ମଝି ଚିଲିକାରେ ଫସିଲା ଭସାପୋଲ,ଫସିଛନ୍ତି ଶତାଧିକ ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ଚିଲିକା ମଝିରେ ଫସିଲା ଭସାପୋଲା। ଶତାଧିକ ଯାତ୍ରୀଙ୍କ ସମେତ ୨ ଟି ଯାତ୍ରୀବାହୀ ବସ ଓ ୨୦ ରୁ ଅଧିକ ବାଇକ ସେହି ଭସାପୋଲାରେ ରହିଥିଲା।

ଖବର ଅନୁଯାୟୀ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ରୁ ଜହ୍ନିକୁଦା ଆଭିମୂଖେ ଯାଉଥିଲା ଏହି ଭସାପୋଲା । ଚିଲିକାରେ ଜଳସ୍ତର ହ୍ରାସ ହେବା ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଦେଇଛି।ପ୍ରାୟ ୧ ଘଣ୍ଟା ଧରି ଏହି ଭସାପୋଲା ସହିତ ଯାତ୍ରୀମାନେ ଚିଲିକା ମଝିରେ ଫସି ରହିଛନ୍ତି । ୧୦୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି ।

You May Also Like

More From Author

+ There are no comments

Add yours