Mon. Nov 30th, 2026

Tag: #sabdaodisha

ଆଜିଠାରୁ ଆରମ୍ଭ ବାରବାଟୀ ଫେଷ୍ଟିଭାଲ

ଶବ୍ଦମିଡ଼ିଆ ବ୍ୟୁରୋ:କଟକ ପୁଣି ଆରମ୍ଭ ହେବାକୁ ଯାଉଛି ବାରବାଟୀ ଫେଷ୍ଟିଭାଲ କଟକବାସୀ ପୁଣି ଥରେ ବୁଲିବାର ସୁଯୋଗ ପାଇବେ । ଆଜିଠୁ କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବ 22ତମ ବାରବାଟୀ ଫେଷ୍ଟିଭାଲ । ଭଳିକି ଭଳି ନୃତ୍ୟ ସାଙ୍ଗକୁ…

ମଝି ଚିଲିକାରେ ଫସିଲା ଭସାପୋଲ,ଫସିଛନ୍ତି ଶତାଧିକ ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ଚିଲିକା ମଝିରେ ଫସିଲା ଭସାପୋଲା। ଶତାଧିକ ଯାତ୍ରୀଙ୍କ ସମେତ ୨ ଟି ଯାତ୍ରୀବାହୀ ବସ ଓ ୨୦ ରୁ ଅଧିକ ବାଇକ ସେହି ଭସାପୋଲାରେ ରହିଥିଲା। ଖବର ଅନୁଯାୟୀ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ରୁ ଜହ୍ନିକୁଦା ଆଭିମୂଖେ…

ଭାରତକୁ ଆସିବେ ୧୨ ଚିତା ବାଘ

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା ୧୮ ତାରିଖରରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦ୍ବିତୀୟ ଦଫାରେ ଆଉ ୧୨ଟି ଚିତାବାଘ ଆଣିବାକୁ ​ଯୋଜନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ। ଜଙ୍ଗଲ ବିଭାଗର ଯୋଜନାନୁଯାୟୀ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାବାଘ…

ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡର ନୂଆ ରାଜ୍ୟପାଳ।

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ଏହାପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ସେହିଭଳି ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଭଗତ ସିଂ କୋଶୟାରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି…

ବଲାଙ୍ଗିରରେ ସର୍ବସାଧାରଣରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗିର ସହରରେ ସର୍ବସାଧାରଣରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ । ରାଜେନ୍ଦ୍ର କଲେଜ ପରିସରରେ ଦୁଇ ଛାତ୍ରଙ୍କ ତଣ୍ଟି କାଟିବା ଘଟଣାକୁ ଦୁଇ ଦିନ ନପରୁଣୁ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି ।ବଲାଙ୍ଗିର ରେଳ ଷ୍ଟେସନ ନିକଟସ୍ଥରେ…

କେନ୍ଦୁଝର ଧରଣୀଧର କଲେଜ ହେଲା ବିଶ୍ୱବିଦ୍ୟାଳୟ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦୁଝରା ଧରଣୀଧର କଲେଜ ହେଲା ବିଶ୍ୱବିଦ୍ୟାଳୟ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଡିଡି କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନେଇ ଉଚ୍ଚଶିକ୍ଷା…

ବାତ୍ୟା ଆଶ୍ରୟସ୍ଥଳର ଗ୍ରିଲ୍ ପଡି ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟ ତୁଳସୀପୁର ଗାଁରେ ଥିବା ଏକ ବାତ୍ୟା ଆଶ୍ରୟସ୍ଥଳର ଗ୍ରିଲ୍ ପଡ଼ିଯିବାରୁ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପବିତ୍ର ପାହନ ।ତୁଳସୀପୁର ଗାଁର ବାତ୍ୟା ଆଶ୍ରୟସ୍ଥଳୀର ମେନ୍…

ପିଣ୍ଟୁ ନନ୍ଦଙ୍କର ହେବ ଯକୃତ ପ୍ରତିରୋପଣ

ଶବ୍ଦ ଓଡିଶା ବ୍ୟୁରୋ: ଲିଭର ସିରୋସିସ୍ ରୋଗରେ ପୀଡିତ ପିଣ୍ଟୁ ନନ୍ଦଙ୍କର ଦିଲ୍ଲୀର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଯୋଜନା କରାଯାଉଥିବାର ଖବର ମିଳିଛି । ପରିବାର ଲୋକଙ୍କ ଯକୃତ ସହ ପିଣ୍ଟୁଙ୍କ…

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ଶବ୍ଦ ଓଡିଶା ବ୍ୟୁରୋ: କଟକରୁ ଗିରଫ ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ ହୋଇଛି । ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।୨୦୧୫ରେ ଦିଲ୍ଲୀ ପୁଲିସ୍ ସାଲେପୁରର ପଶ୍ଚିମକଛ ସାତବାଟିଆ…

ଡାକ୍ତର ବୀଣା ତିୱାରୀଙ୍କୁ ମିଳୁଛି ତୁର୍କୀର ଆଶୀର୍ବାଦ।

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀରେ ଆସିଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ଏହି ସଙ୍କଟ ମଧ୍ୟରେ ଭାରତ ସହଯୋଗର ହାତ ବଢାଇଛି । ସେନା ଏବଂ ଏନଡିଆରଏଫର ଟିମ ସେଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।…