ ଫୋର୍ସ ଏବଂ ଏକ ‘ଚେନ୍ ଅଫ୍ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ ରହିଥାଏ । ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ ଅଛନ୍ତି । କିନ୍ତୁ ଶୃଙ୍ଖଳା ଅଭାବ କାରଣରୁ ରାଜ୍ୟରେ ପୋଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ…

ବିକାଶର କରୁଣଚିତ୍ର:ମାଲକାନଗିରି ଜିଲ୍ଲା ୧୦ ଟି ଗାଁକୁ ନାହିଁ ଯୋଗାଯୋଗ

ଶବ୍ଦମିଡ଼ିଆ ବ୍ୟୁରୋ:ନିର୍ମାଣର ବର୍ଷେ ନପୁରୁଣୁ ଭୁଶୁଡ଼ି ପଡିଲା ପୋଲ। ଏଯାଏ ଆରମ୍ଭ ହୋଇପାରୁନି ନିର୍ମାଣ କାମ । ଦଶ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ । ଗାଁକୁ ଆସିପରୁନି ଆମ୍ବୁଲାନ୍ସ । ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ମାଲକାନଗିରି ଜିଲ୍ଲା…

ନୂଆ ରୂପରେ ଉତ୍କଳମଣିଙ୍କ ଷଠୀଘର, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ ଲୋକାର୍ପିତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପୁରୀ ଜିଲ୍ଲାରେ ସୁଆଣ୍ଡୋ ଗ୍ରାମରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ପ୍ରଥମେ ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ପ୍ରଥମେ ଗାଁମୁଣ୍ଡରେ ଥିବା ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ…

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ ଦ୍ୱିତୀୟ ଏଫଆଇଏଚ ପ୍ରୋ ଲିଗ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ଏଫଆଇଏଚ ପୁରୁଷ ହକି ବିଶ୍ୱକପ ଓଡ଼ିଶା ସରକାର ସଫଳତାର ସହ ଆୟୋଜନ କରି ଶେଷ କରିଛନ୍ତି।ଏହା ମଧ୍ୟରେ ପୁରୁଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରଥମ ପର୍ଯ୍ୟାୟର ଘରୋଇ ମ୍ୟାଚ୍‌ ଭାରତ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା । ଦ୍ୱିତୀୟ ପର୍ଯ୍ୟାୟ…

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତି ବାସଭବନରେ ଭିଜିଲାନ୍ସ ରେଡ଼

ଶବ୍ଦମିଡ଼ିଆ ବ୍ୟୁରୋ:ଥରକୁ ଥର ସରକାରୀ କର୍ମଚାରୀମାନେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି।ଏବର ପୁଣି ଜଣେ ସରକାରୀ କର୍ମଚାରୀ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତି ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଆୟ ବର୍ହିଭୂତ ସମ୍ପତି ଠୁଳ…

ନୂଆଦିଲ୍ଲୀରେ ଆୟୋଜିତ ଆଦି ମହୋତ୍ସବରେ କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶବ୍ଦମିଡ଼ିଆ ବ୍ୟୁରୋ:ଓଡ଼ିଶାର କନ୍ଧମାଳ କଫି ପାମ୍ପଡ଼ କିଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହା ସେ ଏସବୁକୁ ପସନ୍ଦ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି।ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଛି ଚଳିତ ବର୍ଷର ଆଦି ମହୋତ୍ସବ ସମାରାହ । ଏଥିରେ…

ଜାତୀୟ ଶିକ୍ଷାନୀତି ନିୟମ: ୬ ବର୍ଷରେ ପିଲା ପଢିବେ ପ୍ରଥମ ଶ୍ରେଣୀ

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ରସରକାରଙ୍କ ଜାତୀୟ ଶିକ୍ଷାନୀତି ଆଧାରରେ ନୂତନ ନିୟମ ଲାଗୁ ହୋଇଛି।ଏହା ମଧ୍ୟରେ ବଦଳିଛି ନାମଲେଖା ବୟସ ସୀମା, ଏଣିକି ପ୍ରଥମ ଶ୍ରେଣୀ​‌ରେ ନାମ ଲେଖାଇବା ପାଇଁ ପିଲାଙ୍କ ବୟସ ସୀମା ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ।…

ଦମକଳ ବାହିନୀ ଦ୍ୱାରା ବାଛୁରୀ ଉଦ୍ଧାର

ଶବ୍ଦମିଡ଼ିଆ ବ୍ୟୁରୋ:ଚନ୍ଦାହାଣ୍ଡି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫାଲସପଡା ଗ୍ରାମ ରୁ ଏକ ପରିତ୍ୟକ୍ତ କୂଅ ରୁ ଗତ 3 ଦିନ ଧରି ପଡିକି ରହି ଥିବା ଏକ ଅଣ୍ଡିରା ବାଛୁରୀ କୁ ଚନ୍ଦାହାଣ୍ଡି ଅଗ୍ନିଶମ ଅଧିକାରୀ ବୁଡୁ ଶବର ଙ୍କ…