Sun. Nov 29th, 2026

Tag: #sabdamedia

ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ଅପହରଣ ଓ ହତ୍ୟା ମାମଲାର ପର୍ଦ୍ଦାଫାଶ୍

ବାଣପୁର: ୩ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ରାଜ୍ୟବାସୀଙ୍କ ମନରୁ ଏଯାବତ ଲିଭିନଥିବା ବେଳେ ଆଜି ପୁଣି ବାଣପୁର ଥାନା ଅଞ୍ଚଳରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ କଲେଜ ପଢୁଆ…

ଆବାସ ଯୋଜନାରେ ଅନିୟମିତତା,ବାଣପୁର ବିଡିଓଙ୍କୁ ହିତାଧିକାରୀଙ୍କ ଅଭିଯୋଗ

ବାଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କ ନାଁ କୁ ଆବାସ ଯୋଜନା ଲିଷ୍ଟରୁ କାଟି ଅଯୋଗ୍ୟ ଲୋକଙ୍କୁ ଲିଷ୍ଟରେ ରଖିଥିବା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ବିଜେପି ରାଜ୍ୟ…

ବାଲୁଗାଁ ଭେଙ୍କେଟେଶ୍ୱର ସ୍କୁଲରେ ୧୦ମ ବାର୍ଷିକ ବିଜ୍ଞାନ ମେଳା ପାଳିତ

ବାଣପୁର: ଚିଲିକା ବ୍ଲକ ର ବାଲୁଗାଁ ଏନ ଏଚ କଡରେ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ପାଳିତ ହୋଇଛି ୧୦ମ ବାର୍ଷିକ ବିଜ୍ଞାନ ମେଳା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୯୪ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ…

“ବନ୍ଦେ ଉତ୍କଳ ଜନନୀ ” ନୂଆ ଭିଡିଓ ଆଲବମର ଶୁଭ ଉନ୍ମୋଚନ

ନୂତନ ଭିଡିଓ ଆଲବମ “ବନ୍ଦେ ଉତ୍କଳ ଜନନୀ ” ର ଶୁଭ ଉନ୍ମୋଚନ ହୋଇଛି । ଆଦିତ୍ୟ ବିରଳା ପବ୍ଲିକ ସ୍କୁଲ, ରାୟଗଡାର ପ୍ରଧାନ ଅଧ୍ୟାପିକା ସୁଶ୍ରୀ ରିଙ୍କୁ ବାନାର୍ଜୀ, ଓଡିଶାର ପୂର୍ବ ଗୌରବ ଓ ବର୍ତ୍ତମାନର ପରିସ୍ଥିତିକୁ ନେଇ ପ୍ରସ୍ତୁତ…

ଆଜାଦ୍ ହିନ୍ଦ ଆସୋସିଏନ ତରଫରୁ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ରାୟଗଡା ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ 126 ତମ ଜନ୍ମ ଦିବସ ସ୍ଥାନୀୟ ଆଜାଦ ହିନ୍ଦ ଆସୋସିଏସନ ତରଫରୁ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି l 23 ତାରିଖ ସକାଳୁ ଆଜାଦ ହିନ୍ଦ ଆସୋସିଏସନ ର ଉପଦେଷ୍ଟା…

ରାୟଗଡାରେ ଜାତୀୟ କନ୍ୟା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଶପଥ ପାଠ

ରାୟଗଡ : ରାୟଗଡା ଜିଲ୍ଲାରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମଗ୍ର ଶିକ୍ଷା ଅଭିଯାନର ମିଳିତ ସଂଯୋଜନାରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଥିଲା ।…

ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ

ବାଣପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କଲେଜରେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ତାଲିମ୍ ପ୍ରଦାନ କରାଯାଉଛି। ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆଠ ଦିନ ଧରି ଚାଲିଥିବା ବେଳେ ମଙ୍ଗଳବାର ଏହାର…

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ,ବାଣପୁର ମାତୃନିଳୟରେ ବିଜ୍ଞାନ ପ୍ରଦର୍ଶନୀ

ବାଣପୁର: ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃନିଳୟ ପରିସରରେ ପାଳିତ ହୋଇଛି ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ ।ଏହି ଅବସରରେ ଆୟୋଜିତ ହୋଇଥିଲା ୨୬ତମ ବିଜ୍ଞାନ ମେଳା ପାଳନ କରାଯାଇଛି। ବିଜ୍ଞାନ ମେଳା ସହ ବିଭିନ୍ନ ଫଟୋ, ପୁଷ୍ପ,ହସ୍ତଶିଳ୍ପ କର୍ମ ଆଦି…

ସମ୍ମିଳିତ କର୍ମଜୀବୀ ସମ୍ୱାଦିକ ସଂଘର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଳିତ

ସମ୍ମିଳିତ କର୍ମଜୀବୀ ସମ୍ୱାଦିକ ସଂଘର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଳିତ । ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଐତିହାସିକ ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲରେ ୮ମ ପ୍ରତିଷ୍ଠା ଦିବସ ଓ ରାଜ୍ୟସ୍ତରୀୟ ସମ୍ମିଳନୀ ପାଳତ ହୋଇଛି…

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦିଗବିଜୟଙ୍କ ପ୍ରଶ୍ନ

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ପୁଣି ଉଠିଲା ପ୍ରଶ୍ନ । ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଦିଗବିଜୟ ସିଂ । ସେ କହିଛନ୍ତି ଯେ ବିଜେପିର କେନ୍ଦ୍ର ସରକାର ଅନେକ ଦାବି କରିଛନ୍ତି କିନ୍ତୁ କୌଣସି…