ବିବାଦ ପରେ ନିଷ୍ପତି ବଦଳିଲା ନିଷ୍ପତ୍ତି, ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର
ଶବ୍ଦ ଓଡିଶା ବ୍ୟୁରୋ: ଭାଲେଣ୍ଟାଇନ ଡେକୁ ନେଇ ପଶୁ କଲ୍ୟାଣ ବୋର୍ଡର ଅଜବ ଚିଠି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଚିଠିରେ ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା…