ଚିଲିକାରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତାକୁ ନେଇ ସାଧାରଣ ସଭା
ଭାରତର ବୃହତ ଲୁଣା ହ୍ରଦ ଚିଲିକା । ଗୋଟିଏ ପଟେ ମାଆ କାଳିଜାଇଙ୍କ ମନରୋମ ପୀଠ,ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳାର କ୍ଷେତ୍ରର କାଙ୍କଣଶିଖରୀ,ବିଦେଶାଗତ ପକ୍ଷୀଙ୍କ ପ୍ରିୟ ନଳବଣ ଓ ଚଢେଇଗୁହା । ପ୍ରାକୃତିକ ଶୋଭାରେ ଟିକେ ଆନମନା ହେବାକୁ ଓ ଆଧ୍ୟାତ୍ମିକ ଭାବରେ…
ବୁର୍ଜ ଖଲିଫାରେ ପଠାନ କ୍ରେଜ
ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମ ‘ପଠାନ’ର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ହୃଦୟସ୍ପନ୍ଦନ ସେତେ ବଢିଚାଲିଛି । ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ବଲିଉଡ…
ଅଣାୟତରେ ଚୀନ କରୋନା ସଂକ୍ରମଣ
ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ଚୀନରେ ମାସକ ମଧ୍ୟରେ ପାଖାପାଖି ୬୦ ହଜାର କରୋନା ମୃତ୍ୟୁ ହୋଇଛି । ଡିସେମ୍ବର ୮ରୁ ଜାନୁଆରି ୧୨ ମଧ୍ୟରେ…
ବିସ୍ଥାପିତ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗ, ରାୟଗଡା କଂଗ୍ରେସର ଆନ୍ଦୋଳନ ଚେତାବନୀ
ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ ଶିଳାବତୀ ନାୟକଙ୍କ ମୃତ୍ୟୁ ପରେ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ତେଜୁଛି ଜନ ଅସନ୍ତୋଷ । ପରିବାରକୁ ଅନୁକମ୍ପା ରାଶି ସହ ମୃତ ଶିଳାବତୀଙ୍କ ନବଜାତ ଶିଶୁର ସମସ୍ତ ଭରଣ ପୋଷଣ ଦାୟୀତ୍ୱ କମ୍ପାନୀ…
କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧାରୀ ଗମାଙ୍ଗ! ହାଇଦ୍ରାବାଦରେ କେସିଆରଙ୍କୁ ସାକ୍ଷାତ
ଶବ୍ଦ ଓଡିଶା ବ୍ୟୁରୋ: ଭାରତ ରାଷ୍ଟ୍ର ସମିତି ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗଦେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ଗିରିଧାରୀଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ଏହି ଦଳରେ ଯୋଗଦେଇପାରନ୍ତି । ଶୁକ୍ରବାର ଉଭୟ ହାଇଦ୍ରାବାଦ ସ୍ଥିତି…
ଆସନ୍ତାବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀରାମ ମନ୍ଦିର,ରାମଲାଲାଙ୍କ ମୂର୍ତ୍ତୀ ଗଢିବେ ଓଡ଼ିଆ କାରିଗର
ଆସନ୍ତାବର୍ଷ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ।ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଥିବା ବେଳେ ମୁଖ୍ୟ ମନ୍ଦିର ଓ ପରିକ୍ରମା ଦ୍ୱାରର ୧୦ ଫୁଟ ଯାଏଁ…
ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସ୍ପେନକୁ ହରାଇଲା ଟିମ୍ ଇଣ୍ଡିଆ
ହକି ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ପଦାର୍ପଣ ମ୍ୟାଚରେ ସ୍ପେନ୍କୁ ହରାଇଲା ଭାରତ । ପ୍ରଥମ ମ୍ୟାଚକୁ ୨-୦ ଗୋଲରେ ଜିତିଛି । ହୋମ୍…
ହିନ୍ଦୀରେ ରିଲିଜ୍ ଦମନ ଚଳଚିତ୍ରର ଦମଦାର ଟ୍ରେଲର
ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର ରିଲିଜ୍ ହୋଇଯାଇଛି। ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ସାରା ଦେଶ ଦେଖିବ। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇ ଲୋକପ୍ରିୟ ହୋଇଥିବା ‘ଦମନ’ ଏବେ…